ଭାରତ ପାଇଁ ବିଜୟ ଲକ୍ଷ୍ୟ ୧୧୧ ରନ୍ – Kalinga News

[ad_1]
ନ୍ୟୁୟର୍କ: ଟି-୨୦ ବିଶ୍ବକପ୍ର ୨୫ତମ ମ୍ୟାଚ୍ରେ ଗ୍ରୁପ୍-ଏ ରେ ଭାରତ ଏବଂ ଆମେରିକା ମୁହାଁମୁହିଁ ହୋଇଛନ୍ତି। ନ୍ୟୁୟର୍କର ନାସାଉ କାଉଣ୍ଟି ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମେରିକା ଅଧିନାୟକ ମୋନାଙ୍କ ପଟେଲଙ୍କ ନେତୃତ୍ବରେ ବ୍ୟାଟିଂ ଆରମ୍ଭ କରିଥିଲେ।

Sambad is now on WhatsApp
Join and get latest news updates delivered to you via WhatsApp
ଧାର୍ଯ୍ୟ ୨୦ ଓଭରରେ ଆମେରିକା ୮ ୱିକେଟ ହରାଇ ୧୧୦ ରନ୍ କରିଛି। ଫଳରେ ଭାରତ ପାଇଁ ବିଜୟ ଲକ୍ଷ୍ୟ ୧୧୧ ରନ୍ ରହିଛି।
Arshdeep Singh takes two wickets in his first over as USA manage to score 18/2 in the Powerplay.#T20WorldCup | #USAvIND |
: pic.twitter.com/5gR6HN6pZt
— ICC (@ICC) June 12, 2024
ଆମେରିକା ପକ୍ଷରୁ ଷ୍ଟିଭେନ ଟେଲର ୨୪ ରନ୍ କରିଥିବାବେଳେ ଆରୋନ ଜୋନସ୍ ୧୧ ରନ୍ କରିଥିଲେ। ସେହିପରି ନୀତୀଶ କୁମାର ୨୭ ରନ୍, କୋରୟ ଆଣ୍ଡରସନ ୧୪ ରନ୍, ହରମିତ୍ ସିଂ ୧୦ ରନ୍, ଶ୍ୟାଡଲି ଭାନ୍ ଶାଲ୍କ୍ୱିକ୍ ୧୧ ରନ୍, ଜସଦୀପ ସିଂ ୨ ରନ୍ କରିଥିଲେ।
[ad_2]