ରାଜ୍ୟ

କଲେଜ୍ ଛାତ୍ରୀ ଙ୍କ ଭିଡିଓ ହେଲା ଭାଇରାଲ ଦେଖନ୍ତୁ କେମିତି ଚାଲିଛି ଏଠାରେ ଏମିତି ଅବସ୍ଥାରେ ଖେଳ VIRAl VIDEO

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆପଣ ମାନେ ଏହି ଭିଡ଼ିଓଟିରେ ଦେଖିପାରୁଥିବେ କେମିତି ସ୍କୁଲ୍ ଝିଅ ମ-ଦ ପିଉଛନ୍ତି। ସ୍କୁଲ ଛାତ୍ରୀ ମାନେ ପାଠ ପଡ଼ିବା ନା’ରେ ସ୍କୁଲ୍ ଆସି ମ-ଦ କିଣି ପିଉଛନ୍ତି। ମ-ଦ ପିଇ ନିଶାରେ ଗୀତ ଗାଇ ଚାଲିଛନ୍ତି ଝିଅ ମାନେ।
ହେଲେ ସେଇ ଝିଅମାନେ ଥରେ ଭାବୁନାହାନ୍ତି ବାପା ଦିନମଜୁରିଆ ହୋଇ ଅଳିଏ ଖାଇ ଅଳିଏ ଉପାସ ରହି ଝିଅକୁ ପାଠ ପଢେଇଲା। ନିଜେ ଅପାଠୁଆ ହୋଇ ଝିଅକୁ ପାଠ ପଢେଇ ଭଲ ମଣିଷ କରିବା ପାଇଁ ସ୍ବପ୍ନ ଦେଖିଥାଏ। କେତେ ଆଶା ଭରଷା ଝିଅ ଉପରେ ରଖିଥାଏ।
ତେବେ ବନ୍ଧୁଗଣ ବର୍ତ୍ତମାନ ଏଭଳି ଏକ ଭିଡ଼ିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବା ପାଇଁ ମିଳିଛି କି ସ୍କୁଲର ଦୁଇ ଜଣ ଛାତ୍ରୀ ମ-ଦ ପିଉଛନ୍ତି। ଜଣେ ଛାତ୍ରୀ ମ-ଦ ପିଇସାରି ତାପରେ ଆଉ ଜଣେ ଛାତ୍ରୀଙ୍କୁ ବଢ଼ାଇ ଦେଉଛି ଆଉ ସେ ମଧ୍ୟ ବୋତଲ ଟେକି ବେସ ଖୁସିରେ ମ-ଦ ପିଉଛି।
ତେବେ ଆଉ ଜଣେ କେହି ଏହି ସବୁ ଦୃଶ୍ୟ ର ଭିଡ଼ିଓ ରେକର୍ଡ କରିଛି। ଯାହା ପରବର୍ତ୍ତୀ ମୁହୂର୍ତ୍ତରେ ସୋସିଆଲ ମିଡ଼ିଆ ରେ ମଧ୍ୟ ଭିଡ଼ିଓଟିକୁ ପୋଷ୍ଟ କରିଛି।
ଏହି ଦୃଶ୍ୟ ଦେଖିଲେ ଆପଣ ବି ବିସ୍ମିତ ହୋଇଯିବେ। ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବା ଭଳି ଭିଡିଓ ସାମ୍ନାକୁ ଆସିଛି। ଯାହା ଏବେ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି। ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ ହୋଇଯାଉଛି।
ଏହି ଭିଡିଓରେ ଆପଣ ଦେଖି ପାରୁଥିବେ ଉଭୟ ମ-ଦ ପିଇବାରେ ବ୍ୟସ୍ତ ଆଉ ଉଭୟଙ୍କ ହାତରେ ଗୋଟିଏ ଲେଖାଏଁ ମଦ ବୋତଲ। ଆଉ ତାହା ଏବେ ଖୁବ ଭାଇରାଲ ହେବାରେ ଲାଗିଛି।
ଆଉ ହାତରେ ଧରିଥିବା ବିୟର ବୋତଲରୁ ପାଳି ପାଳି କରି ପିଇ ଯାଉଛନ୍ତି। ଏମାନେ ୨ ଜଣ ସ୍କୁଲ ଛାତ୍ରୀ ହୋଇଥିବା ଜଣାପଡିଛି। ଏତେ କମ ବୟସରୁ ଯଦି ପିଲା ଏମିତି ହେବେ ତେବେ ତାଙ୍କର ଭବିଷ୍ୟତ ପୁରା ନଷ୍ଟ ହୋଇଯିବ। ଆଉ ଏଭଳି କିଛି ନାରୀ ହିଁ ସମାଜକୁ ନଷ୍ଟ କରି ଦେଇ ସାରିଲେଣି। ତେବେ ବନ୍ଧୁଗଣ ଏହି ଘଟଣାର ଭିଡିଓ କରି ଭା-ଇ-ରା-ଲ ପରେ ଏହା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।

Related Articles

Leave a Reply

Your email address will not be published. Required fields are marked *

Back to top button