ଦେଶ- ବିଦେଶ

ଏହି ପୁଅଟି ଝିଅ ସହ କରୁଥିଲା କିଛି ଏଭଳି କାମ, ହଟାତ ପହଞ୍ଚି ଗଲା ମାଁ… ଦେଖନ୍ତୁ ଭିଡିଓ

ଭାରତ ଗୋଟେ ଏମିତିକା ଦେଶ ଯେଉଁଠି ମାଁ ବାପା ନିଜ ଛୁଆଙ୍କ ପ୍ରତି ବହୁତ ପ୍ରୋଟେକଟିବ ହୋଇ ଥାନ୍ତି, ମାଁ ବାପା ସବୁବେଳେ ଏହା ଚାହନ୍ତି ଯେ ତାଙ୍କ ଛୁଆ ସମାଜ ରୀତି ନୀତି ମାନିକି ଚଳୁ । ମାଁ ବାପାଙ୍କୁ ସବୁବେଳେ ଏହି କଥା ଚିନ୍ତା କରି ଥାଏ ଯେ ତାଙ୍କ ଛୁଆ ଏମିତି କିଛି କାମ ନକରୁ ଯାହା ପାଇଁ ତାଙ୍କ ଇଜତ ସମ୍ମାନ ସମାଜ ଆଗରେ ଖରାପ ହେଉ । ସବୁ ମାଁ ବାପା ଚାହନ୍ତି ତାଙ୍କ ଛୁଆ ସଂସ୍କାରୀ ହେଉ ଯାହା ଦ୍ଵାରା ତାଙ୍କ ସମ୍ମାନ ସମାଜରେ ବଢୁ ।

ଆମ ଭାରତ ବର୍ଷ ସମାଜ ରେ ବିବାହ ଆଗରୁ ସମ୍ପର୍କ ଗଢିବା ଠିକ ବିଚାର କରନ୍ତି ନାହିଁ, ବିଶେଷ କରି ଝିଅ ବା ପୁଅ ମାଁ ବାପାଙ୍କୁ ଏହି କଥା ଜମା ବି ଭଲ ଲାଗେ ନାହିଁ ।ଆଜି ଆମେ ଆପଣଙ୍କୁ ଏମିତି ଗୋଟେ କଥା କହିବା ପାଇଁ ଯାଉଛୁ ଏବଂ ଏହା ପରେ ଆପଣ ଏହାର ଭିଡିଓ ମଧ୍ୟ ଦେଖି ପାରିବେ । ଭିଡିଓ ରେ ଗୋଟେ ପୁଅ ନିଜ ରୁମରେ ନିଜ ଗର୍ଲଫ୍ରେଣ୍ଡ ସହ ରୋମାନ୍ସ କରିବାରେ ବ୍ୟସ୍ତ ଥିଲା, ସବୁ ଭଲ ଚାଲୁ ଥିଲା କିନ୍ତୁ ହଟାତ ତାଙ୍କ ରୁମରେ ପୁଅ ମାଁ ପହି ଅବସ୍ତା ରେ ଦେଖି ମାଁ ରାଗି ଗଲେ ନିଜ ପୁଅକୁ ଏମିତି ଖରାପ କାମ କରୁଥିବାର ଦେଖି ମାଁ ପୁଅ ଉପରେ ବର୍ଷୀ ଗଲେ । ଆପଣ ସମସ୍ତେ ଜାଣି ଥିବେ ଯେ ସାଙ୍ଗ ଯେତିକି ଭଲ ସେତିକି ଖରାପ ମଧ୍ୟ ହୋଇ ଥାନ୍ତି ଏଠି ତାହା ହି ହେଲା, ଏହି ପୁଅ ସାଙ୍ଗ ପୁଅ ମାଁକୁ ଫୋନ କରି ପୁଅ କାଣ୍ଡ ବିଷୟରେ କହି ଦେଲା ଯାହା ପରେ ମାଁ ରାଗିକି ନିୟା ଏବଂ ତୁରନ୍ତ ପୁଅ ଖବର ନବା ପାଇଁ ଘରେ ଆସି ପହଞ୍ଚିଲେ ।

 

ଏହି ପୁଆ ଘଟଣା ଗୋଟେ ହିଡେନ କ୍ୟାମେରା ରେ କଇଦ ହାଉ ଥିଲା, କେବଳ ଏତିକି ନୁହ ଏହି ଭିଡିଓ ପୁଆ ଇଣ୍ଟର୍ନେଟ ରେ ଭାଇରାଲ ହୋଇଛି, ଏହି ଭିଡିଓ କୁ ୫୨ ଲକ୍ଷ ଠାରୁ ଅଧିକ ଲୋକ ଦେଖି ସାଇଲେଣି । ଏହା ପରେ ମାଁ ପୁଅକୁ ବୋହେ କୁଟିଲେ ଏବଂ ତା ପରେ ପଚାରିଲେ ଏଇ ଝିଅ କିଏ, ଯଦି ଆପଣ ଜାଣିବା ପାଇଁ ଚାହନ୍ତି ଯେ ଝିଅ କିଏ ତେବେ ଭିଡିଓ ଟାକୁ ପୂର୍ଣ ଦେଖନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button