ଦେଶ- ବିଦେଶ

ବିପୁଳ ପରିମାଣର ସୁନା ଓ ରୂପା ଜବତ ପ୍ରସଙ୍ଗରେ ତେଜିଲା ରାଜନୀତି

ଟ୍ବିଟରରେ ବ୍ରେକିଂ ଦେଲେ ଖବର କାଗଜ ସଂପାଦକ, ହେଲେ ଖବର କାଗଜରେ ଖବର ମିଳୁନି । ତଥାଗତଙ୍କ କାନ୍ଧରେ ବନ୍ଧୁକ ଫୁଟାଇଲା ବିଜେଡି, ସୁଲତା କହିଲେ କଣ୍ଠେ ସରସ୍ବତୀ । ବିଜେଡି ନେତା ଏବଂ ସୋଶାଲ ମିଡିଆରେ ଏବେ ତଥାଗତଙ୍କ ଟ୍ବିଟକୁ ନେଇ ଅନେକ ନ୍ୟୁଜ । ବିମାନ ବନ୍ଦରରୁ ଜବତ ହୋଇଥିବା ସୁନା ଓ ରୁପାର ରତ୍ନଭଣ୍ଡାର ଲିଙ୍କ। ସୁଲତା କହିଲେ, ପ୍ରଭୁଙ୍କୁ କୋଟି ଦଣ୍ଡବତ ତଥାଗତଙ୍କ କଣ୍ଠରେ ସରସ୍ବତୀ ରୂପେ ବିଜେ ହୋଇଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button