ଦେଶ- ବିଦେଶ
କାହିଁକି ଶାରୀରିକ ସମ୍ପର୍କ କରିବାକୁ ସଂକୋଚ କରିଥାନ୍ତି ମହିଳା? ଜାଣନ୍ତୁ ଏହାର ୭ଟି ବଡ଼ କାରଣ
ପ୍ରାୟତଃ ପୁରୁଷଙ୍କ ପରି ମହିଳାମାନେ ସେକ୍ସ ପ୍ରତି ସେତେ ଆଗ୍ରହ ପ୍ରକାଶ କରନ୍ତି ନାହିଁ। ଯଦିଓ କିଛି ରିପୋର୍ଟ ଅନୁଯାଇ ପୁରୁଷଙ୍କ ତୁଳନାରେ ମହିଳାମାନଙ୍କର ସେକ୍ସ କରିବାକୁ ଇଚ୍ଛା ଅଧିକ ରହିଥାଏ ବୋଲି ଜଣାଯାଏ। ତଥାପି କିଛି ମହିଳାଙ୍କ ଠାରେ କାମନା ଇଚ୍ଛାର ଅଭାବ ଦେଖିବାକୁ ମିଳିଥାଏ। ସେକ୍ସ କରିବାକୁ ଇଚ୍ଛା ପ୍ରକାଶ କରୁନଥିବା ମହିଳାଙ୍କ ଠାରେ ହାଇପୋଏକ୍ଟିଭ୍ ଡିଜାୟର ଡିସଅର୍ଡର (HSDD) ସିଣ୍ଡ୍ରୋମ୍ ଦେଖିବାକୁ ମିଳିଥାଏ।
ସାଧାରଣତଃ ମହିଳାମାନଙ୍କ ଠାରେ କାମ ଇଚ୍ଛାର ହ୍ରାସ, ଯୌନ ସମ୍ପର୍କ ସ୍ଥାପନ କରିବା ପ୍ରୟାସର ଅଭାବ, ଅର୍ଗାଜମ୍ ହାସଲ କରିବାରେ ସମସ୍ୟା ଇତ୍ୟାଦି ଲକ୍ଷଣ ଦେଖିବାକୁ ମିଳିଥାଏ। ଯାହା ପଛରେ କିଛି କାରଣ ରହିଥାଇ ପାରେ ଯେପରିକି:-
୧. ବୟସ ବୃଦ୍ଧି ହେତୁ ସେକ୍ସୁଆଲ ହରମୋନର ହ୍ରାସ।
୨. ଶରୀରରେ ସେକ୍ସୁଆଲ ହରମୋନର ପରିବର୍ତ୍ତନ।
୩. ଋତୁସ୍ରାବ ଏବଂ ଚିନ୍ତା।
୪. ସାଥି ସହିତ ସମସ୍ୟା।
୫. ଯୌନାଙ୍ଗରେ ଆଘାତ।
୬. ଗର୍ଭଧାରଣ ଏବଂ ସ୍ତନ୍ୟପାନ କରାଇବା।