ଏହି ଅଭିନେତ୍ରୀ ହେଲେ ବାବା ରାମଦେବଙ୍କ ଦିବାନି !

, ଆପଣମାନଙ୍କୁ ଆମର ଏହି ଲେକାକୁ ସ୍ଵାଗତ । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଏଭଳି ଖବର ଯାହା ଶୁଣି ଆପଣଙ୍କ ହୋସ ଉଡିଯିବ । ଆମେ ଆପଣଙ୍କୁ ସବୁବେଳେ କିଛି ନା କିଛି ବଲୀଉଡ ଖବର ଦେଇଥାଉ । ଅନେକ ଅଭିନେତା ଅଭିନେତ୍ରୀମାନେ ସେମାନଙ୍କ ସମ୍ପର୍କକୁ ନେଇ ବହୁତ ଚର୍ଚ୍ଚାରେ ରୁହନ୍ତି । ସେହିଭଳି ଆଜି ମଧ୍ୟ ଆମେ ଜଣେ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ । ଜଣେ ଅଭିନେତ୍ରୀ ବାବା ରାମଦେବଙ୍କୁ ବାହା ହେବେ କହି ଚର୍ଚ୍ଚାରେ ଅଛନ୍ତି । ଆପଣମାନେ ତ ବାବା ରାମଦେବଙ୍କ ସହ ଭଲଭାବେ ପରିଚିତ ଥିବେ । ସେ ଜଣେ ସାଧୁ ସନ୍ଥ ବ୍ୟକ୍ତି । ତାଙ୍କୁ ସମସ୍ତେ ଯୋଗ ଗୁରୁ ଭାବେ ଜାଣି ଛନ୍ତି ।
କେବଳ ସେତିକି ନୁହେଁ ସେ ତାଙ୍କ ପ୍ରେମରେ ଏମିତି ପାଗଳ ଯେ କହିଲେ ଯଦି ସେ ବାହା ହେବେ ତ କେବଳ ରାମଦେବ ବାବାଙ୍କୁ ନଚେତ କେବେବି ବିବାହ କରିବେ ନାହିଁ । ସେ ତାଙ୍କ ଛଡା ଅନ୍ୟ କାହାକୁ ବିବାହ କରିବେ ନାହିଁ ବୋଲି କହିଛନ୍ତି । କାହିଁକି ନା ସେ ବାବଙ୍କ ପ୍ରେମରେ ପାଗଳ । ତାଙ୍କର ଏହି ବିବାହ ପ୍ରସ୍ତାବ ଏବେ ସାରା ଭରତ ବର୍ଷରେ ଚର୍ଚ୍ଚାର ବିଷୟ ପାଲଟିଛି । କିନ୍ତୁ ବାବା ଏହି ପ୍ରସ୍ତାବକୁ ମନା କରିଦେଇଛନ୍ତି ଓ ରାକ୍ଷୀଙ୍କୁ ବୁଝେଇବାକୁ ଚେଷ୍ଟା ମଧ୍ୟ କରିଛନ୍ତି ଯେ ଜଣେ ଯୋଗୀ ପାଇଁ ବିବାହ କରିବା ପାପ ଅଟେ । କାହିଁକି ନା ଜଣେ ସନ୍ଥ ବ୍ୟକ୍ତି କେବଳ ଭଗବାନଙ୍କ ଶରଣାପନ୍ନ ହେବା । ତେଣୁ ରାକ୍ଷୀ ଙ୍କର ଏହି ଚିନ୍ତାଧାରା ଭୁଲ ଅଟେ ଓ ସେ ଏଭଳି କିଛି କରିବାରୁ ନିବୃତ ରହିବା ଉଚିତ ।




