ଅଣ୍ଡା ଖାଇବା ପରେ ଭୁଲରେ ବି ଖାଇବେନି ଏହି 2 ଟି ଜିନିଷ, ନଚେତ ଡାକ୍ତର ବି କିଛି କରି ପାରିବେନି…

ଶରୀର ହେଉଛି ମଣିଷର ମୂଲ୍ୟବାନ ଅଟେ । ଶରୀର ଆରୋଗ୍ୟ ରହିବା ପାଈଁ ବ୍ୟକ୍ତି ପ୍ରଚେଷ୍ଟା କରିଥାଏ । ଜଗତରେ ଏଭଳି ମଣିଷ ନାହି । ଯିଏ ନିଜ ଶରୀର ପାଈଁ ଚିନ୍ତିତ ନୁହେ । ଯଦି ନିଜ ଶରୀର ପ୍ରତି ଥାଏ ପ୍ରେମ ତେବେ କେବେ ବି ଖାଆନ୍ତୁନି ଏ ଜିନିଷ ଗୁଡାକୁ। ସାଧାରଣ ଭାବରେ ଲୋକମାନେ ଡାୟେଟ ବିଷୟରେ ଭାବନ୍ତି। ମାତ୍ର କାହା ସହିତ କ’ଣ ଖାଇବାର ଅଛି । ତାହା ଜାଣି ନ ଥାଆନ୍ତି ଫଳ ,ଦହି ଓ ସାଲଟ ,ଦୁଧ, ସୁସ୍ଥ ଖାଦ୍ୟ ହେଇଥାଏ ।
ମାତ୍ର ପୋଷଣ ତେବେ ହି ମିଳେ । ଯେବେ ଏହାକୁ ଠିକ ଭାବରେ ନେଇଥାଉ । ଆମେ ବେଳେବେଳେ ବହୁତ ସାରା ପୌଷ୍ଟିକ ଖାଇବା ଖାଇଥାଉ ।ମାତ୍ର କିଛି ଜିନିଷକୁ ଏକା ସହିତ ଖାଇବା ଦ୍ଵାରା ଆମ ଶରୀରକୁ ଭଲ ବଦଳରେ ନଷ୍ଟ ହୋଇଥାଏ । ତେଣୁ କରି ଏହା ପ୍ରତି କିଛି ନିୟମାନୁସାରେ ନେବା ଉଚିତ ।ଆୟୁର୍ବେଦରେ ସମପରିମାଣ ଖାଇବା ପ୍ରତି ଧ୍ୟାନ ଦିଆଯାଇଥାଏ । ଆୟୁର୍ବେଦର ଅନୁସାରେ ଆଲଗା ଜାତୀୟ ଖାଦ୍ୟକୁ ଏକା ସହିତ ନେବାକୁ ମନା କରାଯାଇଥାଏ
। ଏହାକୁ କୋଣସି ଗରମ ଜିନିଷ ସହିତ ଖାଇବା ଠିକ ନୁହେ । ମାଛର ତାପ ଅଧିକ ଥାଏ । ତେଣୁ ମାଛ ଖାଇବା ପରେ ଦହି ଖାଇବା ଉଚିତ ନୁହେଁ । ଏହା ଛଡା ପୁରୀ ସହିତ ମଧ୍ୟ ଦହି ଖାଇବା କଥା ନୁହେଁ । ଏହା ଦ୍ଵାରା ଆମର ଖାଦ୍ୟ ପାଚିବାରେ କଷ୍ଟକର ହୋଇଥାଏ । ଏହା ଦ୍ଵାରା ଓଜନ ବଡି ଥାଏ ।
ଶରୀରର ପେଟ ଅଂଶ ବଡିଥାଏ ।ଦହି ସହ ଖଜୁର ଓ ଚିକେନ ଖାଇବା ହାନିକାରକ ଅଟେ । ଏବେ ଦେଖିବା ଦୁଧ ସହିତ କଣ ଖାଇବା କଥା ନୁହେଁ । ଏହା ସହିତ ତେଲ ଜାତୀୟ ଯଥା ବରା ,ଛୋଣା ଯାଇଥିବା ଖାଇବା ଦ୍ଵାରା ଶରୀରରେ ଖରାପ ପ୍ରଭାବ ପଡିଥାଏ । ଦୁଧ ସହିତ ଲୁଣିଆ ଖାଦ୍ୟ ଖାଇବା ଉଚିତ ନୁହେଁ । ଦୁଧ ସହିତ ଲୁଣ ମିଶିବ ଦ୍ଵାରା ପ୍ରୋଟିନମିଲ୍କ ଜମିଯାଇଥାଏ .
ଏହା ଦ୍ଵାରା ପୋଷକ ଅଭାବ ହେଇଥାଏ । ଦୁଧ ସହିତ ଫଳ ଖାଇବା କଥା ନୁହେ । ଏହା ଖାଇବା ଦ୍ଵାରା ଦୁଧ ଫଳର କଲସିୟମ କୁ ଶୋଷିନେଇଥାଏ । ଫଳର ପ୍ରୋଟିନ ଶରୀରରକୁ ମିଳିନଥାଏ। ଅଣ୍ଡା ଖାଇବା ପରେ ଦୁଧ ପିଇବାରୁ ବଞ୍ଚିବା କଥା ଅଟେ । ଅସବୁ ଜିନିଷ ପ୍ରତି ଧ୍ୟାନ ଦେବା ଉଚିତ ।