ସିଜରିୟନ ଡେଲିବରୀ ର 5 ଟି କ୍ଷତି ଶୁଣିଲେ ଆପଣ ବି ସିଜରିୟନ କରିବାକୁ ଡରିବେ

ନାରୀର ବିବାହ ପରେ ସନ୍ତାନ ପ୍ରାପ୍ତି ହେଉଛି ଏକ ବରଦାନ । ଏହି ଦୁନିଆରେ କେବଳ ନାରୀ ହିଁ ସନ୍ତାନ କୁ ଜନ୍ମ କରି ବଂଶକୁ ଆଗକୁ ନେଇକି ଯିବାର କର୍ତ୍ତବ୍ୟ କୁ ନିବାଇଥାନ୍ତି । କିନ୍ତୁ ଯେବେ ଜଣେ ନାରୀ ଗର୍ଭ ଧାରଣ କରିଥାଏ ତେବେ ସେ ପୂର୍ବରୁ ଜାଣିଥାଏ ଯେ ସନ୍ତାନ ଟିକୁ ପ୍ରସବ କରିବା ସମୟରେ ଯନ୍ତ୍ରଣା ଭୋଗିବାକୁ ପଡିଥାଏ ବୋଲି । ସାଧାରଣ ଭାବରେ ଗର୍ଭବତୀ ମହିଳାମାନଙ୍କ ପାଇଁ ଦୁଇ ପ୍ରକାର ଉପାୟରେ ପ୍ରସବ କରିଥାନ୍ତି ।
ଗୋଟାଏ ହେଉଛି ଯନ୍ତ୍ରଣା ସହି ଯାହାକୁ ଆମେ ନର୍ମାଲ ଡେଲିବରୀ କହିଥାଉ ଏବଂ ଆଉ ଗୋଟେ ହେଉଛି ସିଜେରିନ ଡେଲିବରୀ । ପ୍ରଥମ ନର୍ମାଲ ଡେଲିବରୀ ହେଉଛି ଇଶ୍ଵରଙ୍କ ଦ୍ଵାରା ନାରୀ କୁ ଦିଆଯାଇଥିବା ପ୍ରସବ । କିନ୍ତୁ ଆଜି କଲି ଆମେ ଯଦି ମେଡିକାଲ ଅନୁସାରେ ରିସର୍ଚ କରିବା ତେବେ ଆମେ ଏହା ଜାଣିବାକୁ ପାଇଥାଉ ।
ଯେ ଶହେ ପ୍ରତିଶତ ରୁ ୬୦% ସିଜେରିନ ଡେଲିଭେରୀ ହେଉଛି କିନ୍ତୁ ଏହା ନ ହୋଇ ନର୍ମାଲ ଡେଲିବରୀ ର ପ୍ରତିଶତ ବୃଦ୍ଧି ହେବ ଉଚିତ୍ । କିନ୍ତୁ ଆଜି କାଲି ର ଯୁବ ପିଡି ଏହାର ବିପରୀତ କରୁଛି ନର୍ମାଲ ଡେଲିବେରୀ ବଦଳରେ ଅପରେସନ୍ କରି ସନ୍ତାନକୁ ଜନ୍ମ ଦେଇଥାନ୍ତି । ଡାକ୍ତରଙ୍କ ପରାମର୍ଶ ଅନୁସାରେ ଆମ କେବଳ ୧୦% ସିଜେରିନ ଡେଲିବରୀ ର ବ୍ୟବହାର କରିବା ଉଚିତ୍ ।
ଇଶ୍ଵର ଆମକୁ ଯେଉଁ ପ୍ରାକୃତିକ ଉପରେ ପ୍ରସବ ଦେଇଛନ୍ତି ତାହାକୁ କରିବା ଆମ ପାଇଁ ଏବଂ ଆମ ସନ୍ତାନ ପାଇଁ ମଧ୍ୟ ଭଲ ହୋଇଥାଏ । କିନ୍ତୁ ଲୋକେମାନେ ଏହାକୁ ନ ମାନି ନିଜ ସୁଖ ପାଇଁ ସିଜେରିନ ଉପାୟ କୁ କରିଥାନ୍ତି , ପରେ ସେମାନଙ୍କୁ ଏହାର ଖରାପ ପ୍ରଭାବ ର ଫଳ ଭୋଗିବାକୁ ପଡିଥାଏ । ଯଦି ଆପଣ ଶରୀରରେ କୋଣସି ରୋଗ ହୋଇଥାଏ ବା ସନ୍ତାନକୁ ପ୍ରସବ କରିବେ ବାଧା ସୃଷ୍ଟି ହୋଇଥାଏ ଏବଂ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଏବଂ ଏହି ପରିସ୍ଥିତିରେ ଆମ ଏହି ଉପାୟ କୁ କରିବା ଉଚିତ୍ ହୋଇଥାଏ ।