ଯେଉଁ ମହିଳା ମାନଙ୍କ ପାଖରେ ରହିଥାଏ ଏହି 3 ଗୁଣ ! ସେମାନେ ନିଜ ସ୍ଵାମୀଙ୍କ ପାଇଁ ବହୁତ ଲକି ହୋଇଥାନ୍ତି !
ପ୍ରତ୍ଯେକଟି ନାରୀର ନିଜ ପାଖରେ କିଛି ନା କିଛି ଭଲ ଗୁଣ ରହିଥାଏ । ହେଲେ ଯେଉଁ ମହିଳାଙ୍କ ପାଖରେ ଏଭଳି କିଛି ଖାସ୍ ଗୁଣ ରହିଥାଏ । ସେହି ମହିଳା ମାନେ ଅତ୍ୟନ୍ତ ଭାଗ୍ୟବତୀ ହୋଇଥାନ୍ତି । ଏପରି ମହିଳା ମାନେ କେବଳ ନିଜର ନୁହେଁ । ଏହି ମହିଳା ମାନଙ୍କ ପାଇଁ ତାଙ୍କ ସ୍ଵାମୀ ମାନଙ୍କର ଭାଗ୍ୟ ମଧ୍ୟ ଚମକି ଯାଇଥାଏ । ଯେଉଁ କାରଣରୁ ଏହି ଗୁଣବତୀ ମହିଳା ଯାହାଙ୍କ ଘରକୁ ବୋହୁ ହୋଇକି ଯାଇଥାନ୍ତି । ସେମାନଙ୍କ ଶାଶୁଘରର ସୁଖ, ଶାନ୍ତିର ଶୋଭାକୁ ଆହୁରି ବଢାଇଥାନ୍ତି ।
ଭବିଷ୍ୟ ପୁରାଣ ଅନୁଯାଇ ପୁରୁଷ ମାନେ ଏହି 4 ଟି ଗୁଣ ବିଶିଷ୍ଟ ମହିଳା ମାନଙ୍କୁ ବିବାହ କରିବା ଦ୍ଵାରା ସେହି ପୁରୁଷର ଭାଗ୍ୟ ଚମକି ଯାଇଥାଏ । କାରଣ ଏହିଭଳି ମହିଳା ମାନଙ୍କୁ ଲକ୍ଷ୍ମୀମନ୍ତ ମହିଳା ବୋଲି କୁହାଯାଇଥାଏ । ଏମାନେ ଯାହାଙ୍କ ଘରକୁ ଯାଇଥାନ୍ତି । ତାଙ୍କ ଘରେ ହସଖୁସି ଭରିଦେଇଥାନ୍ତି ।
1- ଯେଉଁ ନାରୀ ଧାର୍ମିକ ତଥା ଇଶ୍ଵରବିଶ୍ଵାସୀ ସ୍ଵଭାବର ହୋଇଥାନ୍ତି । ଏହି ମହିଳାଙ୍କୁ ଲକ୍ଷ୍ମୀମନ୍ତ ମହିଳା ବୋଲି କୁହାଯାଇଥାଏ । ଏହି ମହିଳା ଥିବା ଘର ଉପରେ ସଦା ସର୍ବଦା ମାତା ଲକ୍ଷ୍ମୀଙ୍କ କୃପା ଦ୍ରୁଷ୍ଟି ରହିଥାଏ । ଏମାନେ ନିଜ ଘର ପ୍ରତି ସବୁବେଳେ ଯତ୍ନବାନ ହୋଇକି ରହିଥାନ୍ତି ।
r2- ଯେଉଁ ମହିଳା ମାନଙ୍କର ଇଛା ସୀମିତ ରହିଥାଏ । ସେହି ମହିଳାଙ୍କ ଦାମ୍ପତ୍ୟ ଜୀବନ ବହୁତ ଭଲରେ କଟିଥାଏ । ଏଥିସହ ଯେଉଁ ମହିଳା ନିଜ ସ୍ଵାମୀ ସହ ସମସ୍ତ ପରିସ୍ଥିତିରେ ରହିବା ପାଇଁ ସବୁବେଳେ ଆଗୁଆ ରହିଥାଏ । ସେହି ଘରକୁ କେବେବି ଦୁଃଖ ଆସି ପାରିନଥାଏ ।
3- ଯେଉଁ ମହିଳାଙ୍କର ବାଣୀ ମଧୁର ଓ ଶାନ୍ତ ସ୍ଵଭାବର ବ୍ୟକ୍ତିତ୍ବ ମହିଳା ମାନେ ଘର ପାଇଁ ସଦା ସର୍ବଦା ଭଲ ହୋଇଥାନ୍ତି । ଏମାନଙ୍କ ଘରେ ଅଯଥା କଳିଝଗଡା ପ୍ରତ୍ଯେକ ଦିନ ଲାଗିନଥାଏ । ଏମାନେ ନିଜ ସ୍ଵାମୀ ତଥା ଘର ପରିବାରର ବହୁତ ଭଲ ଭାବେ ଯତ୍ନ ନେଇଥାନ୍ତି । ସେମାନଙ୍କୁ ବାଧିଲା ଭଳି କୌଣସି କଟୁ କଥା ମଧ୍ୟ କୁହନ୍ତି ନାହିଁ । ଯେଉଁ କାରଣରୁ ଏମାନଙ୍କ ଘରକୁ ଅଶାନ୍ତିର ପ୍ରବେଶ ହୋଇପାରିନଥାଏ । ଯାହା ଦ୍ଵାରା ପାରିବାରିକ ଜୀବନ ଏହି ମହିଳା ମାନଙ୍କର ଭଲରେ କଟିଥାଏ ।
ସବୁ ପରିବାର ଲୋକଙ୍କୁ ନେଇ ଏମାନେ ଚଳିବାକୁ ପସନ୍ଦ କରିଥାନ୍ତି । ତେବେ ଏହି 3 ଟି ଅଭ୍ଯାସ ଥିବା ନାରୀ ମାନେ ନିଜ ବାପାଘର ଓ ନିଜ ଶାଶୁଘର ପରିବାର ପାଇଁ ପ୍ରିୟର ପାତ୍ର ହୋଇପାରିଥାନ୍ତି । ସମସ୍ତେ ଏହି ନାରୀଙ୍କୁ ଆଦର କରିଥାନ୍ତି । ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଅନ୍ୟ ମାନଙ୍କ ସହ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ