ପୁରୁଷ ଓ ନାରୀ, ଜାଣନ୍ତୁ କେଉଁ ବାରରେ ଜନ୍ମ ହୋଇଥିଲେ କିପରି ହୋଇଥାଏ ସ୍ଵଭାବ ?
ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ଜୀବନ ରେ ଶାସ୍ତ୍ର ର ବହୁତ ମହତ୍ତ୍ୱ ରହିଛି । ଶାସ୍ତ୍ର କୁ ବିଶ୍ଵ ର ପ୍ରାୟ ସମସ୍ତ ଲୋକ ବିଶ୍ୱାସ କରିଥାନ୍ତି ।
ଶାସ୍ତ୍ର ରେ ଲେଖା ହୋଇଥିବା ସମସ୍ତ କଥା ସତ୍ୟ ହୋଇଥାଏ ବୋଲି ଆମେ ମାନେ ବିଶ୍ୱାସ କରିଥାଉ ଏବଂ ଏହା ପ୍ରମାଣିତ ମଧ୍ୟ ହୋଇଛି । ଶାସ୍ତ୍ର ରେ ଅନେକ ଉପକାରୀ ଜିନିଷ ସମ୍ପର୍କରେ ଲେଖା ହୋଇଥାଏ ।
ଶାସ୍ତ୍ର ରେ ଯାହା ସବୁ ଲେଖା ହୋଇଥାଏ ତାହା ସତ୍ୟ ଅଟେ ବୋଲି ଭଗବାନ ଶିବ ମଧ୍ୟ କହିଛନ୍ତି । ଶାସ୍ତ୍ର ରେ ଏପରି କିଛି ଲେଖା ହୋଇଥାଏ ବେଳେବେଳେ ଆମେ ଏହାକୁ ଦେଖିଲେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଥାଉ । ଶାସ୍ତ୍ର ରେ ବିଭିନ୍ନ କଥା ସମ୍ପର୍କରେ ଲେଖା ହୋଇଥାଏ ।
ଶାସ୍ତ୍ର ରେ ଘର ର ମଙ୍ଗଳ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥାଏ । ଶାସ୍ତ୍ର ଅନୁସାରେ ରେ ଆମେ ଯେଉଁ ବାର ରେ ଜନ୍ମ ଗ୍ରହଣ କରିଥାଉ ତାହା ଆମ ଜୀବନ ଉପରେ ବହୁତ ପ୍ରଭାବ ପକାଇ ଥାଏ । ତେବେ ଆଜି ଆମେ ଆପଣଂକୁ କେଉଁ ବାର ରେ ଜନ୍ମ ହେଲେ କଣ ଲକ୍ଷଣ ଦେଖା ଯାଇଥାଏ ସେ ବିଷୟ ରେ ଜଣାଇବୁ । ତେବେ ଆସନ୍ତୁ ଏହି ବିଷୟ ରେ ଅଧିକ କିଛି ଜାଣିବା ।
ଯେଉଁ ଲୋକ ମାନେ ସୋମବାର ଦିନ ଜନ୍ମ ହୋଇଥାଆନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଆତ୍ମପ୍ରେରିତ ହୋଇଥାଆନ୍ତି । ସେମାନେ ନିଜ ର ଦୟା ଭାବ ଓ ଉତ୍ତମ ସ୍ଵଭାଵ ପାଇଁ ବେଶ ପରିଚିତ ହୋଇଥାଆନ୍ତି । ଏମାନେ ନିଜର ଖୁସି ଓ ଦୁଃଖ କୁ ବହୁତ ଭଲ ଭାବରେ ନିୟନ୍ତ୍ରଣ କରିପାରନ୍ତି ।
ଯେଉଁ ବ୍ୟକ୍ତି ମାନେ ମଙ୍ଗଳବାର ଦିନ ଜନ୍ମ ହୋଇଥାଆନ୍ତି ସେମାନେ ବହୁତ ରାଗି ସ୍ଵଭାଵ ର ହୋଇଥାଆନ୍ତି । ଏହି କାରଣ ରୁ ସେମାନଂକୁ ଭଲ ସମୟ ରେ ମଧ୍ୟ ନିଜ ଲୋକଙ୍କ ଠାରୁ ଦୂର କୁ ଯିବାକୁ ପଡିଥାଏ । ଏହି ଲୋକଙ୍କ ମଧ୍ୟରେ ସମଗ୍ର ଜୀବନ ଅହଂ ଭାବ ଭରି ହୋଇ ରହିଥାଏ ।
ଯେଉଁ ବ୍ୟକ୍ତି ମାନେ ବୁଧବାର ଦିନ ଜନ୍ମ ହୋଇଥାଆନ୍ତି ସେମାନଙ୍କର ରୁଚି ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟ ଉପରେ ରହିଥାଏ । ଭଗବାନ ଙ୍କ ଶକ୍ତି ଉପରେ ସବୁବେଳେ ଭରଷା ରଖୁଥିବା କାରଣ ରୁ ଏମାନେ ସବୁବେଳେ ମାଟି ସହିତ ଯୋଡି ହୋଇ କରି ରହିଥାନ୍ତି । ଏମାନେ କୌଣସି ମତେ ସମସ୍ତେ ପ୍ରକାର ନକରାତ୍ମକ କାର୍ଯ୍ୟ ଠାରୁ ସବୁବେଳେ ଦୁରେଇ କରି ରହିଥାନ୍ତି । ଏମାନେ ନିଜ କାମ ଉଳରେ ସବୁବେଳେ ଦୃଷ୍ଟି ରଖିଥାନ୍ତି । ଏମାନଙ୍କୁ ବୋକା ବନାଇବା ଏତେ ସହଜ ନୁହେଁ ।
ଯେଉଁ ବ୍ୟକ୍ତି ମାନଙ୍କ ର ଜନ୍ମ ଗୁରୁବାର ଦିନ ହୋଇଥାଏ ସେମାନେ ବହୁତ ବୁଦ୍ଧିମାନ ହୋଇଥାଆନ୍ତି । ଏମାନଙ୍କ ସମ୍ମୁଖରେ ଯେତେ ବି କଠିନ ପରିସ୍ଥିତି ଆସିଲେ ମଧ୍ୟ ଏମାନେ ବହୁତ ସହଜ ରେ ପାର ହୋଇଯାଆନ୍ତି । ଏମାନଙ୍କୁ ନିଜ ସାଙ୍ଗ ଓ ପରିବାର ଲୋକଙ୍କ ର ସମର୍ଥନ ଜୀବନ ସାରା ମିଳିଥାଏ । ଏମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ।
ଯେଉଁ ବ୍ୟକ୍ତି ମାନେ ଶୁକ୍ରବାର ଦିନ ଜନ୍ମ ହୋଇଥାଆନ୍ତି ସେମାନେ ନିଜର ସ୍ୱଚ୍ଛ ହୃଦୟ ଓ ଖୁସି ପଣ ସ୍ଵଭାଵ କାରଣ ରୁ ବହୁତ ପରିଚିତ ହୋଇଥାନ୍ତି । ଏମାନେ ନିଜର ଆଖପାଖ ର ଲୋକଙ୍କୁ ବହୁତ ପ୍ରଭାବିତ କରିଥାନ୍ତି ଏବଂ ଯେତେବେଳେ ଏମାନଙ୍କ ସମ୍ମୁଖରେ ରେ କୌଣସି କଠିନ ପରିସ୍ଥିତି ଆସିଥାଏ ସେତେବେଳେ ସେମାନେ ଏହାକୁ ଅତି ସହଜ ରେ ପାର କରିଥାନ୍ତି ।
ଶନିବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ମାନଙ୍କ ର ରୁଚି କୃଷି,ବ୍ୟାପାର ଓ କାରିଗର କ୍ଷେତ୍ରରେ ରହିଥାଏ । ଏମାନେ ନିଜର ଆରମ୍ଭ ସମୟ ରେ ବହୁତ ଅସୁବିଧାର ସମ୍ମୁଖୀନ କରଥାନ୍ତି କିନ୍ତୁ ପରେ ନିଜ ଆଖପାଖ ର ଲୋକଙ୍କ ଠାରୁ ସାବଧାନ ର୍ବ ରହିବା ଶିଖି ଯାଆନ୍ତି ।
ଯେଉଁମାନେ ରବିବାର ଦିନ ଜନ୍ମ ହୋଇଥାନ୍ତି ସେମାନେ ବହୁତ କ୍ରିୟାଶୀଳ ହୋଇ ନ ଥାନ୍ତି । ସେମାନେ ସବୁ କାର୍ଯ୍ୟ ରେ ପଛରେ ରହିଯାଇଥାନ୍ତି । କିନ୍ତୁ ଭାଗ୍ୟ ସବୁବେଳେ ଏମାନଙ୍କ ସପକ୍ଷରେ ରେ ରହିଥାଏ । ଏମାନେ ବହୁତ ଲାଜକୁଲା ସ୍ଵଭାଵ ର ହୋଇଥାଆନ୍ତି ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।