ଦେଶ- ବିଦେଶ

ରାତି 12 ରେ ଶୋଉଥିବା ଲୋକ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ…ପୁରା ଜୀବନ ବଦଳିଯିବ

, ମୁ ଆଜି ଆପଣମାନଙ୍କୁ ବିଳମ୍ବ ରେ ଶୋଇବା ଦ୍ଵାରା କ’ଣ କ୍ଷତି ଘଟି ଥାଏ ଏହା ବିଷୟରେ କହିବି । ଆଜି କାଲି ପ୍ରାୟତ ସମସ୍ତ ଲୋକ ରାତିରେ ବିଳମ୍ବ କରି ଶୋଇଥାନ୍ତି । ସାନ ରୁ ନେଇ ବଡ ଲୋକ ସହିତ ଲେଟ୍ ନାଇଟ୍ ଶୋଇଥାନ୍ତି ଏହା ସମସ୍ତଙ୍କ ପାଇଁ ବହୁତ ସାମାନ୍ୟ ବିଷୟ ହୋଇଗଲାଣି । ରାତିରେ ଯେଉଁମାନେ ୧୨ଟା ପରେ ଶୋଇଥାନ୍ତି ସେମାନେ ସକାଳେ ଲେଟ୍ ରେ ଉଠିଥାନ୍ତି , ସେମାନଙ୍କୁ ସମସ୍ତେ ଅଳସୁଆ ପ୍ରକୃତି ଲୋକ ବୋଲି କହିଥାଉ ।

 

କିନ୍ତୁ ସେମାନେ ଏହା ଜାଣିନଥାନ୍ତି କି ଏହାର ପ୍ରଭାବ ତାଙ୍କ କାମ କ୍ଷେତ୍ର ଉପରେ ପଡିଥାଏ । ସକାଳେ ଶୀଗ୍ର ଉଠିବା ଏକ ଭଲ ଅଭ୍ୟାସ ଅଟେ , ତା ‘ ସହିତ ରାତିରେ ଶୀଗ୍ର ଶୋଇବା ମଧ୍ୟ ଏକ ଭଲ ଗୁଣ ହୋଇଥାଏ । ଏହା ଆମ ପରମ୍ପରା ମଧ୍ୟ କହିଥାଏ । କିନ୍ତୁ ବିଜ୍ଞାନ କହିଥାଏ ଯେ ଶୀଗ୍ର ଶୋଇଥିବା ବ୍ୟକ୍ତି ତୁଳନାରେ ଲେଟ୍ ଶୋଇଥିବା ବ୍ୟକ୍ତିର ବୌଦ୍ଧିକ ଜ୍ଞାନ ଅଧିକ ହୋଇଥାଏ ।

ବହୁତ ବିଶେଷଜ୍ଞ ମାନଙ୍କ ପରୀକ୍ଷାରେ ଦ୍ଵାରା ଏହା କୁହାଯାଏ । ଯେ ଶୀଗ୍ର ଶୋଇ ଶୀଗ୍ର ଉଠୁଥିବା ବ୍ୟକ୍ତି ଆଶାବାଦୀ ହୋଇଥାନ୍ତି । ଏମାନେ ସୂର୍ଯ୍ୟଙ୍କ କିରଣ ଦ୍ଵାରା ବହୁତ ସକ୍ରିୟ ରୁହନ୍ତି ।ଆଉ ଏହି ଅଭ୍ୟାସ ଇଛା ଶକ୍ତି କୁ ବଢାଇ ଥାଏ । ଏହା ଛଡା କୋଣସି ପ୍ରକାର କଠିନ ପରିସ୍ଥିର ସମାଧାନ ବହୁତ ସହଜରେ ନେଇଥାନ୍ତି । ତେଣୁ ଶୀଗ୍ର ଶୋଇ ଶୀଗ୍ର ଉଠିବା କେଉଁ କ୍ଷେତ୍ର ରୁ ମଧ୍ୟ ଭୁଲ ହୋଇନଥାଏ ଏହା ଏକ ଉତ୍ତମ ଅଭ୍ୟାସ ଅଟେ ।

 

କିନ୍ତୁ ଆମେ କହିବାର ଉଦେଶ୍ୟ ଏହା ନୁହେଁ କି ଲେଟ୍ ରେ ଶୁଅନ୍ତୁ । ମାତ୍ର ନିଜର ରୁଟିନ୍ ଅନୁସାରେ ଶୁଅନ୍ତୁ । ଏହି ସବୁ ବିଷୟ ଗୁଡିକ ଶୀଗ୍ର ଶୋଇ ଶୀଗ୍ର ଉଠୁଥିବା ଲୋକ ପାଇଁ । କିନ୍ତୁ ଯଦି ଆମେ ଲେଟ୍ ରେ ଶୋଇଥିବା ବ୍ୟକ୍ତି ବିଷୟରେ ଆଲୋଚନା କରିବା । ତେବେ ସେମାନେ ବହୁତ ରାତି ଯାଏ କାମ କରି ଲେଟ୍ ରେ ଶୋଇଥାନ୍ତି । ଦୁନିଆରେ କୋଣସି କାମ ସେ ଠିକ୍ ସମୟରେ କରିପାରନ୍ତି ନାହିଁ । କାରଣ ସେମାନେ ଲେଟ୍ ରେ ଶୋଇ ଲେଟ୍ ରେ ଉଠିଥାନ୍ତି । ତେଣୁ ସେମାନେ କୋଣସି କାମ ପ୍ରତି ଧ୍ୟାନ ସହକାରେ କରିପାରନ୍ତି ନାହି ।

 

କିନ୍ତୁ ଅନେକ ବିଶେଷ୍ୟକ ମାନଙ୍କ ରିସର୍ଚ ରେ ଏହା ଜଣାଯାଇଛି ଯେ ଲେଟ୍ ରେ ଶୋଇଥିବା ବ୍ୟକ୍ତିର ଚିନ୍ତାର ହୋରମୋନ ମାତ୍ରା ବଢିବାକୁ ଲାଗିଥାଏ । ଏମାନେ କୋଣସି ସମସ୍ୟା ଆସିବା ପୂର୍ବରୁ ସଚେତନ ହୋଇଥାନ୍ତି । ଏମାନେ ନୂତନ ଚିନ୍ତା ଧାରା ବ୍ୟକ୍ତି ହୋଇଥାନ୍ତି । ଏମାନେ ଯେ କୋଣସି କାମ ପ୍ରତି ଆଗରୁ ପ୍ରସ୍ତୁତ ହୋଇଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button