ରାଜ୍ୟ

ରାସ୍ତା ମଝିରେ ଜଳିଗଲା ଚଳନ୍ତା ସ୍କୁଟି – Kalinga News

[ad_1]

ରାସ୍ତା ମଝିରେ ଜଳିଗଲା ସ୍କୁଟି । ହୁତୁ ହୁତୁ ହୋଇ ଜଳିଗଲା ଚଳନ୍ତା ସ୍କୁଟି । ଗଞ୍ଜାମ ଜିଲ୍ଲା ପୋଲସରା ଥାନା ବିରିପୁର ଛକ ନିକଟରେ ଗୋଟିଏ ଚଳନ୍ତା ସ୍କୁଟି ଜଳିଯାଇଛି । ସ୍କୁଟିଟି ମାଳତେନ୍ତୁଳିଆ ଗାଁର ନାରାୟଣ ସାହୁଙ୍କର । ସେ ତାଙ୍କର ଜଣେ ସମ୍ପର୍କୀୟଙ୍କ ସହ ବୁଗୁଡାରୁ ଫେରୁଥିବା ବେଳେ ହଠାତ୍ ସ୍କୁଟିରେ ନିଆଁ ଲାଗିଯାଇଥିଲା । ଅଗ୍ନିଶମ ବାହୀନି ପହଞ୍ଚିବା ପୂର୍ବରୁ ସ୍କୁଟିଟି ସମ୍ପୁର୍ଣ୍ଣ ଜଳିପୋଡି ପାଉଁଶ ହୋଇ ଯାଇଥିଲା । ତେବେ ଅଗ୍ନିକାଣ୍ଡରେ କାରଣ ଅସ୍ପଷ୍ଟ ରହିଛି ।

The post ରାସ୍ତା ମଝିରେ ଜଳିଗଲା ଚଳନ୍ତା ସ୍କୁଟି appeared first on KNews Odisha.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button