ସ୍ୱାସ୍ଥ୍ୟ

ନଡିଆ ତେଲରେ କେବଳ ଏହି 1 ଜିନିଷ ମିଶେଇ ଲଗାନ୍ତୁ, ଗୋଟି ଗୋଟି କେଶ କଳା ହୋଇଯିବ

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିତି ଏକ ତେଲ ବିଷୟରେ କହିବୁ ଯାହାର ପ୍ରୟୋଗ କରିଲେ ଆପଣଙ୍କ କେଶ ଧଳା ହେବା ବନ୍ଦ ହୋଇଯିବ । ଯଦି ଆପଣଙ୍କ ପିଲାଙ୍କ କେଶ ଧଳା ହେଉଛି ତେବେ ଏହି ତେଲ ବ୍ୟବହାର କରି ପାରିବେ । ସେମାନଙ୍କ କେଶ ଧଳା ହେବ ବନ୍ଦ ହେବ ଓ ଲମ୍ବା ସମୟ ଯାଏଁ କେଶ କଳା ହେବ । ଏହା ସହ କେଶ ବଢିବା ସହ ରୂପୀ ସମସ୍ଯା ଓ ହେୟାର ଫଲ ସମସ୍ଯା ଦୂର ହେବ ।

ତେବେ ଆସନ୍ତୁ ଜାଣିବା ଏହି ତେଲ କୁ କେମିତି ବନାଇବା ଓ ଏହାର ପ୍ରୟୋଗ କେମିତି କରିବା । ଏଥିପାଇଁ ଆପଣଙ୍କୁ ଆବଶ୍ୟକ ରହିଛି କଳାଜୀରା । କଳାଜୀରା ଆମେ ଆଚାର ବନାଇବା ପାଇଁ ବ୍ୟବହାର କରିଥାଉ । ଏହା ପ୍ରତେକ ରୋଗ ପାଇଁ ରାମବାଣ ଅଟେ । ଏହା ୱେଟଲସକୁ କମାଇଥାଏ, କେଶରେ କଳାପଣ ବଢାଇଥାଏ, ସ୍କିନ ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ ।

ଦୁଇ ଚାମଚ କଳାଜୀରା କୁ ହାଲକା ଭାଜି ଦିଅନ୍ତୁ । କଳାଜୀରା ସହ 4ରୁ 5ତୁ ଲବଙ୍ଗ ଭାଜି ନିଅନ୍ତୁ । ଏହା ନ୍ୟାଚୂରାଲି କେଶକୁ କଳା କରିବ । ଏହାକୁ ଲୋ ଫ୍ଲେମ ରେ ଭାଜନ୍ତୁ । ହାଲକା ଭାଜିବା ପରେ ଏହାକୁ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ । ଥଣ୍ଡା ହେବା ପରେ ଏହାର ଫାଇନ ପାଉଡର ରେଡି କରନ୍ତୁ । ଏବେ ଆବଶ୍ୟକ ରହିଛି କର୍ପୁର ଯାହା କେଶକୁ ସୁସ୍ଥ, କେସର PHକୁ ବାଲାନ୍ସ ରଖିଥାଏ ।

କେଶରେ ଇଚିଙ୍ଗ ବା କୁଣ୍ଡାଇ ହେଉଛି ତେବେ କର୍ପୁର ବ୍ୟବହାର ଦ୍ଵାରା ଏହା ଦୂର ହୋଇଥାଏ । ଯଦି ଆପଣଙ୍କ ପାଖରେ ଛୋଟ ଅଛି ତେବେ 5ଟି ଓ ବଡ ଥିଲେ 2ଟି ନେଇ ଏହାର ଗୁଣ୍ଡ ପ୍ରସ୍ତୁତ କରନ୍ତୁ । ଏବେ ଏକ ପ୍ୟାନରେ 100 ଗ୍ରାମ ନଡିଆ ତେଲ ନିଅନ୍ତୁ । ଆପଣ ଚାହିଁଲେ ସୋରିଷ ତେଲ ବା ଓଲିଭ ଅଏଲ ନେଇପାରିବେ । ନଡିଆ ତେଲ ନେଲେ ଭଲ ହେବ । ନଡିଆ ତେଲ ହାଲକା ଗରମ ହେବା ପରେ ପୂର୍ବରୁ କଳାଜୀରା ଓ ଲବଙ୍ଗ ର ଗୁଣ୍ଡ ଏଥିରେ ପକାନ୍ତୁ । ଏବେ କର୍ପୁର ର ଗୁଣ୍ଡ ଆଡ କରନ୍ତୁ । ଏହାକୁ ଭଲ ଭାବେ ମିସ୍କ କରନ୍ତୁ ।

ଆପଣଙ୍କ ମୁଣ୍ଡ କୁ ମାନସିକ ଶାନ୍ତି ଦେଇଥାନ୍ତି ଏହି ତେଲ । ଏହା ଆପଣଙ୍କ ମୁଣ୍ଡ ବିନ୍ଧା ସମସ୍ଯା ବି ଦୂର କରିଥାଏ । ଏବେ ଆପଣ ଏହାକୁ ରାତି ସାରା ଢାଙ୍କି ଛାଡି ଦିଅନ୍ତୁ । ସକାଳେ ଏହାକୁ ଛାଣି ଦିଅନ୍ତୁ ସୂତା କପଡା ସାହାଜ୍ଯ ରେ । ଏବେ ଏହି ତେଲ ରେ ଭିଟାମିନ-ଇ ର 4ଟି କ୍ୟାପସୁଲ ଆଡ କରନ୍ତୁ ।

ଏହି ତେଲକୁ ଲଗାଇବା ପୂର୍ବରୁ ହାଲକା ଗରମ କରି କେଶର ମୂଳରେ ଲଗାନ୍ତୁ । ଏହି ତେଲ ଆପଣଙ୍କ କେଶକୁ ଲମ୍ବା ସମୟ ଯାଏଁ କଳା ରଖିବ ଓ କେଶ ଜନିତ ଯାବତିୟ ସମସ୍ଯା ଦୂର କରିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button