ଦେଶ- ବିଦେଶ

– ୩ ଦିନ ଖାଆନ୍ତୁ, ୯୦ ବର୍ଷ ପର୍ଯ୍ୟନ୍ତ Calcium ର ଅଭାବ ହେବ ନାହିଁ, ଆଣ୍ଠୁ ଗଣ୍ଠି ସମସ୍ୟା ସବୁଦିନ ପାଇଁ ଗାୟବ ହେଇଯିବ

। ସୂଚନା ଅନୁସାରେ ମନୁଷ୍ୟ ଶରୀର ଅନେକ ତତ୍ଵକୁ ନେଇ ଗଠିତ ହୋଇଥାଏ । ଆମେ ବିଭିନ୍ନ ପ୍ରକାର ଖାଦ୍ୟର ସେବନ ଦ୍ଵାରା ଆମ ଶରୀରର ସମସ୍ତ ଅଭାବ ପୂରଣ କରିଥାଉ । ଯାହା ଦ୍ଵାରା ଆମ ଶରୀରରେ କୌଣସି ରୋଗ ପରିଲକ୍ଷିତ ହୋଇନଥାଏ । ଯଦି ଆପଣଙ୍କ ଶରୀରରେ କିଛି ଭିଟାମିନର ଅଭାବ ରହୁଛି । ତେବେ ଆପଣଙ୍କୁ କିଛି ନା କିଛି ସମସ୍ଯାର ଶିକାର ହେବା ପାଇଁ ପଡିଥାଏ । ଯେପରି ଆପଣଙ୍କର ଶରୀରରେ କ୍ୟାଲସିୟମର ଅଭାବ ହେଲେ ।

 

ଆପଣଙ୍କର ଆଣ୍ଠୁଗଣ୍ଠି ଜନିତ ସମସ୍ଯା ବାହାରି ଥାଏ । ଆଜି ଆପଣ ଏକ ରେମିଡି ବିଷୟରେ ଜାଣିବାକୁ ପାଇବେ । ଯାହାର ବ୍ୟବହାର ଦ୍ଵାରା ଆପଣ ଆଣ୍ଠୁଗଣ୍ଠି ସମସ୍ୟାରୁ ମୁକ୍ତି ପାଇପାରିବେ । ଆପଣ ଗ୍ଯାସରେ କଢେଇ ବସାଇ ସେଥିରେ କିଛି ଦେଶୀ ଗାଇଘିଅ ପକାନ୍ତୁ । ତାପରେ ସେଥିରେ କିଛି ପୋସ୍ତକ ପକାଇ ତାକୁ କିଛି ସମୟ ଭାଜିଦିଅନ୍ତୁ । ପୋସ୍ତକ କିଛି ସମୟ ଭାଜି ସାରିଲା ପରେ ସେଥିରେ ଏକ ଗ୍ଳାସ କିମ୍ବା ଆପଣ ଯେତିକି କ୍ଷୀର ପିଇପାରିବେ ।

ସେତିକି କ୍ଷୀର ମିଶାନ୍ତୁ । କ୍ଷୀର ଗରମ ହୋଇସାରିଲା ପରେ ସେଥିରେ ଏକ ମୁଠା ପଦ୍ମ ମଞ୍ଜି ପକାନ୍ତୁ । ତାପରେ ସେଥିରେ ମିଶ୍ରୀ ମିଶାନ୍ତୁ । ଯଦି ଆପଣଙ୍କର ଡାଇବେଟିସ ଭଳି ସମସ୍ଯା ଥାଏ।   ଆପଣ ମିଶ୍ରୀ ମିଶାଇବେ ନାହିଁ ।  ଯେଉଁମାନଙ୍କ ଅଣ୍ଟାରେ ଯନ୍ତ୍ରଣା ହେଉଥାଏ । ସେମାନଙ୍କ ହାଡ ଯଦି ଦୁର୍ବଳ ଥାଏ । ଗଣ୍ଠିରେ ସମସ୍ଯା ଦେଖାଯାଉଥିବ । ତେବେ ଏହି ସବୁ ସମସ୍ୟାର ସମାଧାନ ଏହି ପଦ୍ମ ମଞ୍ଜି ଦ୍ଵାରା ହୋଇଥାଏ ।

 

ପୋସ୍ତକ ମଧ୍ୟ ଆମ ଶରୀରକୁ ମଜଭୁତ ବନେଇ ଦେଇଥାଏ । ଉଭୟ ମିଶି ଆମ ଶରୀରର ଅନେକ ରୋଗକୁ ଦୂର କରିଥାନ୍ତି । ଏହାକୁ ସେବନ କରିବା ଦ୍ଵାରା ବ୍ଲଡ୍ ପ୍ରେସର ନିୟନ୍ତ୍ରଣରେ ରହିଥାଏ । ଶରୀରର ଥକାପଣ ଦୂର ହୋଇଥାଏ । ଡାଇବେଟିସ ମଧ୍ୟ କଣ୍ଟ୍ରୋଲ ହୋଇଥାଏ । ଲୋକମାନେ ସ୍ଟ୍ରେସ ଫ୍ରୀ ହୋଇଯାଇଥାନ୍ତି । ଧିମା ଆଞ୍ଚରେ ୧୦ ମିନିଟ ପର୍ଯ୍ୟନ୍ତ ଏହାକୁ ଫୁଟାନ୍ତୁ ।

କାରଣ ସେଥିରେ ପଡିଥିବା ସମସ୍ତ ସାମଗ୍ରୀର ପୋଷକ ତତ୍ଵ ଯେପରି କ୍ଷୀର ମଧ୍ୟକୁ ଚାଲିଆସିବ । ଫୁଟେଇ ସାରିଲା ପରେ ଏହାକୁ ଅନ୍ୟ ଏକ ପାତ୍ରକୁ କାଢି ଆଣନ୍ତୁ । ଆପଣଙ୍କ ଚମତ୍କାରୀ ଉପଚାର ପ୍ରସ୍ତୁତ ହୋଇଗଲା । ଏହାର ସେବନ ଆପଣ ଦୁଇଟି ଉପାୟରେ କରିପାରିବେ । ସକାଳୁ ଖାଲି ପେଟରେ ଏହି ପ୍ରସ୍ତୁତ କରିଥିବା ସାମଗ୍ରୀର ସେବନ କରିପାରିବେ ।

 

ନଚେତ ଯଦି ଆପଣ ଚାହିଁବେ ତେବେ ରାତିରେ ଶୋଇବା ପୂର୍ବରୁ ମାନେ ଖାଇବାର ଏକ ଘଣ୍ଟା ପରେ ମଧ୍ୟ ଏହାକୁ ସେବନ କରି ଶୋଇବେ ।ପ୍ରଥମେ ଏହାକୁ ଆପଣ ସପ୍ତାହରେ କେବଳ ଦୁଇ ଦିନ  ସେବନ କରନ୍ତୁ । ତାପରେ ଧୀରେ ଧୀରେ କରି ଆପଣ ପ୍ରତିଦିନ ସେବନ କରିପାରିବେ ।କିଛି ଦିନ ଏହାକୁ ସେବନ କରିବା ଦ୍ଵାରା ଆପଣଙ୍କ ଶରୀରରେ ଅନେକ ପ୍ରକାର ଫାଇଦା ଦେଖିବାକୁ ମିଳିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button