ଦେଶ- ବିଦେଶ
ଜାପାନ ର ଝିଅ ମାନଙ୍କୁ ଏମିତି କରା ଯାଉଥିଲା ନିଜ ଅଧୀନ ରେ, ଦିଆଯାଉଥିଲା ଉତ୍ତେଜକ ବଟିକା
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆମେରିକା ଅନେକ ଯୁଦ୍ଧ ଲଢ଼ିଛି ହେଲେ ଜାପାନର ଫିରୋସୀମା ଓ ନାଗାସାକି ଉପରେ ପରମାଣୁ ବୋ-ମା ଆ-କ୍ର-ମ-ଣ ପରେ ସମାପ୍ତ ହୋଇଯାଇଥିଲା ଦ୍ୱିତୀୟ ବିଶ୍ଵଯୁଦ୍ଧ।
କିନ୍ତୁ ଏହାର ୧୦ ବର୍ଷ ପରେ ଭିଏତନାମର ଆଉ ଏକ ଯୁଦ୍ଧ ଆରମ୍ଭ ହୋଇଥିଲା ଯାହାକୁ ଭିଏତନାମ ଯୁଦ୍ଧ ବୋଲି କୁହାଯାଏ। ଏହି ଯୁଦ୍ଧ ପାଖାପାଖି ୨୦ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା।
ଯେଉଁଥିରେ ଆମେରିକାକୁ ପରାସ୍ତର ସାମ୍ନା କରିବାକୁ ପଡ଼ିଲା। ଏକ ରିପୋର୍ଟରୁ ପ୍ରକାଶ ମିଳିଛି ଯେ ଆମେରିକାର ୬୦ ହଜାର ସୈନ୍ୟ ଯୁଦ୍ଧରେ ପ୍ରାଣ ହରାଇଥିଲେ।
ଆମେରିକା ଯେତେବେଳେ ଜାଣିବାକୁ ପାଇଥିଲା ସେ ଏ ଯୁଦ୍ଧରେ ହାରିଯିବ ସେଥିପାଇଁ ସେ ଅନେକ ପ୍ରକାର କୌଶଳ ଆପଣାଇଛି। ଭିଏତନାମରେ ଲୋକ ମାନଙ୍କୁ ବନ୍ଧୀ କରି ତାଙ୍କ ଉପରେ ଅନେକ ପ୍ରକାରର ଏକ୍ସପେରିମେଣ୍ଟ୍ କରିଛି ଯାହାକୁ ଶୁଣିଲେ ଆପଣ ମାନଙ୍କର ଲୋମ ଟାଙ୍କୁରି ଉଠିବ।
ଏହିସବୁ ଏକ୍ସପେରିମେଣ୍ଟ୍ ଭିତରେ ଥିଲା ଏମିତି ଏକ ଏକ୍ସପେରିମେଣ୍ଟ୍ ଯାହାକୁ ଶୁଣିଲେ ଲୋମ ଟାଙ୍କୁରୀ ଉଠିବ। ସେହି ଏକ୍ସପେରିମେଣ୍ଟର ନାମ ହେଉଛି ଏଣ୍ଟି ପ୍ରେଗ୍ନେସି ପ୍ରୋଲାଟିନ ଏହି ପ୍ରୟୋଗ ପରେ ଭିଏତନାମାର ମହିଳା ମାନେ ନିଜକୁ ନିଜେ ମୁହଁ ଦେଖେଇବାର ସାହସ ନଥିଲା।
ଏମିତି ଅନେକ ମହିଳା ସୈନ୍ୟ ଲାଜରେ ଜୀବନ ହାରିବା ପାଇଁ ମଧ୍ୟ ବାଧ୍ୟ ହୋଇଥିଲେ। ଭିଏତନାମା ଯୁଦ୍ଧ ୧ ନଭେମ୍ବର ୧୯୫୫ରେ ଆରମ୍ଭ ହୋଇଥିଲା। ଏହା ଶୀତଳ ଯୁଦ୍ଧର ଏକ ଅଂଶ ଥିଲା।
ଏହି ଯୁଦ୍ଧ ସାଉଥ୍ ଭିଏତନାମା ଏବଂ ନର୍ଥ ଭିଏତନାମା ମଧ୍ୟରେ ଜାରି ହୋଇଥିଲା। କିନ୍ତୁ ୧୦ ବର୍ଷ ପର୍ଯ୍ୟନ୍ତ ଏହି ଯୁଦ୍ଧର କିଛି ଫଳାଫଳ ଭାରି ପାରିଲାନାହିଁ, ଯେଉଁଥି ପାଇଁ ୯ ଫେବୃୟାରୀ ୧୯୬୫ରେ ଆମେରିକା ୩୫ ଶହ ସୈନ୍ୟକୁ ଭିଏତନାମାରେ ଓହ୍ଲାଇ ଥିଲା।
ଆଉ ଏହିଠାରୁ ଆରମ୍ଭ ହୋଇଥିଲା ଅସଲି ଯୁଦ୍ଧ। ଆମେରିକାରୁ ଯେତେ ସୈନ୍ୟ ଆସୁଥିଲେ ସମସ୍ତେ ଭିଏତନାମାରେ ମରି ଯାଇଥିଲେ। କାରଣ ଭିଏତନାମା ମାନେ ବହୁତ ସାହସୀ ଥିଲେ।
ସେପଟେ କିନ୍ତୁ ଭିଏତନାମା ପାଖରେ ବହୁତ ସୈନ୍ୟ ନଥିଲେ ସେଥିପାଇଁ ଦେଶକୁ ବଞ୍ଚାଇବା ପାଇଁ ଦେଶର ମହିଳା ମାନେ ଆଗକୁ ଆସୁଥିଲେ। ମହିଳା ମାନେ ବି ବନ୍ଧୁକ ଉଠାଇ ଦେଶ ପାଇଁ ଲଢ଼ିଲେ। କାରଣ ଭିଏତନାମାର ମହିଳା ମାନେ ବହୁତ ଶକ୍ତିଶାଳୀ।
ନିଜ ଦେଶକୁ ବଞ୍ଚାଇବା ପାଇଁ ଭିଏତନାମାର ମହିଳା ମାନେ ନିଜ ଜୀବନକୁ ବାଜି ଲଗାଇବାକୁ ବି ପଛାଇ ନଥିଲେ। ଆଉ ଭିଏତନାମାର ମହିଳା ମାନଙ୍କର ଏପରି ସାହସ ଦେଖି ଡରି ଯାଇଥିଲେ ଆମେରିକା।
ତେବେ ଭିଏତନାମା କାହିଁକି ପରାସ୍ତ ହୋଉନାହିଁ ଏବଂ ସେ କଣ ଯୁଦ୍ଧ ପାଇଁ ଯୋଜନା କରୁଛି ତାକୁ ଜାଣିବା ପାଇଁ ଚାହୁଁଥିଲା ଆମେରିକା। ଆଉ ସେଥିପାଇଁ ଆମେରିକା ଭିଏତନାମାର ମହିଳା ମାନଙ୍କୁ ବନ୍ଧି କରିବା ଆରମ୍ଭ କରିଦେଲା।
ଆଉ ମହିଳା ସୈନ୍ୟ ମାନଙ୍କୁ ବନ୍ଧୀ କରି ସେମାନଙ୍କୁ ଆଣ୍ଟୀ ପ୍ରେଗ୍ନେସି ପ୍ରୋଲକ୍ଟିନ ଇଞ୍ଜେକ୍ସନ ଦଉଥିଲା। ଏହି ଇଞ୍ଜେକ୍ସନ ଦେବା ପରେ ମହିଳା ମାନେ ଅଧିକ ଉତ୍ତେଜିତ ହୋଇଯାଉଥିଲେ। ଆଉ ଉତ୍ତେଜିତ ହୋଇ ମହିଳା ସୈନ୍ୟ ମାନେ ସବୁ ସତ କଥା କହି ଦଉଥିଲେ।
ଏହି ଇଞ୍ଜେକ୍ସନ ନେବା ଫଳରେ ମହିଳା ମାନଙ୍କର ଋ-ତୁ-ସ୍ରା-ବ ବନ୍ଦ ହେଉନଥିଲା। ଅନେକ ମହିଳା କ୍ୟାନସରରେ ପୀ-ଡ଼ି-ତ ହୋଇ ମରିଗଲେ।ଏହି ଇଞ୍ଜେକ୍ସନ ପଶୁପକ୍ଷୀଙ୍କୁ ଦିଆଯାଏ। ଏହି ଇଞ୍ଜେକ୍ସନ ଦେବା ପରେ ପଶୁ ମାନେ ଭଲ କ୍ଷୀର ଦିଅନ୍ତି ଏବଂ ଅଣ୍ଡା ମଧ୍ୟ ଦିଅନ୍ତି। ଆଉ ସେହି ଇଞ୍ଜେକ୍ସନକୁ ମହିଳାଙ୍କ ଉପରେ ଏକ୍ସପେରିମେଣ୍ଟ କରୁଥିଲା ଆମେରିକା।