ଦେଶ- ବିଦେଶ

ସକାଳୁ ଉଠିବା ମାତ୍ରେ ହିଁ ନାଭିରେ ଲଗାନ୍ତୁ ଏହି ବାସ୍ତୁ,ଧନ ସମ୍ପତି ବର୍ଷା ହେବାରେ ଲାଗିବ | କରଜଋ ମିଳିବ ମୁକ୍ତି ବନିବ ନିଜର ଏକ ସୁନ୍ଦର ଘର

ବନ୍ଧୁଗଣ ଆଜିର ଦୁନିଆରେ ଏମିତି କେହି ଜଣେ ବି ମଣିଷ ନଥିବେ ଯେ ଧନର ଆଶା ନ ରଖନ୍ତି | ସମସ୍ତେ ଏହି ଆଶା ରଖନ୍ତି ଯେ ତାଙ୍କ ପାଖରେ ଏତେ ଧନ ରହୁ ଯେ ସେ ନିଜର ସବୁ ଇଛା କୁ ପୁର୍ଣ କରିପାରନ୍ତୁ | ଯଦି ବେଶୀ ଦରକାର ନଥାଏ ତାହାଲେ. ମଧ୍ୟ ସେମାଙ୍କୁ ଏତିକି ଧନ ତ ଦରକାର ନିଶ୍ଚିତ ହୋଇଥାଏ ଯେ ସେଇଥିରେ ସେ ନିଜ ସହ ନିଜ ପରିବାକୁ ଭଲରେ ପୋଷି ପାରିବେ |

କିଛି ଲୋକ ଧନ ପାଇବା ପାଇଁ ଭଲ ରାସ୍ତା ବାଛନ୍ତି ଏବଂ ବହୁତ ବହୁତ କଠିନ ପରିଶ୍ରମ କରନ୍ତି ଏବଂ ସେହିଠାରେ ଆଉ କେତେକ ଲୋକ ନିଜ ସ୍ବପ୍ନ ପୁର୍ଣ କରିବା ପାଇଁ ଖରାପ ବାଟକୁ ବାଛିନିଅନ୍ତି | ସେହି ଭଳି ଅନେକ ଲୋକଙ୍କ ପାଖରେ ଧନ ବେଶୀ ଦିନ ପର୍ଯ୍ୟନ୍ତ ରୁହେ ନାହିଁ | ଏହି କଥା ଏପରି କୁହାଯାଇପାରେ ଯେ ସକାଳେ ତାଙ୍କ ପର୍ସ ପୁରା ପଇସାରେ ଭରା ଥାଏ ଆଉ ସାନ୍ଧ୍ୟରେ ତାଙ୍କ ପର୍ସ ପୁରା ଖାଲି ଥାଏ |

ଏହି ଭଳି ପରିସ୍ଥିତିରେ ଅନେକ ଅଭିଯୋଗ ଆସେ ଯେ ତାଙ୍କ ପାଖକୁ ପଇସା ତ ଆସୁଛି ହେଲେ ବେଶୀ ସମୟ ଯାଏ ସେ ଧନ ତାଙ୍କ ପାଖେ ତିସ୍ଟୁ ନାହିଁ | ଏହି ପ୍ରକାରର ସମସ୍ୟା ଠାରୁ ବଂଜିବା ପାଇଁ ଆମେ ଆଜି ଆପଣଙ୍କ ପାଇଁ କିଛି ଏପରି ଉପାୟ ଆଣିଛୁ ଯାହା ପ୍ରୟୋଗ କରିବା ଦ୍ୱାରା ଆପଣଙ୍କର ଏହି ସମୟ ଦୂର ହେଇଯିବ |

କୁହାଯାଏ ଯେ ମଣିଷଙ୍କ ଜୀବନ ମନଋ ପ୍ରଭାବିତ ହୋଇଥାଏ | ଆଉ ମନ ଚଂଚଳା ଅଟେ | ମନ ମୁଖ୍ୟତଃ ଶରୀରରେ ସତ ଚକ୍ର ଦ୍ୱାରା ପ୍ରଭାବିତ ହୋଇଥାଏ | ଦୁନିଆରେ ଏପରି 3ଟି ଜିନିଷ ଅଛି ଯାହା ମନ ଉପରେ ସିଧା ପ୍ରଭାବ ପକାଇଥାଏ | ରଙ୍ଗ, ସୁଗନ୍ଧ, ଏବଂ ମନ୍ତ୍ର |

ସୁଗନ୍ଧ ପାଇବା ପାଇଁ ଅତର ପ୍ରାୟତଃ ସମସ୍ତ ଘରେ ବ୍ୟବହାର କରାଯାଇଥାଏ | ଅତରରେ ବାସ୍ନା ମଣିଷରେ ବିଚାର ଶକ୍ତି ଉପରେ ପ୍ରଭାବ ପକାଇଥାଏ | ସକାରାତ୍ମକ ଭାବନା ଆଣିଥାଏ | ପ୍ରାଚୀନ କାଳଋ ହିଁ ଏହାର ମହତ୍ୱ ରହିଛି ଏବଂ ଏହାକୁ ଶୁଭ କାମରେ ମଧ୍ୟ ସ୍ଥାନ ଦିଆଯାଉଛି | ଆମେ ଆଜି ଆପଣଙ୍କୁ ଏକ ଉପାୟ ବତେଇବୁ ଯାହାକୁ କରିବା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ |

ଏହି ଉପାୟକୁ ଆପଣଙ୍କୁ ନିଜ ନାଭି ଉପରେ କରିବାକୁ ହେବ | ଆପଣ ସମସ୍ତେ ତ ଭାବୁଥିବେ ଏହି ଉପାୟ ପାଇଁ ନାଭି ହିଁ କାହିଁକି ତେବେ ଆପଣ ସମସ୍ତେ ତ ଜାଣିଥିବେ ଯେ ଯେତେବେଳେ ପିଲା ମାରେ ଗର୍ଭରେ ଥାଏ ଏଁ ମା ଯାହା ବି ଖାଏ ସେସବୁ ସେ ଗ୍ରହଣ କରେ ଏବେ ସେ ଖାଦ୍ୟ ପିଲାକୁ ତା ମାର ନାଭିନଳ ଋ ହିଁ ମିଳିଥାଏ | କୁହାଯାଏ ମୃତ୍ୟୁ ପରେ ମଧ୍ୟ 6ମିନଟ ପର୍ଯ୍ୟନ୍ତ ନାଭିରେ ଜୀବନ ଥାଏ ସେଇଥିପାଇଁ ଜନ୍ମ ହେବା ଆଗରୁ ଏବଂ ମୃତ୍ୟୁ ପରେ ମଧ୍ୟ ନାଭିରେ ଜୀବନ ଥାଏ ଏବଂ ନାଭିରେ ଅତର ଲଗାଇ ଆମେ ଅନେକ ଶୁଭ କାମ କରିପାରିବା |

ବନ୍ଧୁଗଣ କେବେ କେବେ ଥଣ୍ଡା କିମ୍ଭା ଅନ୍ୟ କିଛି କାରଣଋ ଆମ ଓଠ ଫାଟି ଯାଇଥାଏ ଏବଂ ସେହି ସମୟରେ ଆପଣ ଅନେକ ଘରୁଆ ଉପାୟ କରନ୍ତି କିନ୍ତୁ ସେଇଥିରୁ ଆପଣଙ୍କୁ ଭଲ ଲାଭ ମିଳେନାହିଁ କିନ୍ତୁ ଯଦି ଏମିତିରେ ଆପଣ ନିଜ ନାଭିରେ ସୋରିଷ ତେଲ ଲଗେଇକି ଦେଖନ୍ତୁ ଏଥିରେ ଆପଣଙ୍କ ଓଠ ଫାଟିବା ବନ୍ଦ ହୋଇଯିବ କୌଣସି ଔଷଧର ଆବଶ୍ୟକ ରହିବ ନାହିଁ |

Related Articles

Leave a Reply

Your email address will not be published. Required fields are marked *

Back to top button