ଦେଶ- ବିଦେଶ
ଏମିତି ଏକ ରାଣୀ ଯିଏ ସମସ୍ତଙ୍କ ସହ ରାତିରେ ଶୋଉଥିଲେ ଦେଖନ୍ତୁ ଇତିହାସ ରେ ଉଲ୍ଲେଖ ଅଛି ଏହି ଗୁପ୍ତ ତଥ୍ୟ

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଆପଣମାନେ ସବୁ ପ୍ରକାରର ଖବର ପାଇପାରିବେ ।
ଏବେ ଏଭଳି କିଛି ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହା ରାଜା ମାନଙ୍କ ଅମଳ ବେଳର । ପୂର୍ବ କାଳରେ ରାଜା ଥିଲେ ଆଉ ତାଙ୍କର ରାଣୀମାନେ ବହୁତ ସୁନ୍ଦର ହୋଇଥିଲେ । ଆଉ ସେମାନେ ସବୁବେଳେ ରାଜକୀୟ ଢଙ୍ଗରେ ରହୁଥିଲେ ।
ଆଜି ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି ଏକ ଜଣେ ରାଣୀଙ୍କ ବିଷୟରେ ଜାଣିପାରିବେ ଯିଏ କି ସଖିବାକୁ ବହୁତ ସୁନ୍ଦରୀ ଅଟନ୍ତି । ଆଉ ସେ ଏଭଳି ସବୁ କାମ କରନ୍ତି ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଏହି ଭିଡିଓରେ ଆପଣମାନେ ଏହା ଦେଖିପାରିବେ । ଏହି ଭିଡ଼ିଓକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏହି ରାଣୀ ଜଣକ ହେଉଛନ୍ତି ସବୁଠୁ ସୁନ୍ଦରୀ ରାଣୀ । ଆଉ ସେ ଏଭଳି ନିନ୍ଦନୀୟ କାମ କରିଛନ୍ତି ଯାହା ବିଷୟରେ ଆପଣ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।
ସୁନ୍ଦରୀ ରାଣୀ ଜଣକ ନିଜ ଦେହ ସୁଖ ମେଣ୍ଟାଇବା ପାଇଁ ନିଜ ପୁଅ ସହ ଶା-ରି-ରୀ-କ ସମ୍ପର୍କ ରଖିବାକୁ ପଛାଉ ନଥିଲେ । ନିଜ ଦେହ ସୁଖ ମେଣ୍ଟାଇବା ପାଇଁ ଥିଲା ପ୍ରବଳ ଭୋକ । ଇସଲାମରେ ତାଙ୍କୁ ଆଜିବି ମାନୁଛନ୍ତି ।
ଏହି ସୁନ୍ଦରୀ ରାଣୀଙ୍କ ନାଁ ହେଉଛି କୋଶବ୍ ସୁଲତାନ । ସେ ଯେଉଁ ଅଞ୍ଚଳର ଝିଅ ଥିଲେ ସେତେବେଳେ ସେହି ଅଞ୍ଚଳରେ ତୁର୍କୀର ରାଜା ସବୁ ପୁଅଙ୍କୁ ମାରି ଦେଇ ସବୁ ଝିଅଙ୍କୁ ତୁର୍କୀକୁ ନେଇ ଆସିଥିଲେ । ଆଉ ସେଠାରେ ବିକ୍ରି କରିଲେ ।
ସେଠାରେ ଥିଲେ ଏହି ସୁନ୍ଦରୀ ବାଳିକା ଯାହାର ବୟସ ୧୫ ବର୍ଷ । ତାଙ୍କୁ ସୁଲତାନ ଦେଖିବା ପରେ ନିଜ ପାଖରେ ରଖି ଉପଭୋଗ କରୁଥିଲା । ଆଉ ସବୁଦିନେ ତାର ଦେହକୁ ଝୁଣି ଝୁଣୀ ଖାଉଥିଲା ।
ଏହାପରେ ତାକୁ ଜୋର୍ ଜବରଦସ୍ତ ଇସଲାମ ଧର୍ମ କରାଇଲା । ଏହାପରେ ସେ ରାଣୀ ହୋଇ ଯାଇଥିଲା । ସେ ପରିସ୍ଥିତିକୁ ଗ୍ରହଣ କରି ସେଠାରେ ରହିଥିଲେ । ଆଉ ତାଙ୍କର ୪ ଜଣ ପୁଅ ଆଉ ଗୋଟିଏ ଝିଅ ଥିଲା ।
ରାଣୀ କୋଶବଙ୍କ ପୂର୍ବରୁ ସୁଲତାନଙ୍କର ଆଉ ଜଣେ ରାଣୀ ଥିଲେ । ଆଉ ତାଙ୍କ ପୁଅ ସହ ଶା-ରୀ-ରି-କ ସଂପର୍କ ରଖିଥିଲେ ରାଣୀ କୋଶବ । ସେ ସବୁଦିନେ ତାଙ୍କ ସହ ସମ୍ପର୍କ ରଖୁଥିଲେ ।
ଏହାପରେ ସୁଲତାନ ମରିଯିବା ପରେ ରାଜ୍ୟ କ୍ଷମତା ତାଙ୍କୁ ମିଳିଥିଲା । ଏହିଭଳି ଅନେକ ପ୍ରକାରର କଥା ଏହି ରାଣୀ ଜଣଙ୍କ ବିଷୟରେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ନିଜର ଦେହ ଭୋକ ମେଣ୍ଟେଇବାକୁ ଯାଇ ସେ ଏଭଳି ସବୁ ନିନ୍ଦନୀୟ କାମ କରୁଥିଲେ ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ ।