ରାଜନୀତି
ମୋଦୀଙ୍କ ବାସଭବନରେ ଧର୍ମେନ୍ଦ୍ର ପ୍ରଧାନ – Kalinga News

[ad_1]
ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ପୂର୍ବରୁ ଏନଡିଏ ସହଯୋଗୀ ସାଂସଦମାନଙ୍କୁ ମନ୍ତ୍ରୀ କରିବା ପାଇଁ ଫୋନ୍ କଲ୍ ଆସିବା ଆରମ୍ଭ ହୋଇଛି। ଓଡ଼ିଶାର ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖକୁ ଫୋନ୍ କଲ୍ ଆସିବା ପରେ ସେ ମୋଦୀଙ୍କ ବାସଭବନରେ ପହଞ୍ଚିଛନ୍ତି। ଧର୍ମେନ୍ଦ୍ରଙ୍କୁ ରବିବାର ସାଢ଼େ ୧୧ଟାରେ ନରେନ୍ଦ୍ର ମୋଦୀଙ୍କ ଚା’ପାନ ପାର୍ଟିରେ ଯୋଗଦେବାକୁ କୁହାଯାଇଥିଲା।
[ad_2]




