ଦେଶ- ବିଦେଶ

ଗ୍ରାହକ ଭାବେ ମଦ ଦୋକାନରେ ପହଞ୍ଚିଲେ ଜିଲାପାଳ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ବୁଧବାର ଦେହରାଦୁନର ଜିଲାପାଳ ସବିନ ବନ୍ସଲ ପୁରୁଣା ମସୁରୀ ରୋଡ୍ ସ୍ଥିତ ଏକ ମଦ ଦୋକାନ ଗସ୍ତ କରିଥିଲେ । ସେଠାରେ ପ୍ରତି ବୋତଲ ପିଛା ୨୦ ଟଙ୍କା ଅଧିକ ନିଆଯାଉଥିବା ଜାଣିବାକୁ ପାଇଲେ ଜିଲାପାଳ । ସେ ଗ୍ରାହକ ଭଳି ଯାଇ ମଦ ବୋତଲ ମଗାଇଥିଲେ । ଯାହାର ଦାମ୍ ୬୬୦ ଟଙ୍କା ଥିଲା କିନ୍ତୁ ଦୋକାନରେ ୬୮୦ ଟଙ୍କା ମଗାଗଲା ।ଏହା ପରେ ସେ ନିଜ ପରିଚୟ ଦେଇ ୫୦ ହଜାର ଟଙ୍କା ଚାଲାଣ କାଟିଥିଲେ । ଏହି ସବୁର ଦୃଶ୍ୟ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button