ସ୍ୱାସ୍ଥ୍ୟ

ଏହାର 4 ଟି ପତ୍ର ପ୍ରତିଦିନ ଚୋବାଇ ଖାଆନ୍ତୁ, ସୁଗାର ପାଇଁ ହୋଇଥାଏ ଅମୃତ ! ଜାଣନ୍ତୁ ଏହାକୁ ଖାଇବାର ସଠିକ ଉପାୟ

ନମସ୍କାର ବନ୍ଧୁଗଣ, ଶରୀରରେ ସୁଗାର ମାତ୍ରା ଅଧିକ ହେବା ଫଳରେ ଡାଇବେଟିସ ରୋଗ ହୋଇଥାଏ । ତେଣୁ ସୁଗାର ମାତ୍ରା ନିୟନ୍ତ୍ରଣ ରଖିବା ନିହାତି ଜରୁରୀ ହୋଇଥାଏ । ଯଦି ଆପଣଙ୍କୁ ଡାଇବେଟିସ ଏବଂ ଆପଣଙ୍କ ସୁଗାର ନିୟନ୍ତ୍ରଣ ହେଉ ନାହିଁ ତେବେ କୌଣସି ଚିନ୍ତାର କାରଣ ନାହିଁ କାରଣ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ଏପରି ଏକ ଆୟୁର୍ବେଦିକ ଉପାୟ ଯାହା ସମ୍ପୂର୍ଣ ଭାବରେ ଆପଣଙ୍କ ସୁଗାରକୁ ନିୟନ୍ତ୍ରଣରେ ରଖିବ ଏବଂ ବଢିଯାଇଥିବା ସୁଗାରକୁ କମାଇବାର କାମ କରିବ ।

ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ସେହି ଆୟୁର୍ବେଦିକ ଉପଚାର ସମ୍ପର୍କରେ । ଆପଣ ମାନଙ୍କ ଘରେ ଅତି ସହଜରେ ତୁଳସୀ ମିଳିଯାଇପାରିବ । ତୁଳସୀକୁ ଏକ ବହୁତ ଭଲ ଆୟୁର୍ବେଦିକ ଗୁଣ ଥିବା ବୃକ୍ଷ ଅଟେ । ତୁଳସୀ ଆପଣଙ୍କ ରୋଗପ୍ରତିରୋଧକ ଶକ୍ତିକୁ ବଢାଇବାରେ ମଧ୍ୟ ସାହାର୍ଯ୍ୟ କରିଥାଏ । ଏବେ କରାଯାଇଥିବା ରିସର୍ଚରୁ ଜଣା ଯାଇଛି କି ତୁଳସୀ ଆପଣଙ୍କ ବଢିଯାଇଥିବା ବ୍ଲଡ ସୁଗାରକୁ କମ କରିବାର କ୍ଷମତା ରଖେ ।

ତୁଳସୀ ଆପଣଙ୍କ ପ୍ୟାନକ୍ରିୟାଜର ବିଟର ସେଲକୁ ଷ୍ଟିମୁଲେଟ କରିଥାଏ । ବିଟର ସେଲରୁ ହିଁ ଇନସୁଲିନ ସିକ୍ରିସନ ହୋଇଥାଏ । ଇନସୁଲିନ ବ୍ଲଡ ସୁଗାର ବଢାଇଥାଏ ତେଣୁ ତୁଳସୀ ଏହି ଇନସୁଲିନ ସିକ୍ରିସନକୁ ଶରୀରରେ କମ ମାତ୍ରାରେ ଅବଜର୍ଭ କରାଇଥାଏ । ଆପଣଙ୍କ ଘରେ ଯଦି ଏହି ତୁଳସୀ ଗଛ ଅଛି ତେବେ ଆପଣ ଏହାର 4ଟି ସତେଜ ପତ୍ର ନେଇଯାନ୍ତୁ ଏବଂ ସକାଳୁ ଉଠି ଖାଲି ପେଟରେ ଏହି 4ଟି ତୁଳସୀ ପତ୍ରକୁ ଆପଣ ଚୋବାଇ ଖାଆନ୍ତୁ ।

ଚୋବାଇ ସାରିବା ପରେ ଆପଣ ପାଣି ପିଅନ୍ତୁ । ଆଉ ଏକ ଉପାୟ ହେଉଛି ଆପଣ 4ଟି ତୁଳସୀ ପତ୍ର ନିଅନ୍ତୁ ଏବଂ ଏହାର କାଢା ପ୍ରସ୍ତୁତ କରନ୍ତୁ । ଏହି କାଢା ପ୍ରସ୍ତୁତ କରିବା ପାଇଁ ଏକ କପ ପାଣି ଗରମ କରି ଫୁଟାନ୍ତୁ । ସେହି ଫୁଟୁଥିବା ପାଣିରେ ଏହି ତୁଳସୀ ପତ୍ରକୁ ପକାନ୍ତୁ । ଏବଂ ପାଣି ସହ ତୁଳସୀ ପତ୍ରକୁ ଭଲ ଭାବରେ ଫୁଟାନ୍ତୁ । ଏହାପରେ ଆପଣ ଏହାକୁ ଛାଣି ନିଅନ୍ତୁ ।

ଆପଣ ଏହାକୁ ସକାଳୁ ଖାଲି ପେଟରେ ବି ପିଇ ପାରିବେ ଏବଂ ସନ୍ଧ୍ୟା ସମୟରେ ମଧ୍ୟ ପିଇ ପାରିବେ । ତୁଳସୀ ପତ୍ରର ଆଉ ଏକ ଉପାୟ ହେଉଛି ଆପଣ କିଛି ତୁଳସୀ ପତ୍ରକୁ ରାତିରେ ପାଣିରେ ଭିଜାଇ ଦିଅନ୍ତୁ । ଏବଂ ଆପଣ ସକାଳୁ ଏହାକୁ ଛାଣି ପିଇ ନିଅନ୍ତୁ ଖାଲି ପେଟରେ ।

ଆପଣ ରାତିରେ ପତ୍ର ଭିଜାଇବା ସମୟରେ ଯଦି ଏକ ଚାମଚ ମେଥି ଦାନା ମିଶାଇ ଦେବେ ତେବେ ଆପଣଙ୍କ ସୁଗାରକୁ କମ କରିବାର ତାକତ ଆହୁରି ବେଶି ବଢିଯାଇଥାଏ । ଏହି ଉପାୟ ମଧ୍ୟରୁ ଯେକୌଣସି ଗୋଟିଏ ଉପାୟକୁ ଆପଣ ନିୟମିତ 2 ରୁ 3 ମାସ କରିବା ଆବଶ୍ୟକ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ,ଶେୟାର କରିବାକୁ ଜମା ବି ଭୁଲିବେନି ।

Related Articles

Leave a Reply

Your email address will not be published. Required fields are marked *

Back to top button