ରାତିରେ ଶୋଇବା ସମୟରେ ନିଜ ପାଖରେ ଭୁଲରେ ବି ରଖନ୍ତୁ ନାହିଁ ଏହି 5 ଟି ଜିନିଷ, ପିଛା ଛାଡେ ନାହିଁ ଦରିଦ୍ରତା
ନମସ୍କାର ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ଆମ ଜୀବନ ସହିତ ଯୋଡି ହୋଇ ରହୁଥିବା ସମସ୍ତ ସମ୍ପର୍କ, ଦିଗ,ଲାଭ ଏବଂ କିଭଳି ଭାବେ ଉପଯୋଗ କରାଯିବ ତାହା ଆମକୁ ଅବଗତ କରାଇ ଥାଏ ।
ସାମାନ୍ୟ ଜୀବନରେ ଆମକୁ କୌଣସି ବସ୍ତୁ କିଭଳି ଭାବେ କ୍ଷତି କରାଇ ପାରିବ ସେ ବିଷୟ ରେ ମଧ୍ୟ ଅବଗତ କରାଇ ଥାଏ । ବେଳେ ବେଳେ ଏମିତି ମଧ୍ୟ ହୋଇଥାଏ କି ଆମେ ଯେଉଁ କାର୍ଯ୍ୟ କରିଥାଉ ସେ କାର୍ଯ୍ୟ ଆମ ଜୀବନର ସଫଳତା ରେ ବାଧା କରୁଥିବ ।
ବନ୍ଧୁଗଣ ଆଜି ଆମେ ଆପଣଂକୁ ଶୋଇବା ସମୟରେ ଏଭଳି କେଉଁ ଜିନିଷ ଅଛି ଯାହାକୁ ପାଖରେ କିମ୍ବା ମୁଣ୍ଡ ପାଖରେ ରଖିବା ଉଚିତ ନୁହେଁ । ତେବେ ଆସନ୍ତୁ ସେ କେଉଁ ଜିନିଷ ସେ ବିଷୟରେ ଜାଣିନେବା । ଚାଲନ୍ତୁ ପ୍ରଥମେ ଜାଣିନେବା କି କେଉଁ ଜିନିଷ କୁ ମୁଣ୍ଡ ଉପରେ କିମ୍ବା ନିଜ ପାଖରେ ଶୋଇବା ସମୟରେ ରଖି ପାରିବା ।
ପ୍ରଥମେ ହେଉଛି କର୍ପୂର ର କିଛି ଖଣ୍ଡ କୁ ଏକ ରୁମାଲ ରେ ନିଜ ପାଖରେ ରଖି ଦିଅନ୍ତୁ । ଏହା ସକରାତ୍ମକ ଉର୍ଜା କୁ ଆକର୍ଷିତ କରିଥାଏ । ଏହା ଦ୍ୱାରା ମୁଣ୍ଡ ଶାନ୍ତ ଏବଂ ଥଣ୍ଡା ହୋଇ ଯାଇଥାଏ । ଯଦି ଆପଣଂକୁ ନିଦ ଠିକ ରେ ଆସୁନି ତେବେ ଏହା କାହାର କୁଦୃଷ୍ଟି ଯୋଗୁଁ ମଧ୍ୟ ହୋଇ ଥାଏ । ସେଥିପାଇଁ କିଛି ଚାଉଳ କୁ ଏକ ଲାଲ କପଡ଼ାରେ ବାନ୍ଧି ଯେଉଁଠାରେ ଶୋଉ ଛନ୍ତି ସେଠାରେ ରଖି ଦିଅ । ଏହା ଶୁଦ୍ଧତା ର ପ୍ରତୀକ ହୋଇଥାଏ । ଏହା ଦ୍ୱାରା ନକରାତ୍ମକ ଉର୍ଜା ଆପଣଙ୍କ ପାଖକୁ ଆସି ପାରିବ ନାହିଁ ।
ନିଜ ଘରକୁ ଶୁଦ୍ଧ ରଖିବା ନିହାତି ଆବଶ୍ୟକ ତେଣୁ ଘରର କୌଣସି କୋଣ ରେ ମଧ୍ୟ ଆପଣ ମୟୁର ପଙ୍ଖ ଲଗାଇ ପାରିବେ । ଏହା ଦ୍ୱାରା ବାତାବରଣ ଶୁଦ୍ଧ ହୋଇଥାଏ । ଏବଂ ମନ ମଧ୍ୟ ଶାନ୍ତ ରହିଥାଏ ।
ଏବେ ଆସନ୍ତୁ ଜାଣି ନେବା କି ଆମକୁ ଶୋଇବା ସମୟରେ କେଉଁ ଜିନିଷ ନ ରଖି ଶୋଇବା ଉଚିତ ।
ପ୍ରଥମ ରେ ହେଉଛି ମଇଳା କପଡା । ବହୁତ ଜଣ ରାତି ରେ ପୋଷାକ କୁ କିମ୍ବା ମଇଳା କପଡାକୁ ନିଜ ପାଖରେ ରଖି ଦିଅନ୍ତି ଏହି ମଇଳା କପଡା ଦ୍ବାରା ନକରାତ୍ମକ ଉର୍ଜା ସୃଷ୍ଟି ହୋଇ ଥାଏ ଏବଂ ଭଲ ନିଦ ମଧ୍ୟ ହୋଇ ନଥାଏ ।
ଦ୍ଵିତୀୟ ରେ ହେଉଛି ଜୋତା,ମାସ୍କ, ରୁମାଲ ଆଦି କୁ ଆମେ ପୁରା ଦିନ ଯାକ ବ୍ୟବହାର କରି ପାରିବୁ କିନ୍ତୁ ଶୋଇବା ସମୟରେ ଏହାକୁ ନିଜ ପାଖରେ ରଖି ଶୋଇବା ଉଚିତ ନୁହେଁ । ଏହା ଦ୍ୱାରା ମନ ଏବଂ ଶରୀରରେ ବହୁତ କୁପ୍ରଭାଵ ପକାଇ ଥାଏ । ଏହା ବିଜ୍ଞାନ ମଧ୍ୟ କହୁଛି ।
ତୃତୀୟ ରେ ହେଉଛି ଶୋଇବା ସ୍ଥାନରେ କେବେ ବି ତୁଳସୀ, ହଳଦୀ,ତେଲ ଆଦି କୁ ରଖି ଶୋଇବା ଉଚିତ ନୁହେଁ ଏବଂ କେବେବି ସନ୍ଧ୍ୟା କାଳରେ ତୁଳସୀ ଗଛରୁ ପତ୍ର ଛିଣ୍ଡାଇବା ଉଚିତ ନୁହେଁ । ଏଥି ପ୍ରତି ଧ୍ୟାନ ଦେବା ଉଚିତ ।
ଚତୁର୍ଥ ରେ କେବେବି ଶୋଇବା ବେଳେ ନିଜ ପାଖରେ ପୁସ୍ତକ ରଖି ନ ଶୋଇବା ଉଚିତ । ବିଦ୍ୟା ମାତା ସରସ୍ୱତୀ ଙ୍କ ରୂପ ତେଣୁ ତାର ଅପମାନ କେବେବି କରିବା ଉଚିତ ନୁହେଁ ।
ତେଣୁ ସର୍ଵଦା ବାସ୍ତୁ ଶାସ୍ତ୍ର ଅନୁସାରେ ଏବଂ ଏହି ନିୟମ ଅନୁଯାୟୀ ଶୋଇବା ବେଳେ ଏହି ଜିନିଷ କୁ ନିଜ ପାଖରେ ରଖନ୍ତୁ ନାହିଁ ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।