ଦେଶ- ବିଦେଶ

ପଣା ସଂକ୍ରାନ୍ତି ( 14 April ) ମରିଗଲେବି କରନ୍ତୁ ନାହିଁ ଏହି ଭୁଲ୍, ହେବ ସର୍ବନାଶ

ବନ୍ଧୁଗଣ ପଣା ସଙ୍କ୍ରାନ୍ତି କୁ ଓଡିଆ ନୂଆ ବର୍ଷ ଭାବେ ପାଳନ କରାଯାଇଥାଏ । ଚଳିତ ବର୍ଷ ପଣା ସଙ୍କ୍ରାନ୍ତି ଏପ୍ରିଲ 14ରେ ପଡିବାକୁ ଯାଉଛି । ଏହାକୁ ମହାବିଷୁବ ସଙ୍କ୍ରାନ୍ତି ମଧ୍ୟ କୁହାଯାଏ । ଏହି ଦିନ ଛୋଟ ମାଠିଆରେ ପଣା ରଖି ତୁଳସୀ ଗଛରେ ବାନ୍ଧି ଦିଆଯାଏ । ମାଠିଆରେ ଥିବା ଛୋଟ କଣାରୁ ପାଣି ଝଋ ଥାଏ ଯାହା ବର୍ଷାକୁ ସୁଚାଇଥାଏ ।  ଏହି ଠେକିକି ବସୁନ୍ଧରା ଠେକି ବି କୁହାଯାଏ ।

ଏହି ଦିନକୁ ଲୋକେ ବେଲ ଓ ଛତୁଆ ସହ ପାଳନ କରିଥାନ୍ତି । ଏହି ଦିନ କେଉଁ କାମ କରିଲେ ସର୍ବନାଶ ହୋଇଥାଏ ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

୧- ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ଉପରେ ପ୍ରଭୁ ହନୁମାନ ଙ୍କ କୁ-ଦ୍ରୁଷ୍ଟି ନ ପଡୁ ବୋଲି ତେବେ ଏହି ଦିନ କାହା ସହ ଶାରୀରିକ ସମ୍ପକ ରଖନ୍ତୁ ନାହି । ଅନ୍ୟଥା ଅକାରଣରେ ମହାବୀରଙ୍କ କ୍ରୋଧର ଶିକାର ହେବାକୁ ପଡିଥାଏ । ଏହି ଦିନ ସମ୍ବଧ ସ୍ଥାପନ କରିଲେ ସନ୍ତାନ ବିକଳାଙ୍ଗ ଜନ୍ମ ହୋଇପାରନ୍ତି । ଏଥିପାଇଁ ଏହି ଦିନ ମନକୁ ସଂଯମ କରି ରଖନ୍ତୁ । ଆପଣଙ୍କର କୁଣ୍ଡଳୀ ବିଗିଡି ଯାଇଅଥାଏ ।

୨- ଏହି ଦିନ କ୍ଷୀରରେ ବନା ହୋଇଥିବା ମିଠା, ରାବିଡି ଆଦି ବର୍ଜିତ ମାନା ଯାଇଛି । କ୍ଷୀର କୁ ଚନ୍ଦ୍ରମାଙ୍କ କାରକ ମାନା ଯାଇଛି । ଚନ୍ଦ୍ରମା ଓ ମଙ୍ଗଳ ଜଣେ ଦୂ ଜଣଙ୍କର ବିରୋଧୀ ଅଟନ୍ତି । ତେଣୁ ଏହି ପବିତ୍ର ଦିନ କ୍ଷୀର ବ ସେଥିରେ ତିଆରି ହୋଇଥିବା ଜାତୀୟ ଖାଦ୍ୟ ଘରକୁ ଆଣନ୍ତୁ ନାହି ।

୩- ପଣା ସଙ୍କ୍ରାନ୍ତି ରେ ଲୁହା ଜିନିଷ କିଣନ୍ତୁ ନାହି । ଏହା ଅଶୁଭ ହୋଇଥାଏ । ଷ୍ଟିଲ ଜିନିଷ ବା ଧାରୁଆ ଜିନିଷ କିଣନ୍ତୁ ନାହି । ଏହି ଦିନ ନଖ କି ବାଳ କାଟିବା ଉଚିତ ହୋଇନ ଥାଏ । ଏହା କରିବା ଦ୍ଵାରା ହନୁମାନଙ୍କର କୋପ ସୃଷ୍ଟି ର ଆପଣଙ୍କୁ ସମୁଖିନ୍ନ କରିବାକୁ ପଡିପାରେ ।

୪- ଯେଉଁ ଲୋକ ମାନେ ମାଂସ, ମଦିରା ର ସେବନ କରନ୍ତି ସେମାନଙ୍କୁ ବଜରଙ୍ଗବାଲି ବରବାତ କରି ଦିଅନ୍ତୁ । ସେହିପରି ଲୋକଙ୍କୁ ଭିକାରୀ କରି ଛାଡିଥାନ୍ତି ପ୍ରଭୁ ହନୁମାନ ।

୫- ଏହି ଦିନ ଆପଣ କ୍ରୋଧରେ ଅଛନ୍ତି ବା ମନରେ ରାଗ ଅଛି ତେବେ ହନୁମାନ ଜୀ ଙ୍କୁ ଭୁଲରେ ପୂଜା କରନ୍ତୁ ନାହି । ହନୁମାନଙ୍କୁ ଶାନ୍ତି ଅଧିକ ପ୍ରିୟ ଅଟେ । ଯେଉଁ ବ୍ୟକ୍ତି ମନରେ ହନୁମାନଙ୍କୁ କ୍ରୋଧ ରଖି ପୂଜା କରିଥାଏ ତାଙ୍କୁ କୌଣସି ଫଳ ମିଳେ ନାହି । ଏହି ଦିନ ହନୁମାନ ଙ୍କୁ ଭଲ ସୁଗନ୍ଧିତ ଫୁଲ, ଫଳ, ଲଡୁ ଭୋଗ ଲଗାଇବା ଦ୍ଵାରା ପ୍ରସନ୍ନ ହୋଇଥାନ୍ତି । ପଣା ସଙ୍କ୍ରାନ୍ତି କଳା ରଙ୍ଗର ବସ୍ତ୍ର ଧାରଣ କରନ୍ତୁ ନାହି ।

କଳା ରଙ୍ଗ ଛାଡି ଅନ୍ୟ କୌଣସି ରଙ୍ଗର ବସ୍ତ୍ର ପିନ୍ଧିପାରିବେ । ଧଳା, କମଳା, ନୀଳ ରଙ୍ଗ ପିନ୍ଧିବା ଶୁଭ ମାନାଯାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button