ଦେଶ- ବିଦେଶ

ଶମୀ ଗଛ ପାଖରେ କେବେ ବି କରିବେ ନାହିଁ ଏହି 3 ଟି ଭୁଲ, ରାଗି ଯାଆନ୍ତି ଶନିଦେବ, ହୋଇଥାଏ ଅନର୍ଥ

ଆଜି ଆମେ ପୁଣି ଥରେ ନେଇ ଆସିଛୁ ଆପଣ ମାନଙ୍କ ପାଇଁ ଏକ ନୂତନ ଜ୍ଞାନବର୍ଦ୍ଧକ ବିଷୟ । ତେବେ ଆସନ୍ତୁ ଆରମ୍ଭ କରିବା । ବନ୍ଧୁଗଣ ସମସ୍ତେ ନିଜଘରେ କିଛି ନା କିଛି ଗଛ ଲଗାଇବାକୁ ନିଶ୍ଚୟ ପସନ୍ଦ କରିଥାନ୍ତି । ବାସ୍ତୁଶାସ୍ତ୍ର ଅନୁସାରେ କିଛି ଏପରି ଗଛ ମଧ୍ୟ ରହିଛି, ଯାହାକୁ ଘରେ ଲଗାଇବା ଦ୍ଵାରା ଘରେ ମାତା ଲକ୍ଷ୍ମୀ ଙ୍କର ଆଗମନ ହେବା ସହ ଘରର ସମସ୍ତ ବାସ୍ତୁ ଦୋଷ ମଧ୍ୟ ଖଣ୍ଡନ ହୋଇଥାଏ ।

 

ବନ୍ଧୁଗଣ ବାସ୍ତୁଶାସ୍ତ୍ର ଅନୁସାରେ ଯଦି ଘରେ ସମି ଗଛ ଲଗାଯାଇଥାଏ , ତେବେ ସେହି ଘରେ ପିଢୀ ପର ପିଢୀ ପର୍ଯ୍ୟନ୍ତ ମାତା ଲକ୍ଷ୍ମୀ ଙ୍କର ବାସ ଥାଏ । ଖୋଲି ଯାଇଥାଏ ସେହି ଘର ପାଇଁ ସବୁ ଦିଗରୁ ଧନର ମାର୍ଗ । ଏହାଛଡା ଯେଉଁ ଘରେ ସମି ଗଛ ଥାଏ, ସେହି ଘରେ ଶନି ଭଗବାନ ଙ୍କର ମଧ୍ୟ ବିଶେଷ କୃପା ବର୍ଷିଥାଏ ।

କାରଣ ଏହି ପବିତ୍ର ସମି ଗଛକୁ ଶନି ଭଗବାନ ଙ୍କର ଅତ୍ୟନ୍ତ ପ୍ରିୟ ଗଛ ବୋଲି ମଧ୍ୟ କୁହାଯାଇଥାଏ । କିନ୍ତୁ ବନ୍ଧୁଗଣ ଯଦି ଆପଣ ଘରେ ସମି ଗଛ ଲଗାଉଛନ୍ତି, ତେବେ କିଛି ବିଶେଷ କଥା ର ମଧ୍ୟ ଧ୍ୟାନ ଦେବା ଉଚିତ୍ । ନଚେତ ବନ୍ଧୁଗଣ ଭାଗ୍ୟରେ ସୁଖ ସ୍ଥାନରେ ଦୁଃଖ ମାଡି ଆସିଥାଏ ।

 

ଶନି ଭଗବାନ ଙ୍କର କୋପ କାରଣ ରୁ ଘରକୁ ମାଡି ଆସିଥାଏ ଦରିଦ୍ରତା । ତେଣୁ ବନ୍ଧୁଗଣ ଯଦି ଆପଣ ଘରେ ସମି ଗଛ ଲଗାଉଛନ୍ତି ତେବେ ଏହାର ବିଶେଷ ଯତ୍ନ ନିଅନ୍ତୁ । ପ୍ରଥମତଃ ଏହାକୁ କୌଣସି ସଫା ସ୍ଥାନରେ ଓ ସଫା ମାଟି ରେ ଲଗାଇବା ଉଚିତ । ତାହାସହ ଏହି ସମି ଗଛ ର ମୂଳରେ ଯଦି ନିୟମିତ ଭାବରେ ସୋରିଷ ତେଲ ର ଦୀପ ପ୍ରଜ୍ଵଳିତ କରିବା ଦ୍ଵାରା ଘରର ସମସ୍ତ ବାସ୍ତୁ ଦୋଷ ମଧ୍ୟ ଖଣ୍ଡନ ହୋଇ ଯାଇଥାଏ ।

ତାହା ଛଡା ଶତ୍ରୁ ଉପରେ ମଧ୍ୟ ବିଜୟ ପ୍ରାପ୍ତ କରି ହୋଇଥାଏ । ବନ୍ଧୁଗଣ ଯଦି ଆପଣ ଘରେ ଶନି ଗଛ ଲଗାନ୍ତି, ତେବେ ଘରର ସମସ୍ତ ନକାରାତ୍ମକ ଦୋଷ ମଧ୍ୟ ହ୍ରାସ ପାଇଥାଏ। ବନ୍ଧୁଗଣ ଆପଣ ଏହି ସମି ଗଛକୁ ନିଜ ଛାତ ଉପରେ କିମ୍ବା ବଗିଚାରରେ ମଧ୍ୟ ଲଗାଇ ପାରିବେ । ମାତ୍ର ଲଗାଇବା ସମୟରେ ଏତିକି ଧ୍ୟାନ ଦିଅନ୍ତୁ କି ଏହା ଯେପରି କୌଣସି ଅପରିଷ୍କାର ସ୍ଥାନରେ ନ ଲାଗେ ।

 

ବନ୍ଧୁଗଣ ଏହି ଗଛ ଘରେ ଲାଗାଇବା ଦ୍ଵାରା ଶନି ଭଗବାନ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି । ଯଦି ଆପଣ ଏହି ଗଛ ଲଗାଇ ଏହାର ବିଶେଷ ଯତ୍ନ ନେଉଛନ୍ତି, ତେବେ ଶନି ଭଗବାନ ଙ୍କ କୃପାରୁ ଆପଣ ରାତା ରାତି ନିଜ ହାତରେ ନିଜ ଭାଗ୍ୟ ର ଦ୍ଵାର ମଧ୍ୟ ଖୋଲି ପାରିବେ । କିନ୍ତୁ ବନ୍ଧୁଗଣ ଯଦି ଆପଣ କିଛି ଭୁଲ କରନ୍ତି, ତେବେ ଆପଣଙ୍କୁ ଶନି ଭଗବାନ ଙ୍କର ଭୟଙ୍କର କ୍ରୋଧ ର ସମୁଖୀନ ମଧ୍ୟ ହେବାକୁ ପଡିଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button