ଦେଶ- ବିଦେଶ

ରୋଜଗାର କମ ହେଉଥିଲେ କରନ୍ତୁ ଏହି ଗୋଟିଏ ଉପାୟ, ଘରେ ହେବ ଧନବର୍ଷା, ଭାଗ୍ୟ ବଦଳିଯିବ

ଏହି ଦୁନିଆରେ କମ ପରିଶ୍ରମ କରି କିଏ ଅବା ଅଧିକ ଟଙ୍କା ରୋଜଗାର କରିବାକୁ ନଚାହେଁ । ଧନର ଆବଶ୍ୟକତା ସଭିଙ୍କ ଜୀବନରେ ରହିଛି । ଘରେ ଧନ ବୃଦ୍ଧି ପାଇବା ପାଇଁ ଚମତ୍କାର ଉପାୟ ଆସନ୍ତୁ ଆଜି ଜାଣିବା । ପ୍ରତ୍ୟେକଙ୍କ ଘରେ ଆବଶ୍ୟକତା ଜିନିଷ ମେଣ୍ଟାଇବା ପାଇଁ ଧନର ନିତ୍ୟନ୍ତ ଆବଶ୍ୟକ ହୋଇଥାଏ । ଧନ ମନୁଷ୍ୟର ମୌଳିକ ଆବଶ୍ୟକତା ଯୋଗାଇବାରେ ସାହାଯ୍ୟ କରିଥାଏ ।

ସେହିପରି ମନୁଷ୍ୟ ପାଖରେ ଧନ ର ଅଭାବ ଦେଖାଦେଲେ ସେ ବହୁତ ଚିନ୍ତିତ ହୋଇ ପଡ଼ିଥାଏ । ତେବେ ଘରେ ଧନର କିପରି ବୃଦ୍ଧି କରିବା ସାମାନ୍ୟ ଛୋଟ ଉପାୟରେ । ଆପଣ ସରକାରୀ ଚାକିରିଆ ହୋଇଥାନ୍ତୁ, କି ବ୍ୟବସାୟୀ ହୋଇଥାନ୍ତୁ କି ଆପଣ ଦିନ ମଜୁରିଆ ହୋଇଥାନ୍ତୁ ଏହି ଉପାୟ ଦ୍ୱରା ଆପଣଙ୍କର ଧନ ବୃଦ୍ଧି ହୋଇପାରିବ । ଧନ ସମସ୍ତଙ୍କର ଆବଶ୍ୟକତା ରହିଛି ।

 

ଏହା ମଧ୍ୟ ନିଶ୍ଚିନ୍ତ ଧନ ଦ୍ୱାରା ଆପଣମାନେ ବଡ଼ ଲୋକ ହୋଇପାରିବେ । ଧନ ବୃଦ୍ଧି ପାଇଁ ପ୍ରଥମତଃ ଏକ ପିତଳ ଧାତୁ ଢ଼ାଳ କିଣି ଆଣିବେ । ସେହି ଢାଳକୁ ଘରେ ଭାଲସେ ସଫା କରି ଧୋଇଦେବେ । କିଛି ମୁଦ୍ରା କୁ ଆଣିବେ ଯେପରି ମୁଦ୍ରା ଗୁଡିକ ନୁଆ ଥିବା ଦରକାର ।

ମୁଦ୍ରା ଗୁଡିକୁ ଭାଲସେ ସଫା କରିବେ ପରେ ପିତଳ ପାତ୍ରରେ ଭଲ ବା ପରିଷ୍କାର ଜଳ କୁ ଭରି କରିଦେବେ ସେଥିରେ ସେହି ରଖିଥିବା ମୁଦ୍ରା ଗୁଡିକୁ ଢାଳ ଭିତରକୁ ପୁରେଇ ପୁଣିଥରେ ଭଲ ଭାବରେ ଧୋଇଦେବେ ।

 

ସେହି ମୁଦ୍ରା ଗୁଡିକୁ ଢାଳ ରୁ ବାହାର କରି ଏକ ଅନ୍ୟ ପାତ୍ର ଉପରେ ରଖିବା । ପରେ ସେହି ଢାଳ ଓ ମୁଦ୍ରା ଗୁଡିକୁ ଭଲ ଭାବରେ ଏକ କପଡା ସାହାଯ୍ୟରେ ପୋଛିଦେବା । ତାପରେ ଉଭୟ ଢାଳ ଏବଂ ମୁଦ୍ରା ଗୁଡିକ ଉପରେ ପଞ୍ଚାବୃତ ଛିଞ୍ଚି ଦେବେ । ସେହି ମୁଦ୍ରା ଗୁଡିକୁ ପିତଳ ଢ଼ାଳ ମଧ୍ୟରେ ପୁରା ପୂର୍ଣ୍ଣ ହେବାଯାଇ ସବୁ ମୁଦ୍ରା ଗୁଡ଼ିକୁ ପୁରାଇ ଦେବେ ଠିକ ଉପରକୁ ଦେଉଳ ଆକାର ର ଦେଖାଯିବା ଦରକାର ।

 

ସେହି ଢାଳ ପତ୍ରଟିକୁ କୁ ନେଇ ଆପଣଙ୍କ ଘରର ପଶ୍ଚିମ ପଟରେ ଘରର ଭିତରେ ନେଇ ଏକ କୋଣ ପଟକୁ ରଖିଦେବେ । ଦେଖିବେ ତା ପରେ ଆପଣଙ୍କର କୌଣସି ଧନର ଅଭାବ ଦେଖାଯିବ ନାହଁ । ଏହା ଦ୍ୱାରା ମା ଲକ୍ଷ୍ମୀ ସର୍ବଦା ଆପଣଙ୍କର ଧନ ବୃଦ୍ଧି କରିଥାନ୍ତି । ଆପଣଙ୍କ ଉପରେ ଧନ ର କୃପା ରଖିଥାନ୍ତି । ଏହି ଉପପାୟକୁ ଅପଣାଇବା ବା ପ୍ରୟୋଗ କରିବା ପରେ ଆପଣଙ୍କର କୌଣସି ଧନର ଅଭାବ ଦେଖାଯିବ ନାହିଁ ।

ବିପୁଳ ମାତ୍ରା ରେ ଆପଣଙ୍କର ଧନ ବୃଦ୍ଧି ହବ । ପୁଣି ଆପଣଙ୍କ ସଂସାର ଖୁସିରେ ଚାଲିବ । ଆପଣ ସମାଜ ରେ ଆପଣଙ୍କ ଇଚ୍ଛାକୁ ପୁରଣ କରିବା ସହ ଆପଣଙ୍କ ପିଲା ମାନଙ୍କର ଇଚ୍ଛା ମଧ୍ୟ ଆପଣ ପୂରଣ କରିପାରିବେ । ଆଜି କାଲିକା ଦିନରେ ଧନର ବହୁତ ଆବଶ୍ୟକତା ହୋଇଥାଏ

Related Articles

Leave a Reply

Your email address will not be published. Required fields are marked *

Back to top button