ଦେଶ- ବିଦେଶ

ଏପରି ଦାନ୍ତ ଥିବା ଲୋକ ହୋଇଥାନ୍ତି ସବୁଠୁ ଅଧିକ Lucky ! କଣ ସେହି ଭାଗ୍ୟଶାଳୀ ଲୋକ ଆପଣ ତ ନୁହଁନ୍ତି…

ଭାଗ୍ୟଶାଳୀ ହେବାର ଅନେକ ଚିହ୍ନ ବା ଗୁଣ ମଣିଷ ମାନକ ମଧ୍ୟ ଦେଖିବାକୁ ମିଳିଥାଏ । ସେଗୁଡିକ ମଧ୍ୟ ରୁ ଏକ ହେଉଛି ଦାନ୍ତ । ଅନେକ ଲୋକ ଏପରି କହିଥାନ୍ତି, ଯେଉଁ ବ୍ୟକ୍ତି ମାନଙ୍କର ଦାନ୍ତ ଟିକେ ତେଡା ମେଡା ହୋଇଥାଏ, ସେମାନେ ଖୁବ ଭାଗ୍ୟଶାଳୀ ହୋଇଥାନ୍ତି । ସେହି ବ୍ୟକ୍ତି ମାନଙ୍କର ଭାଗ୍ୟ ସେମାନଙ୍କୁ ସେମାନଙ୍କର ପ୍ରତ୍ଯେକ କାମରେ ସମର୍ଥନ କରିଥାନ୍ତି । ଅନ୍ୟ ମାନଙ୍କ ଅପେକ୍ଷା ସେହି ବ୍ୟକ୍ତି ମାନଙ୍କୁ ସେମାନଙ୍କର ଜୀବନ ରେ ଅତି ସହଜ ରେ ସଫଳତା ମିଳିଯାଇଥାଏ ।

 

ବନ୍ଧୁଗଣ ସାମୁଦ୍ରିକ ଶାସ୍ତ୍ର ଏକ ଏପରି ଶାସ୍ତ୍ର ଯେଉଁଥିରେ କି ବ୍ୟକ୍ତି ର ପ୍ରତ୍ଯେକ ପ୍ରତ୍ଯେକ ଅଙ୍ଗ ପ୍ରତ୍ଯେଙ୍ଗ ବିଷୟ ରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି । ବ୍ୟକ୍ତି ଟିର ଶରୀରର କେଉଁ ଅଙ୍ଗ କିପରି ହେଲେ ତାହର ଚରିତ୍ର, ସ୍ଵଭାବ ଓ ଲକ୍ଷଣ କିପରି ହେବ ସେ ସବୁ ଅତି ସୁନ୍ଦର ଭାବରେ ବିସ୍ତାର ରୂପରେ ବର୍ଣ୍ଣନା କରାଯାଇଛି ।

ସବୁ ମଣିଷ ମାନଙ୍କର ଦାନ୍ତ ଏକ ସମାନର ହୋଇ ନଥାଏ । କିଛି ଲୋକ ମାନଙ୍କର ଦାନ୍ତ ସବୁ ସମାନ ହୋଇଥିବା ବେଳେ କିଛି ଲୋକ ମାନଙ୍କର ଦାନ୍ତ ଗୁଡିକ ସବୁ ଟେଡମେଡା ହୋଇଥାଏ । କିଛି ଲୋକ ଙ୍କର ଦାନ୍ତ ଗୁଡିକ ଉପର ଆଡକୁ ଉଠି ଯାଇଥିବା ସମୟ ରେ କିଛି ଲୋକ ଙ୍କର ଦାନ୍ତ କିଛି ଦାନ୍ତ ତଳେ ପଛକୁ ହୋଇ ଲୁଚି ଯାଇଥାଏ ।

 

ବନ୍ଧୁଗଣ ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ଲୋକ ମାନଙ୍କର ଦାନ୍ତ ଗୁଡିକ ସୁନ୍ଦର ଓ ସମାନ ହୋଇଥାଏ, ସେହି ବ୍ୟକ୍ତି ମାନେ ବାସ୍ତବରେ ଖୁବ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ବ୍ୟକ୍ତି ମାନଏନକେ ଜୀବନରେ କେବେ ହେଲେ ଏମାନଙ୍କୁ ଆର୍ଥିକ ପରିସ୍ଥିତି ର ସମ୍ମୁଖୀନ ହେବାକୁ ପଡି ନଥାଏ ।

ଏହି ମାନଙ୍କୁ ଏମାନଙ୍କ ଜୀବନରେ ସବୁ ପ୍ରକାରର ଭୌତିକ ସୁଖ ପ୍ରାପ୍ତ ହୋଇ ପାରେ । ଯେଉଁ ବ୍ୟକ୍ତି ମାନଙ୍କର ଦାନ୍ତ ତେଡା ମେଢା ହୋଇଥାଏ, ସେହି ବ୍ୟକ୍ତି ମାନଙ୍କର ସ୍ଵଭାବ କିଛି ଏପରି ହୋଇଥାଏ କି ଯେଉଁ ସ୍ଥାନରେ ସିଧା ଓ ସୁନ୍ଦର ଦାନ୍ତ ଥିବା ଲୋକ ମାନେ ନିଜର ପ୍ରତ୍ଯେକ କାମ କୁ ଖୁବ ସରଳତମ ଭାବରେ ଅନ୍ୟ ଆଗରେ ପରି ପ୍ରକାଶ କରିଥାନ୍ତି,

 

ସେହି ସ୍ଥାନରେ ତେଡା ମେଡା ଦାନ୍ତ ଥିବା ଲୋକ ମାନେ କାହା ଆଗରେ ନିଜକୁ ପ୍ରକାଶ କରିବାକୁ ଭଲ ପାଇ ନଥାନ୍ତି । ଏମାନେ ବେଳେବେଳେ ମିଛ ର ମଧ୍ୟ ସହାୟତା ନେଇଥାନ୍ତି । କାରଣ ଏମାନେ ଅନ୍ୟ ଆଗରେ ନିଜକୁ ସବୁବେଳେ ଲୁଚାଇବାକୁ ଚେଷ୍ଟା କରିଥାନ୍ତି । ଏହି ମାନେ ସବୁବେଳେ ନିଜ କୁ ଅନ୍ୟ କୁ ନୀଚା ଦେଖାଇ ନିଜକୁ ଶ୍ରେଷ୍ଠ କରିବା ପାଇଁ ଇଛା କରିଥାନ୍ତି ।

ଯେଉଁ ବ୍ୟକ୍ତି ମାନଙ୍କର ଦାନ୍ତ ଉପରେ ଆଉ ଏକ ଦାନ୍ତ ଚଢି ଯାଇଥାଏ, ସେମାନେ ନିଜ କଥାରେ ଖୁବ ଶୀଘ୍ର ଅନ୍ୟକୁ ପ୍ରଭାବିତ କରି ଦେଇଥାନ୍ତି । ଏମାନେ ଖୁବ ସାହସୀ ସ୍ଵଭାବ ର ମଧ୍ୟ ହୋଇଥାନ୍ତି । ଏମାନେ ଯାହା କହନ୍ତି ତାହା କରି ଦେଖାଇଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button