ସ୍ୱାସ୍ଥ୍ୟ

କେଶ ଝଡିବା ଓ ଡ୍ୟାଣ୍ଡରଫ ସମସ୍ୟା ଦୂର କରି କେଶକୁ କଳା ଓ ମୂଳରୁ ମଝବୁତ କରିଦେବ ଏହି ଚମତ୍କାରୀ ଉପାୟ

ନମସ୍କାର ବନ୍ଧୁଗଣ । ପୁରୁଷ ହେଉ ବା ମହିଳା ହେଉ କଳା ଘନ ଓ ମୂଲାୟମ କେଶ ପାଇବାକୁ ସମସ୍ତ ଙ୍କର ଇଛା । କିନ୍ତୁ ଆଜିକାଲି ର ସମୟ ରେ ଆମ ମାନଙ୍କର ଜୀବନ ଶୈଳୀ କିଛି ଏପରି ହୋଇ ଯାଇଛି, ତାହା କାରଣ ରୁ କେଶ ଝଡିବା ଏକ ସାଧାରଣ ସମସ୍ଯା ହୋଇ ଯାଇଛି । କିନ୍ତୁ କଛି ଲୋକ ଙ୍କ ଠାରେ ଚନ୍ଦାପଣ ଜନିତ ସମସ୍ଯା ଦେଖିବାକୁ ମିଳୁଛି । ଚନ୍ଦାପଣ ଏକ ଏଭଳି ସମସ୍ଯା ଯାହା ଅଧିକତର ଜେନେଟିକ୍ସ ର କାରଣ ରୁ ହେବାର ଦେଖିବାକୁ ମିଳିଥାଏ ।

ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ଏପରି ହୋମ ରେମିଡି, ଯାହାର ସାହାର୍ଯ୍ୟ ରେ ଆପଣ ମାତ୍ର 90 ଦିନ ମଧ୍ୟରେ ନିଜର ଚନ୍ଦାପଣ କୁ ଦୂର କରି ପାରିବେ । ଏହା ପାଇଁ ଆପଣ ଙ୍କୁ ସର୍ବପ୍ରଥମେ ଏକ ଗୋଟା ପିଆଜ ର ରସ ର ଆବଶ୍ୟକ ପଡିବ । ଏହା କେଶ ପାଇଁ ଅତ୍ୟନ୍ତ ଲାଭଦାୟୀ ହୋଇଥାଏ ।

ପିଆଜ ରସ ଚନ୍ଦା ଥିବା ସ୍ଥାନରେ ନୂତନ କେଶ ଉଠିବା ରେ ସହାୟକ ହୋଇଥାଏ । ତାହାସହ ଏହା କେଶ ର ମୂଳ କୁ ମଧ୍ୟ ସୁରକ୍ଷା ପ୍ରଦାନ କରିଥାଏ । କୌଣସି ପ୍ରକାରର ଇନଫେକସନ ହେବାକୁ ଦେଇ ନଥାଏ । କେଶ କୁ ଖୁବ ଶୀଘ୍ର ଘନ ମୋଟା ଓ ମଜବୁତ କରିଥାଏ । ଆପଣ ପିଆଜ ରସ କୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ ପିଆଜ କୁ ଘୋରି ନିଅନ୍ତୁ ।

ତାହା ପରେ ସେହି ପିଆଜ ଗୁଡିକୁ ଚିପୁଡି ତାହାର ରସ ବାହାର କରି ନିଅନ୍ତୁ । ସେହି ରସ କୁ ଆପଣ ମାନେ ନିଜ କେଶ ରେ ଭଲ ଭାବରେ ଲଗାଇ ମାଲିସ କରନ୍ତୁ । ଏହା ପରେ 2 ଘଣ୍ଟା ପାଇଁ କେଶ କୁ ସେହିପରି ଛାଡି ଦିଅନ୍ତୁ । ତାହାପରେ କେଶ କୁ ଭଲ ଭାବରେ ଧୋଇ ନିଅନ୍ତୁ ।

ଏପରି କରିବା ଦ୍ଵାରା କେଶ ଜନିତ ସମସ୍ତ ସମସ୍ଯା ରୁ ମୁକ୍ତି ମିଳିବା ସହ ମୁଣ୍ଡ ରେ ଥିବା ଚନ୍ଦାପଣ ରୁ ଅମଧ୍ୟ ମୁକ୍ତି ମିଳିବ । ତାହାଛଡା ବନ୍ଧୁଗଣ ଚନ୍ଦାପଣ ରୁ ମୁକ୍ତି ପାଇବା ପାଇଁ ଆପଣ ‘ଗ୍ରୀନ ଟି’ ର ମଧ୍ୟ ସହାୟତା ନେଇ ପାରିବେ । ଯଦି ଆପଣ ପ୍ରତ୍ଯେକ ଦିନ 3 ରୁ 4 କପ ଗ୍ରୀନ ଟି’ ର ସେବନ କରନ୍ତି,

ତେବେ ଏହା ଆପଣଙ୍କ କେଶ କୁ ମୂଲାୟମ କରିବା ଆରମ୍ଭ କରି ଦେଇଥାଏ । ତାହାଛଡା ବନ୍ଧୁଗଣ ନଡିଆ ତେଲ ମଧ୍ୟ କେଶ ପାଇଁ ଖୁବ ଭଲ ହୋଇଥାଏ । ଆପଣ ନିଜର କେଶ କୁ ମୂଲାୟମ ତଥା ଘନ କରିବା ପାଇଁ କେଶ ରେ ନଡିଆ ତେଲ ଲଗାଇବା ସହ ଖାଦ୍ୟ ରେ ମଧ୍ୟ ଅନ୍ୟ କୌଣସି ତେଲ ର ସ୍ଥାନରେ ନଡିଆ ତେଲ ର ବ୍ୟବହାର କରି ପାରିବେ ।

ଏହା ଦ୍ଵାରା ମଧ୍ୟ ଆପଣ ଙ୍କର ଚନ୍ଦାପଣ ମୂଳରୁ ଦୂର ହୋଇଯିବ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗିଥାଏ, ତେବେ ଆପଣ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button