ଦେଶ- ବିଦେଶ
ଜଙ୍ଗଲ ଭିତରେ ରାସଲୀଳା ଦେଖନ୍ତୁ ଧରା ପଡ଼ିଲେ ଯୁବତୀ ଦେଖନ୍ତୁ ଏହି VIRAL VIDEO

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ବର୍ତ୍ତମାନ୍ ଯୁଗରେ ସମସ୍ତେ ନିଜର ମନୋରଞ୍ଜନ ପାଇଁ ସୋସିଆଲ ମିଡ଼ିଆର ବ୍ୟବହାର କରିଥାନ୍ତି। ତେଣୁ ବର୍ତ୍ତମାନ ସୋସିଆଲ ମିଡିଆ ଏକ ମନୋରଞ୍ଜନର ପ୍ଲାଟଫର୍ମ ପାଲଟିଛି।
ସୋସିଆଲ ମିଡ଼ିଆରେ ଗୀତ, ନାଚ, ମଜାଳିଆ କଥା ପର୍ଯ୍ୟନ୍ତ ସବୁ ରହିଥାଏ। ବର୍ତ୍ତମାନ ସମୟରେ ଏକ ଭିଡ଼ିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ମନୋରଞ୍ଜନ କାର୍ଯ୍ୟକ୍ରମ କହିଲେ ସମସ୍ତଙ୍କ ମନରେ ଆନନ୍ଦର ଲହରୀ ଖେଳିଥାଏ।
ତେବେ ଛୋଟ ଠୁ ବଡ଼ ଯାଏ ମନୋରଞ୍ଜନ କାର୍ଯ୍ୟକ୍ରମ ଦେଖିବା ପାଇଁ ସମସ୍ତେ ଇଚ୍ଛୁକ ଥାନ୍ତି। ବିଭିନ୍ନ କଳାକାର ନିଜ ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି।
ବେଳେ ବେଳେ ଅନେକ ଡାନ୍ସ ଭିଡିଓ ଆସିଥାଏ ଯାହା ଦେଖି ଆମେ ଅନେକ ଆଶ୍ଚର୍ଯ୍ୟ ହେଉଥାଉ। କୌଣସି ଏକ କଲେଜରେ ଏକ ଶିକ୍ଷୟତ୍ରୀ ଓ ଛାତ୍ର ହଟ୍ ଡାନ୍ସରେ ଠୁମକା ଲଗାଉ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି। କୌଣସି ଏକ କଲେଜରେ ଏକ ପ୍ରୋଗ୍ରାମ ହେଉଥିଲା।
ସେଠାରେ ଅନେକ ଛାତ୍ର ଓ ଛାତ୍ରୀ ତଥା ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ମଧ୍ୟ ଉପସ୍ଥିତ ଥିଲେ। ତେବେ ସେଠାରେ ଆରମ୍ଭ ହୋଇଥିଲା ନାଚ ଗୀତ। ନାଚ ଗୀତ ହେଉଛି ଖୁସି ରହିବାର ଏକ ମାଧ୍ୟମ ବୋଲି ଆମେ ସମସ୍ତେ ଜାଣିଚୁ।
କିଛି ଛାତ୍ର ଛାତ୍ରୀଙ୍କ ନାଚ ଗୀତ ପରେ ଜଣେ ଶିକ୍ଷୟିତ୍ରୀ ଓ ଛାତ୍ର ନାଚିବାର ଏହି ଭିଡିଓରେ ଦେଖିବାକୁ ମିଳୁଛି। ଶିକ୍ଷୟତ୍ରୀ ଏବଂ ଛାତ୍ର ଉଭୟ ଓଲିଉଡର ଏକ ହଟ୍ ସମ୍ବଲପୁର ଗୀତରେ ନାଚ ଦେଖାଇଥିଲେ।
ଯାହା ସେହି ଶିକ୍ଷୟତ୍ରୀ ଏବଂ ଛାତ୍ରଙ୍କ ଡାନ୍ସ ଅତ୍ୟନ୍ତ ହଟ୍ ଥିଲା। ତେବେ ସେହି ଶିକ୍ଷୟିତ୍ରୀ ଜଣକ ଏକ କଳା ରଙ୍ଗର ଶାଢ଼ୀ ପିନ୍ଧି ସେହି ହଟ୍ ସଙ୍ଗରେ ଠୁମକା ମାରିଥିଲେ।
ଏହି ନାଚକୁ ଭିଡିଓ କରି ସୋସିଆଲ ମିଡିଆରେ ଛାଡ଼ିଥିଲେ କେହି ଜଣେ। ଏହାସହିତ ଅନେକ ଜଣ ତାଙ୍କ ନାଚକୁ ଭିଡିଓ ମଧ୍ୟ କରିଥିଲେ। ତେବେ ଉଭୟ ଶିକ୍ଷୟତ୍ରୀ ଏବଂ ଛାତ୍ରଙ୍କ ଏହି ଭିଡିଓ ବର୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।




