ସ୍ୱାସ୍ଥ୍ୟ

25 ବର୍ଷ ପୁରୁଣା ଡାଇବେଟିସ କେବେଳ 7 ଦିନରେ କଣ୍ଟ୍ରୋଲ ହେଇଯିବ, କରନ୍ତୁ ଏହି ଉପାୟ

ନମସ୍କାର ବନ୍ଧୁଗଣ , ଆଜି କାଲି ଦୁନିଆରେ ଅନେକ ପ୍ରକାରର ରୋଗ ଦେଖା ଯାଉଛି । ଯାହା ମଣିଷର ଶରୀରକୁ  ଦୁର୍ବଳ  ଓ ଶରୀର କ୍ଷୟ ଗତି କୁ ନେଇଯାଇଥାଏ । ରୋଗର ଉପକରଣ ପାଇଁ ଅନେକ ଉପାୟ ଅବଲମ୍ବନ କରନ୍ତି । ଏଥି ମଧ୍ୟରୁ ଡାଇବେଟିସ ହେଉଛି ଅନ୍ୟତମ ଅଟେ । ଏହି ରୋଗ ପ୍ରାୟତ  ସମସ୍ତକ ପାଖରେ ଦେଖା ଯାଏ ।   ଡାଇବେଟିସ ରୋଗକୁ ମଧୁମୟ ରୋଗ ବୋଲି କୁହାଯାଏ ।


ଯେଉମାନେ ଅନେକ ବର୍ଷରୁ ଏହି ରୋଗ ଦ୍ଵାରା ପୀଡିତ ହେଇଛନ୍ତି । ସେମାନଙ୍କ ପାଇଁ ଏମିତି ଏକ କାଢା  ବନେଇବା ଶିଖେଇବି ଯାହା ଆପଣକର ପୁରୁଣାରୁ ପୁରୁଣା ମଧୁମୟ ରୋଗକୁ ଭଲ କରିବାର ସକ୍ଷମ ଅଟେ । ଏହାକୁ ପ୍ରତିଦିନ ପିଇବା ଦ୍ଵାରା ଆପଣ ମାନକ ରୋଗକୁ ଭଲ କରିଥାଏ ତାହା ସହିତ ଶରୀରର ରୋଗପ୍ରତିରୋଗକା ଶକ୍ତିକୁ ବୃଦିକରିଥାଏ। ଯାହା ଦ୍ଵାରା କୋଣସି ବି ରୋଗ ବ ଭାଇରସ ତୁମ ଶରୀରକୁ ଚୁଇପାରିବା ନାହିଁ ।

ଏହି ଦ୍ଵାରା ଆପଣ ନିରୋଗୀ ହୋଇ ରହିବେ । ମଧୁମୟ ହେଉଛି ଆଜିକାର ଦିନରେ ବୋହୁତ ବଡ ସମସ୍ୟା ଆପଣ ମାନକର ଦିନଚୋଜ୍ୟାର ପରିବର୍ତ୍ତନ ଏବଂ ଖାଦ୍ୟ ଅନିୟମତା ମଧୁମୟ ରୋଗ ଭଲ ହେବ ପାଇଁ ଲୋକମାନେ ହଜାର ହଜାର ପଇସା କର୍ଚ କରୁଛନ୍ତି । ଅନେକ ଡାକ୍ତରକ ପାଖକୁ ଯାଉଛନ୍ତି ମାତ୍ର କୋଣସି ପ୍ରକାର ସୁଧାର ପରିଲକ୍ଷିତ ହେଉନାହି । ପ୍ରାୟତ ଛୋଟରୁ ନେଇ ବଡ ଯାଏ ସମସ୍ତେ ଏହି ରୋଗର ଶିକାର ହୋଇଛନ୍ତି ।

ମାତ୍ର ଏହି କାଢା ର ସେବନ ଦ୍ଵାରା ଆପଣକର ଅନେକ ବର୍ଷର ମଧୁମୟ ରୋଗ ଠିକ ହେଇଯିବ। ଏହି ଉପଚାରକୁ ବନେଇବା ପାଇଁ କେବେଳ ଦୁଇଟି ବିଷୟର ଆବଶ୍ୟକ ହୋଇଥାଏ । ଆପଣ ଯଦି ଏହାକୁ ସବୁ ଦିନ ସେବନ କରିବା ଦ୍ଵାରା ଏହି ରୋଗ ସବୁ ଦିନ ପାଇଁ ଶେଷ ହେଇଯାଏ  । ଆସନ୍ତୁ ଜାଣିବା ଏହି ଉପଚାର  ବନେଇବାର ବିଧି ଓ ସେବନ କରିବାର  ପ୍ରଣାଳୀ ବିଷୟରେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button