ଶୋଇବା ପୂର୍ବରୁ କରନ୍ତୁ ଏହି ଗୋଟେ କାମ ଦେଖିବେ, ଆପଣଙ୍କ ଚେହେରା ପୁରା ଚାନ୍ଦ ଭଳି ଚମକିବ

ଆଜି ର ଦୁନିଆ ରେ ସମସ୍ତେ ସୁନ୍ଦର ଚେହେରା ଇଛା କରନ୍ତି । ସମୟ ଥିଲା ଲୋକ ମାନେ କେବଳ ଗୋରା ଚେହେରା କୁ ଭଲ ପାଉଥିଲେ ହେଲେ, ଏବେ ସମୟ ବଦଳିଲାଣି ଗହମ ରଙ୍ଗ ର ଚେହେରା ବି ଯଦି ଭଲ ଆକର୍ଷିତ ଦେଖାଯାଏ ଲୋକ ମାନେ ପସନ୍ଦ କରନ୍ତି । ଏହି ଆକର୍ଷିତ ଦେଖଯିବା ପାଇଁ ଲୋକ ମାନେ ବହୁତ କିଛି ଉପାୟ ନିଜ ଚେହେରା ରେ କରିଥାନ୍ତି । ନିଜ ଚେହେରା କୁ ସୁନ୍ଦର କରିବା ପାଇଁ ଲୋକ ମାନେ ବଜାର ରୁ ବିଭିନ୍ନ ପ୍ରଡ଼କ୍ଟ ର ବ୍ୟବହାର କରନ୍ତି ।
ହେଲେ ଏହା ଫଳରେ ସେମାନଙ୍କ ଚେହେରା ନଷ୍ଟ ହୋଇଥାଏ । ଏହି ପ୍ରଡ଼କ୍ଟ ରେ ବିଭିନ୍ନ କେମୀକାଲ ମିସିଥାଏ ଯାହା ଆମ ଚେହେରା ପାଇଁ ଅନୁପଯୋଗୀ ଅଟେ ।
ଏହା ପରେ ସକାଳୁ ଉଠିକି ୨ ଚାମଚ ଗୋଲାପଜଳ, ଅଧା ଚାମଚ ହଳଦୀ, ଗୋଟେ ଚାମଚ ମଲେଇ ବା କ୍ଷୀର ସର, ଗୋଟେ ଚାମଚ ଚନ୍ଦନ ପାଉଡର ଓ ଅଧା ଚାମଚ ଲେମ୍ବୁ ରସ କୁ ଭଲ ଭାବରେ ମିଶ୍ରଣ କରିକି ଲଗାନ୍ତୁ ଏବଂ ୧୦ ମିନିଟ ପରେ ଥଣ୍ଡା ପାଣି ରେ ଭଲ ଭାବରେ ଧୋଇଦିଅନ୍ତୁ । ଏହି ପ୍ରକ୍ରିୟା କୁ କିଛିଦିନ କରିଲେ ଆପଣ ଜାଣିପାରିବେ ଆପଣଙ୍କ ଚେହେରା ବହୁତ ଭଲ ଏବଂ ଆକର୍ଷିତ ଦେଖାଯିବା ।




