ଦେଶ- ବିଦେଶ

ଧନର ବର୍ଷା କରୁଥିବା ଗଛ, ଯୋଉଠି ମିଳୁଛି ଘରକୁ ଆଣନ୍ତୁ, ୨୪ ଘଣ୍ଟାରେ ଭାଗ୍ୟ ବଦଳିବ

ବନ୍ଧୁଗଣ ଆଜିର ଆମର ବିଷୟ ବସ୍ତୁ ବନସ୍ପତି ଜ୍ଞାନ ବିଷୟରେ ଆଧାରିତ ଅଟେ । ଆୟୁର୍ବେଦିକ ଭାଷା ବିଷୟରେ କହିଲେ ଆମେ ସେହି ଗଛ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହା ଦ୍ଵାରା ଶରୀରରେ ଅନେକ ରୋଗ ଦୂର ହେବ । ଏହି ଗଛର ବ୍ୟବହାର ସଠିକ ତରିକାରେ କରିଲେ ଜୀବନରେ ଯାହା ସମସ୍ଯା ଅଛି, ରୋଗ ଅଛି ତାହା ଠିକ କରିପାରିବେ ।

ଏହି ଗଛର ବ୍ୟବହାର କରି ଜୀବନରୁ ଦୁଖ, ଗରିବୀ, ଦାରିଦ୍ରତା ମୁକ୍ତି ପାଇ ପାରିବେ । ଆଜି ଆମେ ଆପଣଙ୍କୁ ସେହି ଗଛ ବିଷୟରେ କହିବାକୁ ଯାଉଛୁ ଯାହା ଆପଣ ଆଗରୁ ଜାଣି ନ ଥିବେ ।ହିନ୍ଦୁ ଧର୍ମ ଅନୁଯାୟୀ ଏହି ଗଛକୁ ବହୁତ ପବିତ୍ର ମାନାଯାଏ । ତେବେ ସେହି ଗଛର ନାମ ହେଉଛି କଣ୍ଟକାରୀ ଗଛ । ଏହି ଗଛ ଏମିତି ଏକ ଗଛ ଯଦି ଏହାର ଅଲୌକିକ ଚମତ୍କାରୀ ଗୁଣ ବିଷୟରେ ଜାଣି ଦେଉଛନ୍ତି ତେବେ ମାନି ନିଅନ୍ତୁ ଜୀବନରେ କେବେ ବି କଷ୍ଟ ଦେଖିବାକୁ ମିଳିବ ନାହି ।

ଏହି ଗଛର ରଙ୍ଗ 2 ପ୍ରକାରର ହୋଇଥାଏ ଯଥା ବାଇଗଣି ଓ ଜାମୁ ଏବଂ ଧଳା ରଙ୍ଗ । ଯେଉଁ ଧଳା ରଙ୍ଗର କଣ୍ଟକାରୀ ଗଛ ହୋଇଥାଏ ତାହା ଆୟୁର୍ବେଦିକ, ଚମତ୍କାରୀ ହୋଇଥାଏ । ଧଳା କଣ୍ଟକାରୀ ଗଛ ଆଖପାଖରେ ଥିଲେ ତାହାକୁ ଧନର ସହ ରଖନ୍ତୁ ।

ଏହି ଗଛକୁ ପାଇଗଲେ ଆପଣଙ୍କ ଜୀବନରେ ବହୁତ କିଛି ଫାଇଦା ମିଳିଥାଏ । ଧଳା କଣ୍ଟକାରୀ ଗଛ ବିଷୟରେ ହିନ୍ଦୁ ପୁରାଣରେ ଲେଖାଯାଇଛି ଯେ ଏହି ଗଛ ସେହି ଠାରେ ଉଠିଥାଏ ଯେଉଁ ଠାରେ ଗୁପ୍ତ ଧନ ଥାଏ କିମ୍ବା ସୁନା, ଚାନ୍ଦି ଥାଏ । ଶ୍ମଶାନ ରେ ଯଦି ଧଳା କଣ୍ଟକାରୀ ଗଛ ଉଠିବାର ଦେଖିବେ ତେବେ ବିଶ୍ଵାସ କରନ୍ତୁ ସେଠାରେ କେଉଁଠି ନା କେଉଁଠି ଗୁପ୍ତ ଧନ ମିଳିବ ।

ଆଖପାଖରେ ଏହି ଗହ ଉଠିବାର ଦେଖନ୍ତି ତେବେ ସେଠାରେ ନିଶ୍ଚିନ୍ତ ଗୁପ୍ତ ଧନ ରତ୍ନ ମାଟି ତଳେ ଥିବ । ହିନ୍ଦୁ ପୁରାଣରେ ଏହି ସବୁ ନିୟମ ଅନୁଯାୟୀ ଧଳା କଣ୍ଟକାରୀ ଆପଣଙ୍କୁ ଦେଖିବାକୁ ମିଳିବ । ମା ଲକ୍ଷ୍ମୀଙ୍କର ଯଦି ଆଶୀର୍ବାଦ ପ୍ରାପ୍ତ ହେବାର ଆସି ତେବେ ଆପଣଙ୍କୁ ଏହି ଗଛ ଖୋଜିବାକୁ ହେବ । ଆପଣଙ୍କର ଦୁଖ ଦାରିଦ୍ରତା ଦୂର ହେବ ।

ସନ୍ଧ୍ୟା 7ଟା ପୂର୍ବରୁ ଓ 5ଟା ପରେ ଧଳା କଣ୍ଟକାରୀ ର ଫୁଲ ମା ଲକ୍ଷ୍ମୀଙ୍କୁ ଅର୍ପଣ କରିଲେ 11ଟି ଶୁକ୍ରବାର ତେବେ ମା ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ । ଧନ ଆସିବାର ମାର୍ଗ ଆସିଯିବ । ପଇସା ଆପଣଙ୍କ ପାଖକୁ ଚୁମ୍ବକ ଭଳି ଟାଣି ହୋଇ ଆସିବ । ଯଦି କେହି ଅଧିକ ଦିନରୁ ରୋଗରେ ପଡିଛନ୍ତି ତେବେ ଏହି ଗହ ନିଶ୍ଚୟ ଆଣନ୍ତୁ । ଦେଖିବେ ଜୀବନରୁ ସବୁ ଦୁଖ କଷ୍ଟ ଚାଲିଯିବ ।

Related Articles

Leave a Reply

Your email address will not be published. Required fields are marked *

Back to top button