ରାଜ୍ୟ

ଆସନ୍ତା 14 ତାରିଖଠାରୁ ଆରମ୍ଭ ହେବାକୁ ଯାଉଛି ଓଡ଼ିଶାର ଗଣପର୍ଵ ରଜ, ଯାହାକି 3 ଦିନ ଯାଏ ପାଳିତ ହୁଏ…

ଆସନ୍ତା 14 ତାରିଖଠାରୁ ପାଳିତ ହେବାକୁ ଯାଉଛି ଓଡ଼ିଶାର ଗଣପର୍ଵ ରଜ। ରଜ ଉପଲକ୍ଷେ କଟକ ସହରରେ ଆରମ୍ଭ ହେବାକୁ ଯାଉଛି ସାଂସ୍କୃତିକ ଅନୁଷ୍ଠାନ ସୁର ମନ୍ଦିର।

ଆସନ୍ତା 14 ତାରିଖ ଓ 15 ତାରିଖ 2 ଦିନ ଧରି କଟକ କଲବିକାଶ କେନ୍ଦ୍ର ଠାରେ ବିଭିନ୍ନ କଳା ସଂସ୍କୃତିକୁ ଆଧାର କରି ଝୋଟି, ପିଠା ପ୍ରସ୍ତୁତ, ଲୁଡୁ ପାଲି , ପୁଚି, ଦୋଳି, ମୁରୁଜ,ଚିତା ପ୍ରତିଯୋଗିତା କରାଯିବ। ଏଥିରେ  ରାଜ୍ୟ ରୁ 300 ରୁ ଅଧିକ ପ୍ରତିଯୋଗି ଭାଗନେବେ।

ସୁର ମନ୍ଦିର ର ଲକ୍ଷ ହେଉଛି ଓଡ଼ିଆ ସଂସ୍କୃତି ଓ ପରମ୍ପରା କୁ ଯୁବପିଢ଼ିଙ୍କ ମଧ୍ୟରେ ବଞ୍ଚାଇରଖିବା ସେହିପରି ସୁର ମନ୍ଦିର ପକ୍ଷରୁ ଜଣେ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ସମ୍ମାନିତ କରାଯିବ। ବିଜୟୀ ମାନଙ୍କୁ ସଂମ୍ମାନ ରେ ଶ୍ରୀମତି ସୁମିତ୍ରା ଜେନା, ଜୀବନ ବ୍ୟାପି ସାଧନାରେ ଗୁରୁ ଦୁର୍ଗା ଚରଣ ରଣବୀର, ଉସାରାଣୀ ସମ୍ମାନରେ ଡ଼ ଶ୍ରୀନିବାସ ଖଟୁଆରୀଙ୍କୁ ସଂମାନିତ କରାଯିବ ବୋଲି କହିଛନ୍ତି ଆୟୋଜକ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button