ଦେଶ- ବିଦେଶ

ହାଇକୋର୍ଟ ଆଣିଲା ନୂଆ ନିୟମ, ଏଣିକି ବିବାହିତ ପୁରୁଷ ବି ରଖି ପାରିବେ ଅନ୍ୟ ମହିଳାଙ୍କ ସହ ସମ୍ପର୍କ, ଜାଣନ୍ତୁ ପୁରା ଖବର

କୋର୍ଟ ତରଫରୁ ମିଳିଲା ବଡ ଶୁଣାଣି । ବିବାହିତ ପୁରୁଷ ଏହି ପାରିବେ ଅନ୍ୟ ମହିଳାଙ୍କ ସହିତ । ଯାହା ଆଇନଗତ ଅପରାଧ ବୋଲି ବିବେଚନା କରାଯିବ ନାହିଁ ।ଏପରି ଏକ ଶୁଣାଣି କରିଛନ୍ତି ରାଜସ୍ଥାନ ହାଇକୋର୍ଟ । ଏହି କୋର୍ଟରେ ଜଣେ ମହିଳା ନିଜ ସ୍ଵାମୀଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ମହିଳାଙ୍କ ଅଭିଯୋଗ ଅନୁସାରେ , ତାଙ୍କ ସ୍ଵାମୀ ଅନ୍ୟତ୍ର ଏକ ମହିଳା ସହିତ ରହୁଛନ୍ତି ।

E

ଏହି ଅଭିଯୋଗର ଶୁଣାଣି ବେଳେ ଜଷ୍ଟିସ କୁଲଦୀ ମାଧୁର କହିଥିଲେ ନିୟମ ଅନୁସାରେ ସ୍ଵାମୀଙ୍କ ପ୍ରଥମ ବିବାହ ବୈଧ ଥିବା ବେଳେ ଦ୍ଵିତୀୟ ବିବାହ କରି ପାରିବେ ନାହିଁ ।

ହେଲେ ବିବାହ ନ କରି ଅନ୍ୟ କାହା ସହିତ ରହିବା ଆଇନଗତ ଭାବେ ଅପରାଧ ନୁହେଁ । କାରଣ ସ୍ଵାମୀ ଜଣଙ୍କ ସେହି ମହିଳା ଜଣଙ୍କୁ ବାଦ କରି ନାହାନ୍ତି । ଏପରି କିଛି ରାୟ ଜଣାଇ ମହିଳାଙ୍କ ଅଭିଯୋଗକୁ ଖାରଜ କରିଛି କୋର୍ଟ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button