ଦେଶ- ବିଦେଶ

ଘରେ ଯେବେବି ଝିଟିପିଟି ଦେଖୁଛନ୍ତି ତୁରନ୍ତ ତା ‘ ଉପରେ ପକେଇଦିଅନ୍ତୁ ଏହି ଗୋଟେ ଜିନିଷ, ପୁରା ଜୀବନ ଟଙ୍କାର ଅଭାବ ରହିବ ନାହିଁ ।

ନମସ୍କାର ବନ୍ଧୁଗଣ । ଆମ ଆଖପାଖ ରେ ଥିବା ଜୀବଜନ୍ତୁ ଘରେ ଧନର ବର୍ଷା କରାଇଥାନ୍ତି । ମାତା ଲକ୍ଷ୍ମୀଙ୍କୁ ଘରକୁ ଆଣନ୍ତି । ସାଧାରଣତ ଘରେ ଝିଟିପିଟି ଦେଖିଲ ମାତ୍ରକେ ଆପଣ ତାଙ୍କୁ ଛୁ ଛୁ କରୀ ଆଡେଇ ଦେଇଥାଉ ଥାଉ । ମାତ୍ର ଆପଣ ଜାଣିଛନ୍ତି କି ଝିଟିପିଟି ଉପରେ ଏହି ଗୋଟାଏ ଜିନିଷ ପକେଇବା ଦ୍ଵାରା ଆପଣଙ୍କ ଘରେ ହୋଇଥାଏ ଧନର ଆଗମନ । ଆପଣଙ୍କ ଘରେ ଥିବା ଆର୍ଥିକ ଅଭାବ ସବୁ ଦିନ ପାଇଁ ଦୂରେଇ ଯାଇଥାଏ ।

ଗରମ ଦିନମାନରେ ଝିଟିପିଟି ଅଧିକାଂଶ ଘରେ ଦେଖାଯାଇଥାଏ ।  ଆଉ କିଛି ଲୋକମାନେ ଝିଟିପିଟି ଦେଖିଲା କ୍ଷଣି ଡରି ଯାଇଥାନ୍ତି । କିନ୍ତୁ ସେମାନେ ଅଜ୍ଞାନ ଥାନ୍ତି କି ଯେଉଁ ଝିଟିପିଟିକୁ ଦେଖି ସେ ଭୟଭୀତ ହେଉଛନ୍ତି । ସେହି ଝିଟିପିଟି ତାଙ୍କ ପାଇଁ ବହୁତ ଶୁଭ ହୋଇଥାଏ ।   ଶାସ୍ତ୍ରରେ ମଧ୍ୟ ଝିଟିପିଟିର ମହତ୍ଵ ବର୍ଣ୍ଣନା କରାଯାଇଛି ଏଭଳି ଭାରତ କିଛି ସ୍ଥାନମାନଙ୍କରେ ଝିଟିପିଟିର ପୂଜା କରାଯାଏ ।

ଏମିତିକି ଗୋଟେ ମନ୍ଦିର ଶ୍ରୀ ରଙ୍ଗାମ ରଂଗନଥା ମନ୍ଦିର ଅଛି ଯେଉଁଠି କି ଝିଟିପିଟିର ଚିତ୍ରକୁ କାନ୍ଥରେ ଲଗାଯାଇଅଛି । ଝିଟିପିଟି ଦର୍ଶନକୁ ଶୁଭ ମାନା ଯାଇଥାଏ ଆଜି ଆମେ ଆପଣଙ୍କୁ ଝିଟିପିଟି ର ସଂକେତ ସମ୍ବନ୍ଧରେ କହିବାକୁ ଚାହୁଛୁ ।  ଆକାରହିନ ଓ  ଭୟାନକ ଦେଖାଯାଉଥିବା ଝିଟିପିଟି ଆପଣଙ୍କ ଭବିଷ୍ୟତରେ ହେବାକୁ ଯାଉଥିବା ଘଟଣା ସମ୍ପର୍କରେ କହିଥାଏ ।

ଭୋଜନ କରୁଥିବା ସମୟରେ ଆପଣଙ୍କୁ ଝିଟିପିଟି ଦେଖାଯାଏ  ତେବେ ଏହାର ଅର୍ଥ ହେଲା ଆଗାମୀ ଦିନମାନଙ୍କରେ ଆପଣଙ୍କୁ ଶୁଭସମାଚାର ମିଳିବାକୁ ଯାଉଛି । ଦୁଇଟି ଝିଟିପିଟି ଏକା ସଙ୍ଗେ ଦେଖାଯାଆନ୍ତି ତେବେ ଆପଣଙ୍କ ଦେଖା ପୁରୁଣା ମିତ୍ର  ସହ ହେବାର ସମ୍ଭାବନା ରହିଛି । ଯଦି ଆପଣ ଘରେ ଦୁଇଟି ଝିଟିପିଟି ଝଗଡା କରୁଥିବାର ଦେଖିଥାନ୍ତି । ତେବେ ଆପଣଙ୍କ ଘରେ କଳି ଝଗଡା ହେବାର ସଂକେତ ପ୍ରଦାନ କରିଥାଏ ।

ଶାସ୍ତ୍ର ମାନ୍ୟତା ରହିଛି କି ଦୀପାବଳୀ ଦିନ ଝିଟିପିଟି ଦେଖିବା ଦ୍ଵାରା ପୁରା ବର୍ଷ ଭଲରେ କଟିଥାଏ । ମାତ୍ର ଆଜି ଆପଣଙ୍କୁ  ଝିଟିପିଟି ସହିତ ଯୋଡିତ ଉପଚାର ସମ୍ବନ୍ଧରେ କହିବୁ ଯାହାକୁ କରିବା ଦ୍ଵାରା ମାତା ଲକ୍ଷ୍ମୀଙ୍କ ଅପାର  କୃପା ପ୍ରାପ୍ତ କରିପାରିବେ । ଯେତେବେଳେ ବି ଆପଣ ଘରେ ଝିଟିପିଟିକୁ ଦେଖନ୍ତି ତେବେ ତୁରନ୍ତ ଠାକୁର ଘରୁ କୁକୁମ ଚାଉଳ  ଆଣି ଝିଟିପିଟି ଉପରକୁ ଦୂରରୁ ପକେଇ ଦିଅନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button