ରାଜନୀତି
କର୍ଣ୍ଣାଟକ ଲୋକସଭା ନିର୍ବାଚନ ଫଳାଫଳ: ବିଜେପି ଆଗରେ – Kalinga News

[ad_1]
ବେଙ୍ଗାଲୁରୁ: କର୍ଣ୍ଣାଟକ ଲୋକସଭା ନିର୍ବାଚନ ଭୋଟ୍ ଗଣତି। ପ୍ରାଥମିକ ରିପୋର୍ଟ ଅନୁସାରେ, ଏଠାରେ ବିଜେପି ଆଗୁଆ ରହିଛି । କର୍ଣ୍ଣାଟକରେ ବିଜେପି ୧୨ ଆସନରେ ଆଗରେ ରହିଛି।

Sambad is now on WhatsApp
Join and get latest news updates delivered to you via WhatsApp
ସେହିପରି କଂଗ୍ରେସ ୮ ଟି ଆସନରେ ଆଗେଇ ଚାଥିବାବେଳେ ନିର୍ବାଚନ ସମୟରେ ସେକ୍ସ ଭିଡିଓ ରାକେଟ୍ ମାମଲାରେ ଦଳରୁ ନିଲମ୍ବିତ ତଥା ଗିରଫ ହୋଇଥିବା ଜେଡି (ଏସ୍) ପ୍ରାର୍ଥୀ ପ୍ରଜ୍ଜ୍ୱଳ ରେଭନ୍ନାଙ୍କୁ ଶ୍ରେୟାସ ପାଟିଲ ପଛରେ ପକାଇଛନ୍ତି।
ହାସନ ଆସନରୁ ଶ୍ରେୟାସ ପାଟିଲ ଓ ପ୍ରଜ୍ଜ୍ୱଳଙ୍କ ମଧ୍ୟରେ ଜୋରଦାର୍ ଟକ୍କର ହେଉଛି। ବର୍ତ୍ତମାନ ସୁଦ୍ଧା ଏଠାରେ ଶ୍ରେୟାସ ପ୍ରଜ୍ଜ୍ୱଳଙ୍କଠାରୁ ଆଗରେ ଅଛନ୍ତି। ସେପଟେ ବିଜେପିର ତେଜସ୍ୱୀ ସୂର୍ଯ୍ୟା ଆଗେଇ ଚାଲିଛନ୍ତି। ସେ ୪ ହଜାରରୁ ଊର୍ଦ୍ଧ୍ୱ ଭୋଟରେ ବେଙ୍ଗାଲୁରୁ ଦକ୍ଷିଣ ଆସନରୁ ଆଗରେ ଅଛନ୍ତି।
[ad_2]