ଇଶ୍ଵରଙ୍କ ନାମ ନେଇ ଏକ ନମ୍ବର ନିଜ ପାଇଁ ବାଛନ୍ତୁ, ଆସୁଥିବା ସମୟ କିପରି ରହିବ ?

ଆପଣଙ୍କର ଆଗକୁ ଆସୁଥିବା ସମୟ କିଭଳି ରହିବାକୁ ଯାଉଛି । କେଉଁ କେଉଁ ସବୁ ଗୁଡ୍ ନ୍ଯୁଜ ଆପଣଙ୍କୁ ମିଳିବାକୁ ଯାଉଛି । ତେବେ ଆଉ ବିଳମ୍ବ ନକରି ଫଟାଫଟ 1, 2 ଓ 3 ନମ୍ବର ଶଙ୍ଖ ମଧ୍ୟରୁ କୌଣସି ନମ୍ବରର ଏକ ଶଙ୍ଖ ବାଛି ନିଅନ୍ତୁ । ଆପଣଙ୍କର ଆଗାମୀ ସମୟରେ କଣ ସବୁ ହେବା ପାଇଁ ଯାଉଛି । ୟୁନିଭର୍ସ ଆପଣଙ୍କୁ କେଉଁ ସଂକେତ ଦେବାକୁ ଯାଉଛନ୍ତି ଚାଲନ୍ତୁ ଜାଣିବା ।
1- ଯେଉଁ ମାନେ ପ୍ରଥମ ନମ୍ବରକୁ ବାଛିଛନ୍ତି । ସେମାନେ ବହୁତ ସମୟରେ ଛୋଟ ଛୋଟ କଥାକୁ ନେଇ ନିରାଶ ହୋଇ ବସନ୍ତି । ତେଣୁ ତାଙ୍କ ଲାଇଫରେ ଯାହା ବି ହେଉଛି । ସବୁ କିଛି ପଜିଟିଭ ଭାବନା ନେଇ ଆଗକୁ ବଢନ୍ତୁ । ଅତୀତରେ ଯାହା ବି ଘଟି ଯାଇଛି । ତାହାକୁ ଭୁଲିଯାଇ ନିଜ ବର୍ତ୍ତମାନକୁ ଭଲ କର ।
କରନ୍ତୁ ତାହା ସଫଳ ହେବ ।
2- ଆପଣ ଲାଇଫରେ ବହୁତ ଭଲ ସମୟ ଆସିବା ପାଇଁ ଯାଉଛି । ଯେଉଁ ଭଲ ସମୟ ଆପଣଙ୍କ ପାଇଁ ଆସିବାକୁ ଯାଉଛି ତାହା ଆପଣଙ୍କ ପାଇଁ କିଛି ଭଲ ଖବର ମଧ୍ୟ ସାଥିରେ ନେଇକି ଆସୁଛି । ଯାହାର କିଛି କାମ ଅଧୁରା ହୋଇ ରହିଥିବ ତାହା ସେ ପୁରା କରିବାର ସୁଯୋଗ ପାଇବେ ।
ଆଗାମୀ ସମୟରେ ଆପଣଙ୍କ ଭାଗ୍ୟର ପୂର୍ଣ୍ଣ ସହାୟତା ଆପଣଙ୍କୁ ମିଳିବାକୁ ଯାଉଛି । ଚାକିରୀ ଅପେକ୍ଷାରେ ରହିଥିବା ଲୋକଙ୍କୁ ଚାକିରୀ ଭଳି ଖୁସି ଖବର ବି ବହୁତ ଶୀଘ୍ର ଶୁଣିବାକୁ ମିଳିପାରେ । ବ୍ୟବସାୟ ନୂଆ କରି ଆରମ୍ଭ କରିବେ କି ବ୍ୟବସାୟରେ ଅଧିକ ଲାଭବନ ହେବାର ସମ୍ଭାବନା ରହିଛି