ରାଜ୍ୟ

ଫରେଷ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଳାହାଣ୍ଡି, ୧୮।୯ : ଭଡ଼ାଘରୁ ଫରେଷ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ ଫରେଷ୍ଟର ଜଣକ ହେଲେ ସଞ୍ଜୟ ନାୟକ । ସେ ଫରେଷ୍ଟ ରିସର୍ଚ୍ଚ ୱାଇଙ୍ଗ ଜାରିଂ ଦାୟିତ୍ୱ ରେ ଥିଲେ । ଫରେଷ୍ଟର ସଞ୍ଜୟ ନାୟକଙ୍କ ନିଜ ଘର ରାୟଗଡାରେ ହୋଇଥିବା ବେଳେ ସେ ଭବାନୀପାଟଣା ଭଡା ଘରେ ରହୁଥିଲେ । ଘଟଣାସ୍ଥଳରେ ଭବାନୀପାଟଣା ଟାଉନ ଥାନା ପୋଲିସର ତଦନ୍ତ l

Related Articles

Leave a Reply

Your email address will not be published. Required fields are marked *

Back to top button