ଜ୍ୟୋତିଷ

ଭାରତର କେଉଁ ବ୍ୟକ୍ତିଙ୍କ ଗାଡ଼ିରେ ନମ୍ବର ପ୍ଲେଟ ନଥାଏ? IAS ପରୀକ୍ଷା ଇଣ୍ଟରଭିଉ ପ୍ରଶ୍ନ

ବନ୍ଧୁଗଣ ଆପଣ ମାନଙ୍କୁ ଆମ ନ୍ୟୁଜ ପୋର୍ଟାଲ କୁ ହାର୍ଦ୍ଦିକ ସ୍ୱାଗତ, ଆପଣ ମାନେ ଜାଣିଥିବେ IAS ଏବଂ IPS ପରୀକ୍ଷା ରେ କେତେ କଷ୍ଟ ପୂର୍ଣ ପ୍ରଶ୍ନ ପଡିଥାଏ । ଏହାକୁ ସମାଧାନ କରିବା ଜଟିଳ ହୋଇଥାଏ । ଅନେକ ପିଲାମାନେ ଘଣ୍ଟା ଘଣ୍ଟା ଧରି ଏଥିପାଇଁ ପ୍ରସ୍ତୁତି ଅଭ୍ୟାସ କରନ୍ତି । ଆଜି ଆମେ ଆଣିଛୁ ବିଦ୍ୟାର୍ଥୀ ମାନଙ୍କ ପାଇଁ କେତେକ ଜରୁରୀ ସାଧରଣଜ୍ଞାନ ପ୍ରଶ୍ନ ।

କେତକ ଜରୁରୀ ସାଧାରଣ ଜ୍ଞାନ ପ୍ରଶ୍ନ ଯାହା କି ପ୍ରତ୍ୟେକ ବିଦ୍ୟାର୍ଥୀ ମାନଙ୍କର ଜାଣିବା ଉଚିତ । ଏହା କମ୍ପିଟେଟିଭ ପରୀକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ ।

ପ୍ରଶ୍ନ : ଭାରତରେ କାହାର କାରରେ ଆଜି ପର୍ଯ୍ୟନ୍ତ ନମ୍ବର ପ୍ଲେଟ୍ ନାହିଁ? ଜାଣନ୍ତୁ

ଉତ୍ତର – ରାଷ୍ଟ୍ରପତି  କାରରେ ନମ୍ବର ପ୍ଲେଟ୍ ନାହିଁ । କାରଣ ସେମାନଙ୍କ କାରରେ ନମ୍ବର ପ୍ଲେଟ ବଦଳରେ ଅଶୋକା ଚିହ୍ନ ଅଛି ।

ପ୍ରଶ୍ନ : ଜାଲିଆଲା ବାଗ କେଉଁ ସହରରେ ଅବସ୍ଥିତ?

ଉତ୍ତର: ଅମୃତସର

ପ୍ରଶ୍ନ: ବିବାହିତ କନ୍ୟା ବିବାହ ସମୟରେ ହାତରେ ମେହେନ୍ଦୀ ଲଗାଏ କାହିଁକି ?

ଉତ୍ତର : ଭାରତୀୟ ପରମ୍ପରାରେ ମେହେନ୍ଦୀର ପ୍ରଚଳନ ବହୁତ ଯୁଗରୁ ହୋଇଆସୁଛି, ମେହେନ୍ଦୀ ନାରୀର ଏକ ଅଭିନ୍ନ ଅଙ୍ଗ ଅଟେ, ଯାହା ବିନା କିଛି ବି ରୀତିନୀତି ସଂପର୍ଣ୍ଣ ହୁଏ ନାହିଁ, ଏଥିପାଇଁ ବିବାହ ସମୟରେ କନ୍ୟାର ହାତରେ ମେହେନ୍ଦୀ ଲଗାଯାଏ

ପ୍ରଶ୍ନ : ଜଣେ ବ୍ୟକ୍ତି ଭାରତରେ କେତେଥର ପ୍ରଧାନମନ୍ତ୍ରୀ ହୋଇପାରିବେ?

ଉତ୍ତର- ଭାରତରେ ଯେ କୌଣସି ଯୋଗ୍ୟ ବ୍ୟକ୍ତି କେତେଥର ଭାରତର ପ୍ରଧାନମନ୍ତ୍ରୀ ହୋଇପାରିବେ

ପ୍ରଶ୍ନ : ପୂର୍ବ ପାକିସ୍ତାନ କେଉଁ ଦେଶର ପୁରୁଣା ନାମ?

ଉତ୍ତର: ବାଂଲାଦେଶ

ପ୍ରଶ୍ନ : ବିଶ୍ୱନାଥ ମନ୍ଦିର କେଉଁଠାରେ ଅବସ୍ଥିତ?

ଉତ୍ତର: ବାରାଣାସୀରେ

ପ୍ରଶ୍ନ : ଗୋଟିଏ ଘୋଡା ଶକ୍ତି କେତେ ୱାଟ?

ଉତ୍ତର: 746 ୱାଟ

ପ୍ରଶ୍ନ: ଏହା କ’ଣ ଯାହା ତୁମେ କାହାକୁ ଦେବା ପରେ ମଧ୍ୟ ରଖିପାରିବ?

ଉତ୍ତର – ତୁମର ପ୍ରତିଜ୍ଞା

ପ୍ରଶ୍ନ: କେଉଁ ଦେଶ ବିଶ୍ୱର ରୂପା ଉତ୍ପାଦନକାରୀ ରେ ପ୍ରଥମ?

ଉତ୍ତର: ମେକ୍ସିକୋ

ପ୍ରଶ୍ନ: କ୍ଷେତ୍ର ଅନୁଯାୟୀ ଦୁନିଆର ସବୁଠାରୁ ଛୋଟ ଦେଶ କେଉଁ?

ଉତ୍ତର: ଭାଟିକାନ୍ ସହର

ପ୍ରଶ୍ନ : ସୁଇଜ୍ କେନାଲ କେଉଁ ଦୁଇଟି ସମୁଦ୍ରକୁ ସଂଯୋଗ କରେ?

ଉତ୍ତର : ଭୂମଧ୍ୟସାଗର ଏବଂ ଲୋହିତ ସାଗର

ପ୍ରଶ୍ନ: ଭାରତର ଜାତୀୟ ଖାଦ୍ୟ କ’ଣ?

ଉତ୍ତର: ଖେଚେଡ଼ି

ପ୍ରଶ୍ନ: ବୟସ୍କ ମଣିଷର ଶରୀରରେ କେତେ ରକ୍ତ ଅଛି?

ଉତ୍ତର – ମୋଟ ଓଜନର 5-6 ଲିଟର ଏବଂ 7-8 ପ୍ରତିଶତ

 

ପ୍ରଶ୍ନ: ମୋଗଲ ସମ୍ରାଟ ଜାହାଙ୍ଗୀର ନ୍ୟାୟର ପ୍ରତୀକ ବୋଲି ବିବେଚନା କଲେ?

ଉତ୍ତର: ସୁନା ର ଜଞ୍ଜିର

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button