ରାଜ୍ୟ

‘ସୁଭଦ୍ରା’ ଯୋଜନା: ଆଧାର ଅପଡେଟ୍ ପାଇଁ ଅସମ୍ଭାଳ ଭିଡ଼

ସୁଭଦ୍ରାକୁ ନେଇ ଲୋକଙ୍କ ମନରେ ହଜାରେ ପ୍ରଶ୍ନ । ଆଧାର ଅପଡେଟ ପାଇଁ ନାକେଦମ ହେଲେଣି ଲୋକେ, ରାଜ୍ୟ ବାହାରେ ରହୁଥିବା ଓଡିଆ ମହିଳା କେମିତି କରିବେ ଆବେଦନ ? ଯେକୌଣସି ଜାଗାରେ ଥାଇ ଆବେଦନ କରି ହେବ ନା ଠିକଣା ଜାଗାଜୁ ଯିବାକୁ ହେବ ? ଦେଖନ୍ତୁ ପୂରା ରିପୋର୍ଟ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button