ଦେଶ- ବିଦେଶ

ଗର୍ଭବତୀ ସମୟରେ ଏହି 3 ଟି ଜିନିଷ ଖାଇବା ଦ୍ଵାରା ପିଲା କ୍ଷିର ଭଳି ଗୋରା ଆଉ Intelligent ହୋଇ ଜନ୍ମ ହୋଇଥାଏ |

ନମସ୍କାର ବନ୍ଧୁଗଣ ତେବେ ଜଣେ ମହିଳାଙ୍କ ର ସବୁଠାରୁ ଖୁସିର ସମୟ ସେତେବେଳେ ଥାଏ, ଯେତେବେଳେ ସେ ମାଆ ହେବାକୁ ଯାଉଥାଏ ବା ସେ ଗର୍ଭବତୀ ଥାଏ। ସେହି ସମୟରେ ନିଜର ଯତ୍ନ ନେବା ଜଣେ ମାଆ ର ମୁଖ୍ୟ କର୍ତ୍ତବ୍ୟ । ତେବେ ଏହି ସମୟରେ ସବୁଜ ପନି ପରିବା ଖାଇବା, ପୃଷ୍ଟିକର ଖାଦ୍ୟ ଖାଇବା ଦ୍ୱାରା ମାଆ ଏବଂ ପିଲା ଉଭୟ ସୁସ୍ଥ ରୁହନ୍ତି। ଏହା ଛଡା ଏହି ସମୟରେ ବ୍ୟାୟାମ କରିବା, ଠିକ ସମୟରେ ଭୋଜନ କରିବା ଉଚିତ ଏବଂ ଜଳ ମଧ୍ୟ ପିଇବା ଆବଶ୍ୟକ ଏହା ସହ ସର୍ଵଦା ନିଜର ଏବଂ ନିଜ ପିଲାର ଚେକଅପ ମଧ୍ୟ କରିବା ଉଚିତ। ତେବେ ସବୁ ମାଆ ଚାହାନ୍ତି କି ନିଜର ପେଟରେ ଥିବା ପିଲାଟି ସୁନ୍ଦର, ସୁସ୍ଥ ଏବଂ ଗୋରା ହେଉ ସେଥିପାଇଁ ସେ ବହୁତ ପ୍ରକାରର ଉପାୟ ମଧ୍ୟ କରିଥାଏ।

ତେବେ ଆଜି ଆମେ କିଛି ଏଭଳି ଜିନିଷ କହିବୁ ଯାହାକୁ ଖାଇବା ଦ୍ୱାରା ଗର୍ଭରେ ଥିବା ପିଲାଟି ସୁନ୍ଦର ଏବଂ ସୁସ୍ଥ ରହିଥାଏ ତେବେ ଆସନ୍ତୁ ଜାଣିନେବା ସେହି ବିଷୟ ରେ।


ପ୍ରଥମ ରେ ହେଉଛି ‘ଡାଳିମ୍ବ’ । ତିନି ମାସ ହେବା ପରେ ଗର୍ଭବତୀ ମହିଳାଙ୍କୁ ପ୍ରତିଦିନ ଡାଳିମ୍ବ ଖାଇବାକୁ ଦିଅନ୍ତୁ କିମ୍ବା ଏକ ଗିଲାସ ଡାଲିମ୍ବର ଜୁସ ଦିଅନ୍ତୁ ଏହା ଦ୍ୱାରା ମାଆ ଏବଂ ପିଲା ସତେଜ ରୁହନ୍ତି ଏବଂ ସୁସ୍ଥ ରହିବା ସହିତ ପିଲାଟି ଦେଖିବାକୁ ବହୁତ ସୁନ୍ଦର ମଧ୍ୟ ହୋଇଥାଏ। ଡାଳିମ୍ବ ଖାଇବା ଦ୍ୱାରା ଶରୀରରେ ର-କ୍ତ-ର ବୃଦ୍ଧି ହୁଏ ଏବଂ ଶିଶୁ ମଧ୍ୟ ଭଲ ଭାବରେ ବୃଦ୍ଧି ହୋଇଥାଏ।


ଦ୍ଵିତୀୟ ରେ ହେଉଛି ‘କମଳା’। ତେବେ ଗର୍ଭବତୀ ମହିଳା ନିଜର ଖାଇବାରେ କମଳାକୁ ରଖିବା ନିଶ୍ଚିତ ଆବଶ୍ୟକ ଅଟେ। ତେବେ କମଳା ଖାଇବା ଦ୍ଵାରା ମାଆ ଏବଂ ପିଲା ଉଭୟ ସୁସ୍ଥ ରୁହନ୍ତି ଏବଂ ପିଲା ଗୋରା ମଧ୍ୟ ହୁଏ।ତେବେ ଏହି କମଳା କୁ ତିନି ମାସ ରୁ ଆଠ ମାସ ପର୍ଯ୍ୟନ୍ତ ସବୁଦିନ ଖାଆନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button