ଦେଶ- ବିଦେଶ

ମୁଣ୍ଡର କେଶ ଦେଖି ଆପଣ ବି ଜାଣିପାରିବେ ନାରୀ ମାନଙ୍କ ସ୍ଵଭାବ, ପ୍ରକୃତି ଓ ଲକ୍ଷଣ

ବନ୍ଧୁଗଣ ଜଣେ ବ୍ୟକ୍ତିଙ୍କୁ ଭଲ ଭାବେ ଜାଣିବାକୁ ହେଲେ । ସେହି ଲୋକ କିଛି ସମୟ ବିତାଇବାକୁ ପଡିଥାଏ । ତାଙ୍କୁ ଠିକ ଭାବେ ବୁଝିବାକୁ ପଡିଥାଏ । ଯାହାପରେ ସେ କିପରି ସ୍ଵଭାବ ଏବଂ ତାଙ୍କ ସମ୍ପର୍କରେ ଅଧିକ କିଛି ଜାଣି ହୋଇଥାଏ । ତେବେ ବନ୍ଧୁଗଣ ନାରୀ ମାନଙ୍କର ମୁଣ୍ଡର କେଶ ଦେଖି ଆପଣ ତାଙ୍କର ପ୍ରକୃତି ବିଷୟରେ କିଭଳି ଜାଣିପାରିବେ ଚାଲନ୍ତୁ ଏଠାରେ ଜାଣିବା ।

 

1- ଯେଉଁ ନାରୀର କେଶ କଳାବର୍ଣ୍ଣ ହୋଇ ଉର୍ଦ୍ଧକୁ ଯାଇଥାଏ । ସେହି ନାରୀ ରାଜକନ୍ୟା ହୋଇଥିଲେ ସୁଦ୍ଧା ଦାସୀ ସଦୃଶ ବ୍ୟବହାର କରିଥାନ୍ତି ।

2- ଯେଉଁ ନାରୀ ମାନଙ୍କର କେଶ ପିଙ୍ଗଳ ବର୍ଣ୍ଣର ହୋଇଥାଏ । ସେହିଭଳି ସ୍ତ୍ରୀ ମାନେ ଜୀବନରେ ବହୁତ ଦୁଃଖ ଭୋଗ କରିଥାନ୍ତି । ସେମାନଙ୍କ ସ୍ଵାମୀର ଆୟୁଷ ମଧ୍ୟ ଅଳ୍ପ ହୋଇଥାଏ ।

3- ଯେଉଁ ମହିଳାଙ୍କ କେଶ ଛୋଟ ହୋଇଥାଏ । ଏଥିସହ ଦେଖିବାକୁ ସୁନ୍ଦର ଓ ଗୋରା ମଧ୍ୟ ହୋଇଥାନ୍ତି । ସେହିଭଳି ନାରୀ ମାନେ ଦେଖିବାକୁ ବହୁତ ଆକର୍ଷଣୀୟ ହୋଇଥାନ୍ତି । ସେମାନେ ଅଧିକ ସନ୍ତାନ ଜନ୍ମ ଦେଇଥାନ୍ତି ।

4- ଯେଉଁ ମହିଳାର ମୁଣ୍ଡ ଅସମାନ ହୋଇଥାଏ । ନଡିଆ ପରିକା ଆଗକୁ ବାହାରିଆସିଥାଏ । ସେମାନେ ଭବିଷ୍ୟତଏ ନିଜର ମାନସିକ ଭାରସାମ୍ୟ ହରାଇବାର ଆଶଙ୍କା ରହିଥାଏ ।

5- ଯେଉଁ ନାରୀର କେଶ ଭ୍ରମର ଭଳି କଳା ହୋଇଥାଏ । କେଶର ଅଗ୍ର ଭାଗ କୁଞ୍ଚୁକୁଞ୍ଚିଆ ହୋଇବା ସହ ଘନ କେଶ ହୋଇଥାଏ । ସେହିଭଳି ନାରୀ ବହୁତ ସୌଭାଗ୍ୟବତୀ ହୋଇଥାନ୍ତି । ସେମାନେ ଯାହା ଘରକୁ ଯାଇଥାନ୍ତି । ସେ ଘରର ଉନ୍ନତି ହୋଇଥାଏ ।

 

6- ଯେଉଁ ନାରୀର କେଶ ଅତ୍ୟନ୍ତ ଚିକ୍କଣ, କୁଞ୍ଚୁକୁଞ୍ଚିଆ ଓ ସାମାନ୍ୟ ନୀଳବର୍ଣ୍ଣ ଭଳି ଦେଖାଯାଇଥାଏ । ସେହିଭଳି ମହିଳା ତାଙ୍କ ଘର ଓ ଶାଶୁଘର ପରିବାର ପ୍ରତି ବହୁତ ସୌଭାଗ୍ୟବତୀ ହୋଇଥାନ୍ତି ।

7- ଯେଉଁ ଝିଅଙ୍କର କେଶ ସାମାନ୍ଯ କୁଞ୍ଚୁକୁଞ୍ଚିଆ ଓ କଳା ହୋଇଥାଏ । ଏମାନେ ଭାଗ୍ୟବତୀ ହୋଇଥାନ୍ତି ସତ । ହେଲେ ବହୁତ ଜିଦିଆ ସ୍ଵଭାବର କିନ୍ତୁ ହୋଇଥାନ୍ତି ।

8- ଯେଉଁ ନାରୀର ମୁଣ୍ଡର ଲୋମ ଓ ଶିରା ଦେଖାଯାଇଥାଏ । ସେମାନେ ତାଙ୍କ ଆଜୀବନ ରୋଗିଣା ହୋଇଥାନ୍ତି ।

9- ଯେଉଁ ଝିଅର ଚୁଟି ସାମାନ୍ୟ ଛୋଟ ଓ କଳା ସୁନ୍ଦର ହୋଇଥାଏ । ଦେହର ରଙ୍ଗ ଗୌର ବା ଶ୍ୟାମଳ ହୋଇଥାଏ । ସେମାନେ ତାଙ୍କ ସ୍ଵାମୀର ବହୁତ ପ୍ରିୟ ହୋଇଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button