ଦେଶ- ବିଦେଶ

ରୁଷରେ ଆତଙ୍କବାଦୀ ଆକ୍ରମଣ , ୧୫ ମୃତ – Kalinga News

[ad_1]

ନୂଆଦିଲ୍ଲୀ : ରୁଷ୍ରେ ଆଜି ୨ଟି ସହରରେ ଆତଙ୍କବାଦୀ ଆକ୍ରମଣ ହୋଇ ୧୫ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଦାଗେସ୍ତାନରେ ଆଜି ୨ଟି ଚର୍ଚ୍ଚ ଏବଂ ପୁଲିସ ପୋଷ୍ଟ୍ ଉପରେ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଅଧିକାରୀମାନେ କହିଛନ୍ତି, ମଖାଚକଲାରେ ୪ ବନ୍ଧୁକଧାରୀଙ୍କୁ ପୁଲିସ ଗୁଳି କରି ମାରିଥିବାବେଳେ ଅନ୍ୟ ୨ ଜଣଙ୍କୁ ଡର୍ବେଣ୍ଟ୍ରେ ନିପାତ କରିଛନ୍ତି। ଏକ ମୁସଲିମ ବହୁତ ଅଞ୍ଚଳରେ ଆଜି ଏହି ଘଟଣା ଘଟିଛି। ଏହି ଆକ୍ରମଣ ପାଇଁ କିଏ ଦାୟୀ ତାହା ରୁଷ୍ର ବରିଷ୍ଠ ପୁଲିସ ଅଧିକାରୀମାନେ ଅବଗତ ଥିବା କହିଛନ୍ତି। ରୁଷ୍-ୟୁକ୍ରେନ ଯୁଦ୍ଧକୁ ଇଙ୍ଗିତ କରି ସେମାନେ ଏହା କହିଛନ୍ତି। ଅଧିକାରୀମାନେ କହିଛନ୍ତି, ଯୁଦ୍ଧ ଆମ ଘର ପର୍ଯ୍ୟନ୍ତ ଆସିବ ବୋଲି ଆମେ ଅନୁଭବ କରିଥିଲୁ କିନ୍ତୁ ଆଜି ଆମେ ଏହାକୁ ସାମ୍ନା କରୁଛୁ।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button