ଦେଶ- ବିଦେଶ
ଭେ-ଣ୍ଡି ଦୂ-ର କରିବ ଡା-ଇ-ବେ-ଟି-ସ୍ ଓ ସାହାଯ୍ୟ କରିବ ଓଜନ ନିୟନ୍ତ୍ରଣରେ – ଜାଣନ୍ତୁ କେମିତି?
ଭେଣ୍ଡି ଏକ ସୁଆଦିଆ ପରିବା । ଡାକ୍ତରଙ୍କ ମତରେ ସପ୍ତାହକୁ ୩ ରୁ ୪ଥର ଭେଣ୍ଡି ଖାଇବା ମ-ଧୁ-ମେ-ହ ରୋ-ଗୀ-ଙ୍କ ପାଇଁ ଲାଭଦାୟକ ହୋଇଥାଏ । ଏହା ସହିତ କଞ୍ଚା ଭେ-ଣ୍ଡି କହିବା ଦ୍ୱାରା ପୁରୁଷତ୍ୱ ବଢିଥାଏ । ଭେଣ୍ଡିରେ ପ୍ରଚୁର ପରିମାଣର ରୋ-ଗ ପ୍ର-ତି-ରୋ-ଧ-କ କ୍ଷମତା ଥାଏ ।
ଆ-ଣ୍ଟି-ଅ-କ୍ସି-ଡା-ଣ୍ଟ-ରେ ଭରପୂର ପରିମାଣର ଥିବା ହେତୁ ଶରୀରକୁ ଶ-କ୍ତି ଯୋଗାଇବାରେ ମଧ୍ୟ ସାହାଯ୍ୟ କରେ । ଝିଅ ମାନେ ଓଜନ ନିୟନ୍ତ୍ରଣ କରିବାକୁ ଭେ-ଣ୍ଡି-ରେ ପ୍ରସ୍ତୁତ ଖାଦ୍ୟ ଖାଇବା ଉଚିତ ।
ଗ-ର୍ଭ-ବ-ତୀ ମହିଳାଙ୍କ ପାଇଁ ଭେ-ଣ୍ଡି-ରେ ତିଆରି ଖାଦ୍ୟ ଅତ୍ୟନ୍ତ ଉପକାରୀ ଅଟେ । ଭିଟାମିନ୍-ବି ପରିମାଣ ଥିବାରୁ ଗ-ର୍ଭ-ରେ ବଢୁଥିବା ଶିଶୁକୁ ବିଭିନ୍ନ ରୋ-ଗ ସମସ୍ୟାରୁ ମୁ-କ୍ତି ମିଳେ ।
ଆଶା କରୁଛୁ ଆପଣଙ୍କୁ ଆମର ପୋଷ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ