ପେଟର ସମସ୍ତ ସମସ୍ୟା ପାଇଁ ରାମବାଣ ଚିକିତ୍ସା ! କେବେ ବି ହେବନି ଗ୍ଯାସ, ଏସିଡ ସମସ୍ଯା ଓ Kidney ସବୁବେଳେ ରହିବା ସୁସ୍ଥ

ଆମେ ଦିନକୁ କେତେ ପରିମାଣରେ ଖାଦ୍ୟ କୁ ଖାଉଛୁ ତାହା ନୁହେଁ କେତେ ହଜମ କରିପାରୁଛି ତାହା ଗୁରୁତ୍ଵପୂର୍ଣ୍ଣ ହୋଇଥାଏ । ମଣିଷକୁ ଯଦି ଆମେ ଖାଇବାକୁ ଦେବୁ ସେ ସବୁ ଜିନିଷ କୁ ଖାଇଦେବ , କିନ୍ତୁ କଣ ତାହା ଶାରୀର ସେହି ସବୁ ହଜମ କରିପାରିବ । ଏହା ଦ୍ଵାରା କଣ ହୋଇଥାଏ ନା ଶରୀରରେ ଥିବା ପାଚନତନ୍ତ୍ର ଖରାପ ହୋଇଯାଏ । ତେଣୁ ଆପଣମାନଙ୍କୁ ଶରୀର ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍ ।
ମଣିଷ କୁ ସେତିକି ପରିମାଣରେ ଖାଇବା ଦରକାର ଯେତିକି ଶରୀର ହଜମ କରିପାରିବ । ଆମ ଶରୀର ର ଯଦି ସୁସ୍ଥ ରହେ ଓ ଖାଇଥିବା ଖାଦ୍ୟ ସହଜରେ ହଜମ ହୁଏ ତେବେ ଆପଣଙ୍କୁ ମଧ୍ୟ ଭିତରୁ ଭଲ ଅନୁଭବ କରିଥାନ୍ତି । ଆଜି ଆମେ ଆପଣଙ୍କୁ ଆପଣଙ୍କ ହଜମ ପ୍ରକ୍ରିୟା ଖରାପ ହେବାର ପାଞ୍ଚ ଟି ଖରାପ ଅଭ୍ୟାସ ଓ ଏହା କୁ ଠିକ୍ କରିବାର ପାଞ୍ଚ ଟି ଭଲ ଅଭ୍ୟାସ ସମ୍ବନ୍ଧରେ କହିବୁ ଆପଣ ଏହି ପେଜ୍ ଟିକୁ ଶେଷ ପର୍ଯ୍ୟନ୍ତ ପାଠ କରନ୍ତୁ ।
ପ୍ରଥମେ ଜାଣିବା ଖରାପ ଅଭ୍ୟାସ ବିଷୟରେ 1- ଆପଣ ଘର ଆସି ଖାଦ୍ୟ କୁ ଗ୍ରହଣ କରିବା ପରେ ତୁରନ୍ତ ସ୍ନାନ କରିଥାନ୍ତି କି । ଆମ ଶରୀରରେ ଖାଦ୍ୟା କୁ ଖାଇଲା ପରେ ଗରମ ତାପ ମାତ୍ରା ହଜମ ହୁଏ କିନ୍ତୁ ଗାଧୋଇବା ବା ଖାଇବା ତୁରନ୍ତ ପାଣି ପିଇବା ଦ୍ଵାରା ଆମେ ନିଜେ ହଜମ ପ୍ରକ୍ରିୟା କୁ ଖରାପ କରିଥାଉ । 2- ଆମେ କହିବା ସମୟରେ ମେଳ ନ ଖାଉଥିବା ଜିନିଷ ଯଥା କ୍ଷୀର ସହ ଫଳ , ଫଳ ପରେ ଚା ପିଇବା ସବୁ ଦିନ ବାହାର ବରା ପିଆଜି ଆଦି କୁ ସେବନ କରିବା ଦ୍ଵାରା ଏହି ସବୁ ପେଟ ରେ ଲାଖିକି ରହି ପାଚନତନ୍ତ୍ର କୁ ଖରାପ କରିଥାନ୍ତି ।
3- ଆମେ ଆମ ଦୈନନ୍ଦିକ ଜୀବନରେ ସମୟ ର ଅଭାବ ଯୋଗୁ ଦୁଇ ଦିନ ପାଇଁ ଖାଦ୍ୟ କୁ ପ୍ରସ୍ତୁତ କରି ଥଣ୍ଡା ତାପମାତ୍ରା ରେ ରାଖୀ ଖାଇଥାନ୍ତୁ ଏହା ମଧ୍ୟ ଆମ ଶାରୀର ପାଇଁ ଅପକାରୀ ଅଟେ । 4- ଆମ ମସ୍ତିସ୍କ ସହ ପେଟ ର ସଂଯୋଗ ରହିଥାଏ ଯେବେ ଆପଣଙ୍କ ପେଟ ସଫା ହୁଏ ତେବେ ଆପଣ ଆରାମ ଭଲ ଅନୁଭବ କରନ୍ତି । ଅଧିକ ଚିନ୍ତା ନେବା ଯୋଗୁ ମଧ୍ୟ ହଜମ ପ୍ରକ୍ରିୟା ଉପରେ ଏହାର ଖରାପ ପ୍ରଭାବ ପଡିଥାଏ ।
11- ଯଦି ଆପଣା ସଠିକ ସମୟରେ ଭୋଜନ କରନ୍ତୁ ନାହିଁ ଏହା ମଧ୍ୟ ଏକ କାରଣ ଅଟେ । ଆସନ୍ତୁ ଜାଣିବା ଏହାକୁ ଠିକ ରଖିବାର ନିୟମ ସମ୍ବନ୍ଧରେ 1- ସବୁବେଳେ ଗୋଟାଏ ଜିନିଷ କୁ ନା ଯଥା ଭାତ ବଦଳରେ ଚକୁଳି , ରୁଟି ଭଳି ଖାଦ୍ୟ କୁ କହିବା ଉଚିତ୍ । 2- probiotics ଫଳ ର ସେବନ କରିବା ଦ୍ଵାରା ହଜମ ପ୍ରକ୍ରିୟା ଭଲ ଭାବରେ ହୋଇଥାଏ ।
3- ଦେଶି ଘିଅ କୁ ଆପଣଙ୍କ ଦୈନନ୍ଦିକ ଜୀବନପ୍ରଣାଳୀ ରେ ସାମିଲ କରନ୍ତୁ । 4- ଶରୀର କୁ ବିଶ୍ରାମ ଦେବା ଉଚ୍ଚିତ୍ ଆପଣଙ୍କୁ 8 ଘଣ୍ଟା ଶୋଇବା ନିହାତି ଦରକାର । 5- ଆପଣଙ୍କୁ ସବୁ ଦିନ ସକାଳୁ ଇଥିଲା ପରେ ବ୍ୟାୟାମ ଓ ଯୋଗ ଆସନ କରିବା ଦ୍ଵାରା ପାଚନତନ୍ତ୍ର ଠିକ ରହିଥାଏ ।