ଦେଶ- ବିଦେଶ

ଗୋଟେ ସପ୍ତାହରେ ପେଟର ଚର୍ବି ମହମ ପରି ତରଳିଯିବ – ବାସ ସକାଳୁ ପିଅନ୍ତୁ ଏହି ପାଣି

ନମସ୍କାର ବନ୍ଧୁଗଣ ଆମେ ଆଜିକାଲି ସ୍ଲିମ ଏବଂ ଜିରୋ ଫିଗର ରଖିବାକୁ ଚାହୁଁଛୁ । ଏବଂ ସର୍ଵଦା ଫିଟ ହେବାକୁ ମଧ୍ୟ ଚାହିଁଥାଉ । କିନ୍ତୁ ଏହା ଆମ ଦ୍ୱାରା ହୋଇ ପାରେ ନାହିଁ । କାରଣ ଆମେ ନିଜ ଖାଇବା ଏବଂ ନିଜ ଜୀଵନରେ କୌଣସି ପରିବର୍ତ୍ତନ ଆଣି ନଥାଉ । ଆମେ ଯୋଗ ବ୍ୟାୟାମ କରି ନ ଥାଉ । ଠିକ ପରିମାଣ ର ଜଳ ମଧ୍ୟ ପିଇ ନଥାଉ । ଏବଂ ସର୍ଵଦା ବାହାର ର ତେଲ ମସଲା ଜାତୀୟ ଖାଦ୍ୟ ଖାଇ ଥାଉ । ଏବଂ ସେଥିରେ ଥିବା ଅଶୁଦ୍ଧ ଏବଂ କ୍ୟାଲେରି ଆମ ଶରୀରରେ ଚର୍ବି କୁ ବଢ଼ାଇଥାଏ । ଏବଂ ଅଶୁଦ୍ଧତା ଯୋଗୁ ଆମ ଚେହେରା ରେ ବ୍ରଣ ଏବଂ ଅନେକ ସମସ୍ୟା ମଧ୍ୟ ଦେଖା ଦେଇଥାଏ ।

ତେବେ ଏହା ଯୋଗୁଁ ଆମକୁ ଅନେକ ଗମ୍ଭୀର ରୋଗ ମଧ୍ୟ ହୋଇ ପାରେ । ତେବେ ସେଥିପାଇଁ ଆଜି ଆମେ ଆପଣଙ୍କୁ ଏହାର ଏକ ସାଧାରଣ ଏବଂ ଘରୋଇ ଉପଚାର ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିନେବା ସେହି ଉପାୟ ବିଷୟରେ ।


ପ୍ରଥମ ସାମଗ୍ରୀ ହେଉଛି ଜିରା । ଜିରା ଆମର ପାଚନ କ୍ରିୟା କୁ ଠିକ ରଖିଥାଏ ଏବଂ ଓଜନ କମେଇବାର ମଧ୍ୟ ସାହାର୍ଯ୍ୟ କରିଥାଏ ।

ତେବେ ଏହାପରେ ଖଣ୍ଡେ ଅଦା ନେବେ ଅଦା ଆମ ମେଟାପୋଲିସମ କୁ କମେଇବାରେ ସାହାର୍ଯ୍ୟ କରେ । ତାସହ ଲେମ୍ବୁ ଏବଂ ମହୁ ।

ତେବେ ପ୍ରଥମେ ଗୋଟିଏ କପ ପାଣି ନିଅନ୍ତୁ ଏବଂ ସେଥିରେ ଜିରା ଏବଂ ଅଦାକୁ ଛେଚି ପକେଇ ଦିଅନ୍ତୁ ଏବଂ ଫୁ-ଟି-ବା-କୁ ଦିଅନ୍ତୁ । ତେବେ ଭଲ ଭାବରେ ଫୁ-ଟି-ବା ପରେ ଗ୍ୟାସ ବନ୍ଦ କରି କିଛି ସମୟ ଥଣ୍ଡା  କରିବାକୁ ଛାଡି ଦିଅନ୍ତୁ ।


ତେବେ ଟିକେ ଥଣ୍ଡା କମିଗଲେ ଏହାକୁ ଛାଣି ଏକ କପ ରେ ପାଣି କୁ ନିଅନ୍ତୁ ଏବଂ ସେଥିରେ ଫାଳେ ଲେମ୍ବୁ ରସ ଏବଂ ଗୋଟିଏ ଚାମଚ ମହୁ ପକାଇ ଭଲ ଭାବରେ ମିଶାଇ ଦିଅନ୍ତୁ ।
ତେବେ ଏହାକୁ ଖାଲି ପେଟ ରେ ସକାଳେ ଚା ବଦଳରେ ଏହାକୁ ସେବନ କରନ୍ତୁ ଏବଂ ପୁଣି ଲଞ୍ଚ କରିବାପରେ ଦୁଇ ତିନି ଘଣ୍ଟା ପରେ ଏହାକୁ ପିଅନ୍ତୁ ଅର୍ଥାତ ଦିନକୁ ଦୁଇଥର ଏହି ପାଣିକୁ ପିଅନ୍ତୁ ।
ତେବେ ଆପଣ ମାନେ ନିଶ୍ଚିତ ଜାଣି ପାରିବେ ଏବଂ ଅନୁଭବ କରିବେ କି ଆପଣଙ୍କ ଓଜନ କମିବାରେ ଲାଗୁଛି ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button