ଅପରାଧ

ଖେଳୁଥିବା ବେଳେ ଝିଅଙ୍କୁ ଟେକି ନେଇ କଲେ ଦୁ-ଷ୍କ-ର୍ମ

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଏକ ତିନି ବର୍ଷର ନିସ୍ପାପ ଶିଶୁ କୁ ନେଇଯାଇ ଦୁ-ଷ୍କ-ର୍ମ କରିଥିବା ଘଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।ଘରେ କେହି ନଥିବା ବେଳେ ଭିନ୍ନ ଭିନ୍ନ ଆଳ ଦେଖାଇ ତିନି ବର୍ଷର ଶିଶୁ କୁ ଘରକୁ ଡ଼ାକି ନେଇଥିଲା ଦୁ-ଷ୍କ-ର୍ମ-କା-ରୀ।ପରିବାର ଲୋକେ ଝିଅ କୁ ବାହାରେ ଖେଳିବାକୁ ଛାଡ଼ି ଥିବା ବେଳେ ଝିଅ କିନ୍ତୁ ଆଉ ଘର କୁ ଫେରି ନଥିଲା।
Gh

ପରେ ବହୁ ଖୋଜା ଖୋଜି କରିବା ପରେ ପଡୋଶୀ ତଥା ଦୁ-ଷ୍କ-ର୍ମ କାରୀ ର ଘରେ ଥିଲା ତିନି ବର୍ଷର ଶିଶୁ ଟି।ଶିଶୁ ଟି ଚିତ୍କାର କରିବାରୁ ପରିବାର ଲୋକେ ସେଠାରେ ପହଞ୍ଚିବା ପରେ ଭୟଭୀତ ହୋଇ ଦୁ-ଷ୍କ-ର୍ମ କାରୀ ସନ୍ତୋଷ ଖୁଣ୍ଟିଆ ଘଟଣା ସ୍ଥଳ ରୁ ଫେରାର ହୋଇ ଯାଇଥିଲେ।ତେବେ ପିଲାଟିକୁ ପରିବାର ଲୋକେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ୨୩ ବର୍ଷୀୟ ଦୁ-ଷ୍କ-ର୍ମ କାରୀ ଗିରଫ ହୋଇଛି।
Jj

ଦୁ-ଷ୍କ-ର୍ମ କାରୀ ସନ୍ତୋଷ ଖୁଣ୍ଟିଆ ଜଣଙ୍କ ଡ୍ରାଇଭର ଭାବରେ କାମ କରୁଥିବା ବେଳେ ନିଶାସକ୍ତ ଅବସ୍ଥାରେ ଏଭଳି ଜଘନ୍ୟ କାଣ୍ଡ ଘଟାଇଛନ୍ତି।ସେଠାରେ କେହି ନଥିବାର ସୁଯୋଗ ନେଇ ତିନି ବର୍ଷର ଛୋଟ ଶିଶୁଟି କୁ ଦୁ-ଷ୍କ-ର୍ମ କରିଥିଲେ।ବିଭିନ୍ନ ଯାଞ୍ଚ ପରେ ବର୍ତ୍ତମାନ ପୀଡ଼ିତା ଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା କ୍ୟାପିଟାଲ ହସ୍ପିଟାଲ ର ଅଧିକ୍ଷକ କହିଛନ୍ତି।ଖବର ପାଇ ପୋଲିସ ଘଟଣା ସ୍ଥଳରେ ତଦନ୍ତ ଆରମ୍ଭ କରି ସନ୍ତୋଷ ଖୁଣ୍ଟିଆ ଙ୍କୁ ଖୋଜା ଖୋଜି ଆରମ୍ଭ କରିଥିଲା।ଏବଂ ଗତକାଲି ରାତିରେ ତାଙ୍କୁ ଗିରଫ କରିଛି।
ଏହି ଖବରଟି ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଦର୍ଶକ ମାନେ ଏହି ଘଟଣା ଦେଖିବା ପରେ ଅନେକ ଆଲୋଚନା କରିବାରେ ଲାଗିଛନ୍ତି।ଏବଂ ଦୁ-ଷ୍କ-ର୍ମ କାରୀ କୁ ଉଚିତ ଦଣ୍ଡ ଦିଆଯାଉ ବୋଲି କହିଛନ୍ତି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button