ଋଣ ବୋଝ ପାଇଁ ଚିନ୍ତିତ ରହିଛନ୍ତି କି ? ଜାଣନ୍ତୁ ଋଣ ମୁକ୍ତିର ଏହି ଉପାୟ
ନମସ୍କାର ବନ୍ଧୁଗଣ , ମୁ ଆଜି ଆପଣମାନକୁ ଋଣ ମୁକ୍ତିର ଉପାୟ ବିଷୟରେ ଅବଗତ କରେଇବି । ଋଣ ଭାର ଆମକୁ ବହୁତ ବ୍ୟତିବେସ୍ତ କରିଥାଏ। ଜାତକର କେଉଁ ଭାବ ଆପଣମାନକୁ ବହୁତ ଜାଗ୍ରତ କରିଥାଏ । କି ଆପଣ ଲୋନ ନକରି ରହିପାରିବେ ନାହି । ଏବଂ ଏହି ଋଣ ଆମକୁ ବହୁତ କଷ୍ଟ ଦେଇଥାଏ । ଏବଂ ଏହି କଷ୍ଟରୁ ଆମେ କେମିତି ବାହାରିବା ଏହାର କିଛି ସୁନ୍ଦର ପ୍ରତିକାର ଆପଣମାନକୁ କହିବି ।
ଋଣ ନେବା ଦ୍ଵାରା ବେଳେ ବେଳେ ରାତିରେ ନିଦ୍ରା ମଧ୍ୟ ହୋଇନଥାଏ । ଯଦି ଅଧିକ ଋଣ ନେଇଛନ୍ତି । ମାତ୍ର ଏହା ଠିକ ସମୟ ଭିତରେ ସୁଝି ଯାଉଛି । ତେବେ ଠିକ କଥା ମାତ୍ର ଏହା ଆୟଠାରୁ ଅଧିକ ପଳାଇଯାଉଛି । ସେ ଅନୁସାରେ ଆମର ଆୟ ହେଉନି । ତେବେ ଏହା ଆମ ଜୀବନରେ ଅସୁବିଧାର କାରଣ ହୋଇଥାଏ । ଆମ ଜାତକର ଷଷ୍ଠ ସ୍ଥାନ ହେଉଛି ଋଣର ଭାଗ ।
ଏହି ଭାଗରୁ ଆମେ ଜାଣିଥାଉ କି ଆମେ କେତେ ଋଣ ନେଇଥାଉ କେତେ ସୁଝି ପାରୁ ଆଉ କେତେ ନ ସୁଝି ପାରୁ ଏହା ଷଷ୍ଠ ଭାଗରୁ ହି ଜାଣିପାରୁ । ଯେଉଁମାନକ ଜାତକରେ ଲଗ୍ନାଦିପତି ଷଷ୍ଠରେ ଥାଆନ୍ତି । ତେବେ ସେଇ ଭାଗର ଅଧିପତି ଲଗ୍ନ ହୋଇଥାନ୍ତି । ଷଷ୍ଠ ଶୁଭ ସ୍ଥାନ ନୁହେ ତାଙ୍କୁ କୁହାଯାଏ ତ୍ରିକ ଜାଗା ।
କିନ୍ତୁ ଲଗ୍ନ ହେଉଛି କେନ୍ଦ୍ର ଆଉ କୋଣ ରହୁଛି । ଲଗ୍ନ ହେଉଛି ଶକ୍ତିଯୁକ୍ତ ଓ ଲଗ୍ନ ହେଉଛି ଆମେ ନିଜେ ଆମ ମୁଣ୍ଡଠାରୁ ପାଦ ଯାଏ ଆମ ବର୍ଣ୍ଣ ,ରଙ୍ଗ , ରୂପ ଚିନ୍ତାଧାରା ପୁରା ନିଜେ ହେଉଛୁ ଲଗ୍ନ । ସେମାନେ ଯାଇ ଯେବେ ଷଷ୍ଠ ସ୍ଥାନରେ ବସିଯାଆନ୍ତି । ସେମାନକ କିଛି ଟିକେ ହେବ ତେବେ ଯାଇ ଲୋନ ନେଇ ଆସିବେ ବା ସୁନା ଗ୍ରହଣ ଦେଇଦେବେ । ତେଣୁ କରି ସେମାନେ ସବୁବେଳେ ଲୋନ ପ୍ରତି ନିଜକୁ କେନ୍ଧ୍ରୀକୃତ କରିଥାନ୍ତି ।
ଯଦି ଏମାନକ ଜାତକର ଷଷ୍ଠ ସ୍ଥାନରେ ଲଗ୍ନ ବସିଥାନ୍ତି । ସେମାନେ ଟିକି ଟିକି କଥାରୁ ଲୋନ ପ୍ରତି ଆକର୍ଷିତ ହୁଅନ୍ତି । ତେଣୁ ଷଷ୍ଠ ସ୍ଥାନରେ ଲଗ୍ନ ଥିବା ବ୍ୟକ୍ତି ଆଦୌ ଋଣ କରିବା ଅନୁଚିତ ଅଟେ । ଯଦି ଋଣ ପ୍ରତି ମନ ଆକର୍ଷିତ କରୁଛି । ତେବେ ମଧ୍ୟ ଲୋନ ନେବେନି ମନ ଇଛା କଲେ ମଧ୍ୟ କରନ୍ତୁ ନାହି । କାରଣ ଯେଉ ମାନକ ଜାତକରେ ଲଗ୍ନ ଥାନ୍ତି । ସେମାନେ ଋଣ ସୁଝିପାରନ୍ତି ନାହି ।
ତେଣୁ କରି ସେମାନେ ଋଣ ଠାରୁ ଯେତେ ଦୂର ରହିଲେ ସେତେ ଭଲ ହୋଇଥାଏ । ଆଉ ଆପଣମାନେ ବୁଧବାର ଋଣ ନେଇପାରିବେ । ମାତ୍ର ମଙ୍ଗଲବାର ଦିନ ଲୋନ ନେବେ ନାହି । କାରଣ ଆପଣ ଯେତେ କୋଟି ପତି ଥିଲେ ମଧ୍ୟ ଯଦି ଆପଣ ଶହେ ଟଙ୍କା ବି ନେଇଥାନ୍ତି ମଙ୍ଗଳବାର ଦିନ ହେଲେ ମଧ୍ୟ ସେଇ ଶହେ ଟଙ୍କାକୁ ସୁଝି ପାରିବେ ନାହି । ତେଣୁ କରି ବୁଧବାର ଦିନ ଋଣ ନେବା ଏହାକୁ ସୁଝିବା ସାଧ୍ୟ ହୋଇଥାଏ ।
ଆଉ ଗୋଟେ ବିଷୟ ହେଲା ଋଣ ମୋଚନ ସୂତ୍ର ଆପଣମାନେ ତ୍ରିସଂଧା ସମୟରେ ପାଠ କରିବେ ଶ୍ରୀ ଲକ୍ଷ୍ମୀ ଙ୍କ ଋଣ ମୋଚନ ସୂତ୍ର ତ୍ରିସଂଧାରେ ପାଠ କରିବା ଦ୍ଵାରା କେଉଁ ବାଟରୁ ହେଲେ ମଧ୍ୟ ଆପଣକ ଋଣ ସୁଝି ଯିବ । ଯଦି ଆପଣ ଶ୍ରଦ୍ଧାର ସହିତ କରିଥିବେ । କାରଣ ଶ୍ରଦ୍ଧା ନାହିଁ ତ କିଛି ନାହି । ତେଣୁ କରି ଏହାକୁ ଶ୍ରଦ୍ଧା ଭୟଭକ୍ତି ସହ ପାଠ କରିବା ଉଚିତ । ଆଉ ମଙ୍ଗଳବାର ଦିନ ଯଦି ମନ୍ଦିର ତିଆରି ହେଉଛି ତେବେ ତେବେ ମଦିର ତିଆରି ପାଇଁ ଇଟା ଦିଆନ୍ତୁ ।
ମନ୍ଦିର ତିଆରି ହେଉଥିବା ଏକ ଇଟାକୁ ଆଣିବେ ଏବଂ ଏହାକୁ ଶୋଇବା ପୁବରୁ ଇଟାକୁ ଧରି ହନୁମାନ ଭଗବାନ କୁ ସ୍ମରଣ କରନ୍ତୁ । ଏହି ସମସ୍ତ ବିଷୟକୁ ନିଜର ବ୍ୟକ୍ତିଗତ ଜୀବନରେ ଅବଲମ୍ବନ କରନ୍ତୁ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।