ଫୋନ ରେ ରୋମାନ୍ସ ସମୟରେ ଝିଅମାନଙ୍କୁ ଏହି ଭଳି କଥା ପସନ୍ଦ ଆସି ଥାଏ ! ନିଶ୍ଚୟ କରିକି ଦେଖନ୍ତୁ ସମ୍ପର୍କରେ ବଢିବ ମଧୁରତା

ଏହି କଥା ରେ କୌଣସି ସନ୍ଦେହ ନାହିଁ ଯେ ଫୋନ ପ୍ରେମୀ ଯୁଗଳକୁ ପାଖରେ ରଖିବା ଏକମାତ୍ର ରାସ୍ତା ଅଟେ, ନିଜ ପାର୍ଟନର କଥା ଫୋନରେ ଶୁଣିବାରେ ମଧ୍ୟ ଅଲଗା ମଜା ହୋଇ ଥାଏ । ପାର୍ଟନର ସହ ଫୋନ ରେ କଥା ହେଲା ବେଳେ ସବୁ ଠାରୁ ବିଶେଷ କଥା ଏହା ଯେ ସେ ଦୁହେଁ ଅଲଗା ଜାଗରେ ରହି ମଧ୍ୟ ନିଜ ପ୍ରେମୀ ସହ କଥା ହୋଇ ତାଙ୍କୁ ନିଜ ପାଖେରେ ଅନୁଭବ କରି ପାରନ୍ତି ।
ସମସ୍ତଙ୍କୁ ନିଜ ଗର୍ଲଫ୍ରେଣ୍ଡ ସହ ରାତି ରେ କଥା ହବା ଭଲ ଲାଗି ଥାଏ ।
ସର୍ବପ୍ରଥମେ ଏହା ଜାଣିବା ପାଇଁ ଚେଷ୍ଟା କରନ୍ତୁ ଯେ ଆପଣଙ୍କ ଗର୍ଲଫ୍ରେଣ୍ଡ ଫ୍ରି ଅଛନ୍ତି ବା କିଛି ବ୍ୟସ୍ତ ଅଛନ୍ତି, କାହିଁକିନା ଯଦି ସେ ବ୍ୟସ୍ତ ଥିବେ ତେବେ ସେ ଆପଣଙ୍କ କଥା ଉପରେ ବିଶେଷ ଧ୍ୟାନ ଦେବେ ନାହିଁ ଏବଂ ଭଲ କଥା ମଧ୍ୟ ଖରାପ ହୋଇ ପାରେ । ଏହା ଛଡା ଯଦି ସେ ଫ୍ରି ଅଛନ୍ତି ଏବଂ କଥା ହବାକୁ ଇଛୁକ ଅଛନ୍ତି ତେବେ ପ୍ରଥମେ କଥା ଆରମ୍ଭ ରେ ତାଙ୍କ ପ୍ରଶଂସା କରିବା ଆରମ୍ଭ କରନ୍ତୁ ଏହା ସହ ତାଙ୍କୁ ଅନୁଭବ କରେଇବା ପାଇଁ ଚେଷ୍ଟା କରନ୍ତୁ ଯେ ସେ ଆପଣଙ୍କ ପାଇଁ ବହୁତ ମହତ୍ଵପୂର୍ଣ ଅଟନ୍ତି ଏବଂ ତାଙ୍କ ବିନା ଆପଣ ନିଜ ଜୀବନ କଳ୍ପନା ମଧ୍ୟ କରି ପାରିବେ ନାହିଁ ।
କଥା ଆରମ୍ଭରୁ ରୋମାନ୍ସ କଥା ହୁଅନ୍ତୁ ନାହିଁ ନଚେତ ଝିଅଙ୍କୁ ଲାଗି ପାରେ ଯେ ଆପଣ କେବଳ ରୋମାନ୍ସ ପାଇଁ ତାଙ୍କ ସହ କଥା ହେଉଛନ୍ତି । ସମସ୍ତଙ୍କ ଦିନ କେବେ ଭଲ କେବେ ଖରାପ ହୋଇ ଥାଏ ସେଥିପାଇଁ ନିଜ କଥା ଆରମ୍ଭ ରେ ଝିଅ ଦିନ କିପରି ଗଲା ପଚାରନ୍ତୁ ଏବଂ ତାଙ୍କ ମୁଡ ଦେଖି ରୋମାନ୍ସ କଥା ଆରମ୍ଭ କରନ୍ତୁ । ସବୁବେଳେ ଗର୍ଲଫ୍ରେଣ୍ଡ ସହ କଥା ହେଲା ବେଳେ କିଛି ଏମିତି କଥା ହୁଅନ୍ତୁ ଯାହା ତାଙ୍କୁ ପସନ୍ଦ ଯାହା ଦ୍ଵାରା ତାଙ୍କ ମୁଡ ଫ୍ରେସ ହୋଇ ଯାଉ ଏବଂ ସେ ନିଜେ ଆପଣଙ୍କ ସହ କଥା ହବା ପାଇଁ ଇଛୁକ ହୁଅନ୍ତୁ ।