ଦେଶ- ବିଦେଶ

ମାତ୍ର 2 ସପ୍ତାହରେ ପେଟର ଚର୍ବି ଗାଏବ – ପିଅନ୍ତୁ ଏହି ଚମତ୍କାରୀ

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ସମସ୍ତେ ଫିଟ, ସ୍ଲିମ ଏବଂ ଜିରୋ ଫିଗର ରଖିବାକୁ ଚାହୁଁଛନ୍ତି । କିନ୍ତୁ ଏହା ଆମ ଦ୍ୱାରା ହୋଇ ପାରେ ନାହିଁ କାରଣ ଆମେ ନିଜ ଖାଇବା ଏବଂ ନିଜ ଜୀଵନ ରେ କୌଣସି ପରିବର୍ତ୍ତନ ଆଣି ନଥାଉ । ଆମେ ଯୋଗ ବ୍ୟାୟାମ କରି ନ ଥାଉ । ଠିକ ପରିମାଣ ର ଜଳ ମଧ୍ୟ ପିଇ ନଥାଉ । ଏବଂ ସର୍ଵଦା ବାହାର ର ତେଲ ମସଲା ଜାତୀୟ ଖାଦ୍ୟ ଖାଇ ଥାଉ । ଏବଂ ସେଥିରେ ଥିବା ଅଶୁଦ୍ଧ ଏବଂ କ୍ୟାଲେରି ଆମ ଶରୀର ରେ ଚର୍ବି କୁ ବଢ଼ାଇ ଥାଏ । ଏବଂ ଅଶୁଦ୍ଧତା ଯୋଗୁ ଆମ ଚେହେରା ରେ ବ୍ରଣ ଏବଂ ଅନେକ ସମସ୍ୟା ମଧ୍ୟ ଦେଖା ଦେଇଥାଏ ।

ତେବେ ଏହା ଯୋଗୁଁ ଆମକୁ ଅନେକ ଗମ୍ଭୀର ରୋଗ ମଧ୍ୟ ହୋଇ ପାରେ । ତେବେ ସେଥିପାଇଁ ଆଜି ଆମେ ଏହାର ଏକ ସାଧାରଣ ଏବଂ ଘରୋଇ ଉପଚାର ବିଷୟରେ ଆଲୋଚନା କରିବୁ । ତେବେ ଚାଲନ୍ତୁ ଜାଣିନେବା ସେହି ଉପାୟ ଟି କଣ ଏବଂ ତାହା ଆମକୁ କିପରି ସାହାର୍ଯ୍ୟ କରି ପାରିବା ।


ପ୍ରଥମେ ଆପଣ କ୍ୟାଲେରି ଯୁକ୍ତ ଖାଦ୍ୟ କୁ ଖାଇବା ବନ୍ଦ କରନ୍ତୁ । ନିଜ ଡାଏଟ ଅର୍ଥାତ ଖାଦ୍ୟ ପେୟ ର ସଠିକ ଭାବେ ଯତ୍ନ ନେବା ଉଚିତ । ନିଜ ଖାଦ୍ୟ ରେ ତେଲ ମସଲା ଜାତୀୟ ଖାଦ୍ୟ ଏବଂ ବାହାର ଖାଦ୍ୟ କୁ କମ ଖାଆନ୍ତୁ ଏବଂ ସବୁଜ ପନି ପରିବା ତଥା ଫଳ ଏବଂ ପୋଷଣ ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ ।
ଏହା ସହ ଆମକୁ ଶାରୀରିକ ପରିଶ୍ରମ ମଧ୍ୟ କରିବା ଉଚିତ ଆଜିକାଲି ଲୋକମାନେ ଶାରୀରିକ ପରିଶ୍ରମ ଆଦୌ କରିବା ପସନ୍ଦ କରୁ ନାହାନ୍ତି । ଏହା ଦ୍ୱାରା ଆମ ମେଟାପୋଲିସମ ବିଗିଡି ଯାଏ ଏବଂ ଚର୍ବି ଆସିଯାଏ ।


ସେଥିପାଇଁ ଆପଣଙ୍କ ଶରୀର କୁ ଅଧିକ ଚର୍ବି ଆଣିବାକୁ ଦେଉ ନଥିବା ଖାଦ୍ୟ ଖାଇବା ଉଚିତ ।
ତେବେ ଏକ ଉପଚାର କରିବା ଦ୍ୱାରା ଆପଣ ଶୀଘ୍ର ନିଜର ପେଟର ଚର୍ବି କୁ କମେଇ ପାରିବେ । ସେଥିପାଇଁ ପ୍ରଥମେ
ଆପଣ ପାଣି କୁ ଗରମ କରନ୍ତୁ ଏବଂ ସେଥିରେ ଲେମ୍ଭୁ ଏବଂ ମହୁ କୁ ମିଶ୍ରଣ କରି ପିଇବା ଦ୍ୱାରା ଆମ ଶରୀର ରେ ଥିବା ଚର୍ବି ଆଦି କୁ ବଢିବା ରେ ରୋକି ଥାଏ ଏବଂ ଶରୀର କୁ ପତଳା ମଧ୍ୟ କରିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button