ରାଜନୀତି
ଓଡ଼ିଶାରେ ପୂର୍ବାହ୍ନ ୯ଟା ସୁଦ୍ଧା ୭.୬୯ ପ୍ରତିଶତ ମତଦାନ – Kalinga News
[ad_1]
ଭୁବନେଶ୍ବର: ଶେଷ ପର୍ଯ୍ୟାୟରେ ଶନିବାର ରାଜ୍ୟର ୬ ଲୋକସଭା ଏବଂ ୪୨ ବିଧାନସଭା ଆସନ ପାଇଁ ମତଦାନ ଜାରି ରହିଛି । ମିଳିଥିବା ସୂଚନା ମୁତାବକ ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟରେ ପୂର୍ବାହ୍ନ ୯ଟା ସୁଦ୍ଧା ୭.୬୯ ପ୍ରତିଶତ ମତଦାନ ହୋଇଛି । ବାଲେଶ୍ୱରରେ ୭.୭୭ ପ୍ରତିଶତ ମତଦାନ ହୋଇଥିବାବେଳେ, ଭଦ୍ରକରେ ୭.୭୯ ପ୍ରତିଶତ ମତଦାନ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସେହିପରି ମୟୂରଭଞ୍ଜରେ ୭.୧୦ ପ୍ରତିଶତ ଏବଂ ପୁରୀରେ ୮.୯୦ ପ୍ରତିଶତ ମତଦାନ ହେଇଛି । ଏହା ସହିତ କଟକରେ ୬.୭୯ ପ୍ରତିଶତ, ଜଗତସିଂପୁରରେ ୮.୨୩ ପ୍ରତିଶତ, ଯାଜପୁରରେ ୭.୭୪ ପ୍ରତିଶତ, କେନ୍ଦ୍ରାପଡାରେ ୭.୯୦ ପ୍ରତିଶତ ମତଦାନ ହୋଇଛି।
[ad_2]