ଦେଶ- ବିଦେଶ

କେଶ ଝଡିବା ପୁରା ପୁରି ବନ୍ଦ ହୋଇଯିବ ! ଉଭୟ ପୁଷ ଓ ମହିଳା ଙ୍କ ପାଇଁ…ଜାଣନ୍ତୁ କଣ କରିବେ ?

। ଆଜି ଆମେ ପୁଣି ଥରେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ କିଛି ଏପରି ଅନୁଚିନ୍ତା, ଯାହାଜାଣି ଆପଣ ପାଳନ କଲେ ଆପଣ ଜୀବନରେ ବହୁ ବ୍ୟାଧି ସମସ୍ଯା ରୁ ମୁକ୍ତ ହୋଇ ପାରିବେ । ବନ୍ଧୁଗଣ ଯଦି ଆପଣଙ୍କ ଘରେ କିମ୍ବା ଘର ପାଖରେ କୌଣସି ସ୍ଥାନରେ ମହୁଫେଣା ହୋଇଥିବାର ଦେଖୁଛନ୍ତି, ତେବେ ବନ୍ଧୁଗଣ ଏହାକୁ ଭାଙ୍ଗନ୍ତୁ ନାହିଁ । କାରଣ ଏହା ହେବ ଏକ ଅତ୍ୟନ୍ତ ଶୁଭ ହୋଇଥାଏ ।

 

ଯଦି ପିଲା ମାନଙ୍କୁ ସବୁବେଳେ ଥଣ୍ଡା ଲାଗି ରହୁଛି, ତେବେ ତୁଳସୀ ରସ ଓ ମହୁ ମିଶାଇ ଏକ ଚାମଚ କରି ପିଲାଙ୍କୁ ଖୁଆଇବା ଦ୍ଵାରା ପିଲାଙ୍କର ଥଣ୍ଡା ମୂଳରୁ ଶେଷ ହୋଇ ଯାଇଥାଏ । ବନ୍ଧୁଗଣ ଘରର ମୁଖ୍ୟ ଦ୍ଵାର ରେ ଜୋତା ଷ୍ଟାଣ୍ଡ ରଖିବା ଦ୍ଵାରା ଘରେ ଲକ୍ଷ୍ମୀ ଙ୍କର ଆଗମନ ବନ୍ଦ ହୋଇ ଯାଇଥାଏ ।

ଆଜିକାଲି ପ୍ରାୟତଃ ସମସ୍ତ ଙ୍କର କେଶ ଝଡିବା ବା ଉପୁଡିବା ଭଳି ସମସ୍ଯା ଦେଖା ଦେଇଥାଏ । ତେବେ ବନ୍ଧୁଗଣ ଆପଣ ରାତିରେ କିଛି ଲୁଣ କୁ ଗୁଣ୍ଡ କରି ରାତିରେ ଶୋଇବା ସମୟରେ ମୁଣ୍ଡରେ ଲଗାଇବା ଦ୍ଵାରା କେଶ ଝଡିବା ବନ୍ଦ ହୋଇଯାଇଥାଏ । ଏହାଛଡା ଧୂଧୁରା ଗଛର କ୍ଷୀର କୁ ଆଣି ରାତିରେ ଶୋଇବା ପୂର୍ବରୁ କେଶ ମୂଳରେ ଭଲ ଭାବରେ ଲାଗି ଶୋଇବା ଦ୍ଵାର ମଧ୍ୟ କେଶ ଝଡିବା ବନ୍ଦ ହୋଇ ଯାଇଥାଏ ।

 

ବନ୍ଧୁଗଣ ଅନୁଭୂତି ଯୋଗମାଳା ବହି ରେ ସ୍ପଷ୍ଟ ବର୍ଣ୍ଣିତ ହୋଇ ଅଛି । ଯଦି ଆପଣ କେବେ ଆକାଶ ରେ ଇନ୍ଦ୍ରଧନୁ ପଡିବାର ଦେଖୁଛନ୍ତି, ତେବେ ମନେ ରଖନ୍ତୁ, ବନ୍ଧୁଗଣ ଏହା ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ । କିନ୍ତୁ କେବେ ଏହାକୁ କାହା ଆଗରେ ପରିପ୍ରକାଶ କରିବା ଉଚିତ ହୋଇ ନ ଥାଏ । ବା କାହାକୁ ଡାକି କରି ଦେଖାଇବା ମଧ୍ୟ ଠିକ ହୋଇ ନଥାଏ ।

ଯେଉଁ ଛୋଟ ପିଲା ମାନେ ରାତିରେ ଶୋଇବା ସମୟରେ ଚମକି ପଡନ୍ତି, ସେମାନଙ୍କ ଗୋଡରେ ଯଦି ଘୋଡା ଲାଞ୍ଜରୁ କିଛି ବାଳ ନେଇ ବାନ୍ଧି ଦିଆଯାଏ ତେବେ ସେହି ପିଲା ମାନେ ଆଉ ଶୋଇଲାବେଳେ ଚମକି ନଥାନ୍ତି । ଏହାସହ ସେମାନକୁ କୌଣସି କୁ ଦ୍ରୁଷ୍ଟି ମଧ୍ୟ ଲାଗି ନଥାଏ । କିଛି ଗାଈ ଜନ୍ମ କଲା ପରେ ତାର ବାଛୁରି ତତକ୍ଷଣାତ ମରି ଯାଇଥାଏ । ବନ୍ଧୁଗଣ ସେହି ଗାଈର କ୍ଷୀର କୁ ଛୋଟ ପିଲାଙ୍କୁ ଦେବା ଠିକ ହୋଇନଥାଏ । ବା ଠାକୁର ପୂଜା ରେ ମଧ୍ୟ ଲାଗିବା ଠିକ ହୋଇ ନ ଥାଏ । ଏହା ଅଶୁଭ ହୋଇଥାଏ ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button